କ୍ଷତ୍ରିୟ ସମାଜ ତରଫରୁ ଖଣ୍ଡାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଧୁମାଭଟା :-  ବନମାଳୀ ନାୟକ ) ପାଇକ ସମାଜ ତରଫରୁ ପ୍ରସିଦ୍ଧ ଖଣ୍ଡାଯାତ୍ରା ପାଇଁ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସିତାରାମ କରଣ ଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  ।  ଆଗାମି ଦଶହରା ପାର୍ବଣ ରୁତୁର ବିଜୟା ଦଶମୀ ଦିନ ଏହି ପର୍ବ ଖେତ୍ରିୟ ଯୁବା ମଞ୍ଚ ତରଫରୁ ପ୍ରତ୍ୟେକ…

ଭୂତ ଭୟ………………

ଲୁଚିକି  ଛାତ୍ରାବାସ ଛାଡ଼ି ଥିବା ୫ଅନ୍ତେବାସୀ ବସଷ୍ଟାଣ୍ଡରୁ ଉଦ୍ଧାର  ବାରିପଦା(ଦିଲ୍ଲୀପ ମହାନ୍ତି )-ଭୁତ ଭୟରେ ହଷ୍ଟେଲ ଛାଡିଲେ ଛାତ୍ର । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ବାଂଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ  । ଛାତ୍ରମାନେ ଭୂତ ଭୟରେ ଗତକାଲିଠାରୁ ହଷ୍ଟେଲ ଛାଡି ଆସିଥିବା ବେଳେ ଆଜି…

ସେବା କ୍ଷେତରେ ଆଗୁଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରି ପଂଚାୟତର ସୋଡ଼ା ଗ୍ରାମର ମାଁ ମଙ୍ଗଳା ମହିଲ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଆଜି ଟେମରି ହାଇ ସ୍କୁଲ ଠାରେ ଏକ ମେଗା ରକ୍ତ ଦାନ ଶିବିରର ଆୟୋଜକ କରାଯାଇଛି । ଏହି ରକ୍ତଦାନ ଶିବିରରେ 42 ୟୁନିଟ ରକ୍ତ ସଂଗ୍ରହ ହେଇଥିବା ବେଳ 5 ଜଣ ଗ୍ରାମୀଣ ମହିଳା…

 ନିଜ ଘରୁ ମିଳିଲା ମହିଳାଙ୍କ ଦଗ୍ଧ ମୃତଦେହ

ବରଗଡ :- ପାଇକମାଲ ପୋଲିସ କୁ ଆଜି ସକାଲେ ଖବର ମିଳିଲା ଯେ  ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମର ବସନ୍ତି କମାର (50)ଙ୍କର ମୃତଦେହ ତାଙ୍କ ଘରେ ପଡିରହିଛି । ପାଇକମାଲ ଥାନା ଏସଆଇ  ଶ୍ରୀ ବିପିନ ବାଗ ତଥା ଏଏସଆଇ  ସନ୍ତୋଷ କୁମାର ସାହୁ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଦେଖିଲେ ଯେ ମୃତ ବାସନ୍ତୀ ର…

୭୧ ବର୍ଷରେ ମିଳିନି ଭତ୍ତା କି ଆବାସ, ଆଉ କଣ ମିଳିବ ତୁଟିଲେ ନିଃଶ୍ୱାସ !!! 

ନେତା ଅଫିସରଙ୍କୁ ଗୁହାରି କରି କରି ଥକି ଗଲେଣି  ନିରାଶ୍ରୟା ଅଭିରାମ  ତୁରେକେଲା (ସୁରେନ୍ଦ୍ର ତାଣ୍ଡି ) : ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ଗରିବଙ୍କ ପାଇଁ ପ୍ରଣୟନ କରୁଛନ୍ତି ମାଳମାଳ ଯୋଜନା । ଅନ୍ୟପଟେ ଅସହାୟ ଗରିବ ଓ ନିରାଶ୍ରୟ ଯୋଜନାର ସୁଫଳରୁ ବଂଚିତ  ହୋଇ ଦୟନୀୟ ଜୀବନ…

 ପ୍ରସ୍ତାବିତ ନୂତନ ଶିକ୍ଷାନୀତିରେ ଅତିରିକ୍ତ ଆଥିର୍କ ବୋଝ କେନ୍ଦ୍ର ସରକାର ବହନ କରନ୍ତୁ: ମନ୍ତ୍ରୀ ଡ. ସାହୁ

ନୂଆଦିଲ୍ଲୀରେ କେନ୍ଦ୍ରୀୟ ପରାମର୍ଶଦାତା ବୈଠକ ଚିଠା ଜାତୀୟ ଶିକ୍ଷାନୀତିରେ ଓଡ଼ିଶା ପକ୍ଷରୁ ଅନେକଗୁଡ଼ିଏ ପ୍ରସ୍ତାବ  ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପାଣ୍ଠିର ୫୦ ପ୍ରତିଶତ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଉ  ପ୍ରତିଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତର ମାନ୍ୟତା…

ଡ. ଅଚ୍ୟୁତ ସାମନ୍ତଙ୍କୁ “ବେଶାନ୍ତ ସେଲ୍ଫଲେସ ସର୍ଭିସ୍ ଆଓ୍ୱାର୍ଡ’

ପ୍ରତ୍ୟେକ ଜୀବର ଅସ୍ତିତ୍ୱର ଉତ୍ସ ଏକ ଓ ଅଭିନ୍ନ : ରାଜ୍ୟପାଳ ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ, ଓଡ଼ିଶାର ଷଷ୍ଠ ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ୱର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାକ୍ଷାତ ବ୍ରହ୍ମା ତାଙ୍କ ଦର୍ଶନରେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇଥାଏା ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ଦର୍ଶନର…

ପରାମର୍ଶଦାତାମାନେ ବେତନ ନେବେନି : ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ କରାଇଲେ ଅବଗତ 

ଭୁବନେଶ୍ୱର: ପରାମର୍ଶଦାତା ମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଠାରୁ ପ୍ରିନ୍ସିପାଲ  ସେକ୍ରେଟାରୀ ପାହ୍ୟା ପ୍ରଦାନ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଜାରି ରହିଛି | ସରକାରଙ୍କ ରାଜକୋଷ କୁ ଲୂଟ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇ ଆସୁଥିଲା |…

ହାଇଦ୍ରାବାଦରେ ବିଜେପିର ଜନଜାଗରଣ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

   ଆତଙ୍କବାଦର ଜନକ ଓ ମହିଳା, ଯୁବକ ବିରୋଧୀ ଥିଲା ଧାରା ୩୭୦  ୩୭୦ ଧାରା ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ହାଇଦ୍ରାବାଦ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ - ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏକ ଐତିହାସିକ ଭୁଲକୁ ସଠିକ୍…

ତିର୍ତ୍ତୋଲ ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ବିଧାୟକଙ୍କ ପ୍ରତିନିଧି ହେଲେ ରଶ୍ମିରଞ୍ଜନ

ଜଗତସିଂହପୁର:(ରମେଶ ମହାନ୍ତି):-ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଥିବା କେନ୍ଦ୍ର ସରକାରଙ୍କ ଶିକ୍ଷା ଭିତ୍ତିକ ଓ ରାଜ୍ୟ ସରକାର ପରିଚାଳିତ ସଂସ୍ଥା ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିନିଧି ଭାବେ ଛାତ୍ରନେତା ରଶ୍ମିରଞ୍ଜନ ଚୌଧୁରୀଙ୍କୁ…