ଘରୋଇ ଇଞ୍ଜିନିଅରିଂ କଲେଜ କର୍ତ୍ତୃପକ୍ଷ ବିରୋଧରେ ଗୁରୁତର ଅଭିଯୋଗ 

 ଛାତ୍ରମାନଙ୍କ ଅଜାଣତରେ ବ୍ୟାଙ୍କରେ ଖାତା ଖୋଲି ଷ୍ଟାଡ଼ି ଲୋନ ଓ ପିଏମଏସ ଟଙ୍କା ହଡ଼ପ !!! ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ପାଟପୁରସ୍ଥିତ ଏସଏସବି ଇନଷ୍ଟିଟ୍ୟୁଟ  ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଶିକ୍ଷା ଅନୁଷ୍ଠାନ ନାମରେ ଆସିଛି ସଙ୍ଗୀନ ଅଭିଯୋଗ…

ଗୋଟିଏ ପରିବାରରେ ତିନି ଭିନ୍ନକ୍ଷମ ଶିଶୁ : ସରକାରି ସହାୟତାକୁ ଅପେକ୍ଷା 

junagarh/ Aditya mahanty : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ଗ୍ରାମ ଠାରେ ଦେଖିବାକୁ ମିଳିଛି ଜଣେ ପରିବାରରେ ତିନୋଟି ବିକଳାଙ୍ଗ ଶିଶୁ ।ପିତବାସ ଭଏଁସାଲ ଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ବିବାହ କରିଥିବା ବେଳେ ଛୋଟ ପୁଅ ଲୋକେଶ (ବୟସ ସାତ)ବିକଳାଙ୍ଗ ହେବା ସହିତ…

ସରକାର ନାଲିଆଖି ନଦେଖାଇ ସମସ୍ୟା ସମାଧାନ କରନ୍ତୁ : ସୁର

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ମୁଖ୍ୟ ଗେଟ୍ ସମ୍ମୁଖରେ ବିକ୍ଷୋଭ ଭୁବନେଶ୍ୱର - ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଦାରୁଠେଙ୍ଗ, ପଟିଆ,…

ନିଶା ମାଫିଆ ସକ୍ରିୟ, ନିଶାରେ ମାତୁଛନ୍ତି ଯୁବପିଢ଼ି 

୧୦୪ ବୋତଲ କପ ସିରପ ଜବତ, ୨ ଅଭିଯୁକ୍ତ ଗିରଫ ନୂଆପଡ଼ା,(ଅମିତ ପୁରୋହିତ): ସଦର ଥାନା ତେଲିପଡା ଛକ ନିକଟରେ ପୁଲିସ ପେଟ୍ରୋଲିଂ ସମୟରେ ୧୦୪ ବୋତଲ କପ ସିରପ ଜବତ କରିଛି । ବେଆଇନ କପ୍ ସିରପ ଚାଳାଣ ଅଭିଯୋଗରେ ସହରର ସିରତୋଲ ଗାଁର ରଂଜନ ଦାସ ଓରଫ ଟିଟୁ(୪୩) ଓ ଗୋବିନ୍ଦ ତାଣ୍ଡି(୨୪)ଙ୍କୁ ଗିରଫ…

ଗଜପତି ରେ ତୁହାକୁ ତୁହା ଲଗାଣ ବର୍ଷା : ଜିଲ୍ଲାପାଳ ଆଜିପାଇଁ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ସମଗ୍ର ଗଜପତି ଜିଲ୍ଲା ପ୍ରଭାବିତ ହୋଇଛି । ଗତକାଲି ମଧ୍ୟାହ୍ନ ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବିରାମ୍ ଲଗାଣ ବର୍ଷା  ତୁହାକୁ ତୁହା ଲାଗିରହିଛି । ଜୀବନ ଯାତ୍ରା ଓ ଯାନବାହାନ ଚଳାଚଳ…

ଜାତୀୟ ସେବା ସଂସ୍ଥା ଦିବସ ପାଳନ

ମେଲଛାମୁଣ୍ଡା,(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟ ପରିସରରେ ମଙ୍ଗଲବାର ଅପରାହ୍ନରେ ଜାତିୟ ସେବା ସଂସ୍ଥା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ରଙ୍କ ସଭାପତୀତ୍ୱରେ ଏକ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ପ୍ରୋଗ୍ରାମ ଅଫିସର…

ଜାତୀୟ ସେବା ଯୋଜନା ଦିବସର ସୁବର୍ଣ୍ଣ ଜୟନ୍ତୀ ପାଳିତ

      ଓଡ଼ଗାଁ ୨୪/୯ : ଓଡଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଆଜି ଜାତୀୟସେବା ଯୋଜନା ଦିବସର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ…

   ବରକୋଳା ଫରେଷ୍ଟ ବଙ୍ଗଳାରୁ ବାଇକ ଚୋରି ଘଟଣା: ଅନ୍ୟତମ ଅଭିଯୁକ୍ତ ଗିରଫ 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଂଚଳ ବରକୋଳା ଫରେଷ୍ଟ ବଙ୍ଗଳାରୁ ଅପ୍ରେଲ ମାସ ୨ ତାରିଖରେ ବାଇକ ଚୋରୀ କରିଥିବା ଅନ୍ୟତମ ଅଭିଯୁକ୍ତକୁ ଆଜି ଓଡଗାଁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଭଞ୍ଜନଗର ଲାଲସିଂପଲ୍ଲୀର ତପନ ନାୟକ(୨୪) ।  ବିଶେଷ ସୁତ୍ରରୁ…

ପୂର୍ତ୍ତ ବିଭାଗର ଧୂର୍ତ୍ତ ଯନ୍ତ୍ରୀଙ୍କୁ ଲାଗିବ ଲଗାମ : ବଦଳି ନୀତି ବଦଳ , କଡାକଡି ହେବ ତିନି ବର୍ଷିଆ ପଲିସୀ 

ଭୁବନେଶ୍ବର (ଶାସକ ପ୍ରଶାସକ )  ପୂର୍ତ୍ତ ବିଭାଗରେ କାମ କରୁଥିବା ଧୂର୍ତ୍ତ ଯନ୍ତ୍ରୀଙ୍କ ଉପରେ ଲଗାମ |  ମାଲପାଣି ଦେଇ ପଟା  ପାଉତି କଲାଭଳି ଗୋଟିଏ ଜାଗାରେ ପୈତୃକ ଜାଗୀର ଜଗି ବସିଲା ଭଳି ଆସ୍ଥାନ ମାଡି ବସିଥିବା ଯନ୍ତ୍ରୀମାନଙ୍କ ହେବ ବଦଳି | ସେରହିପାଇଁ ପୂର୍ତ୍ତବିଭାଗ ପ୍ରସ୍ତୁତ କରୁଛି…

ଅପେକ୍ଷାରେ ଦିବ୍ୟାଙ୍ଗ ଯଶୋଦା,ସାହା ହେବକି ମୁଖ୍ୟମନ୍ତ୍ରୀଙ୍କ ୫ ଟି 

ବିଚିତ୍ର ପ୍ରଶାସନ : ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା  ସେ ସମ୍ପର୍କରେ ସୂଚନା ମାଗିଲେ ସାମ୍ବାଦିକଙ୍କ ନମ୍ବର ବ୍ଲକ  ତୁରେକେଲା(ସୁରେନ୍ଦ୍ର ତାଣ୍ଡି ): ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ…