ଗେରୁଆ ହେଲେ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ବିଜେପି ସଭାପତି

ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ମୁଖ୍ୟମନ୍ତ୍ରୀ କହିଦେଇଥିଲେ | ଆଉ ଆଜି ବହି ସଫା ହୋଇଗଲା  | ରାଜ୍ୟ ବିଜେପି ନେତାଙ୍କୁ ଆବାକାବା କରାଇ ପଦୁଅଁ ଧରିଛନ୍ତି ଖଣି ବ୍ୟବସାୟୀ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରେ ଡିରେକ୍ଟର ଥିବା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ | ଦଳୀୟ ରାଜ୍ୟ…

ଆଦିତ୍ୟ ଇନ, ନିରଞ୍ଜନ ଆଉଟ

ପଞ୍ଚମ ପାଳି  କ୍ଷମତାକୁ ଆସିବା ପରେ ଅଫିସର ସ୍ତରରେ ବ୍ୟାପକ ଅଦଳ ବଦଳ  କୃପାସିନ୍ଧୁ ମିଶ୍ର ଲୋକସଂପର୍କ ବିଭାଗର ନୂଆ ନିର୍ଦେଶକ, ପ୍ରେମଚାନ୍ଦ ଚୌଧୁରୀ ବିଏମସି କମିଶନର ଭୁବନେଶ୍ବର : ନବୀନ ପଟ୍ଟନାୟକ ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ଆଇଏଏସ ଓ ବଶିଷ୍ଠ ଓଏଏସ ସ୍ତରରେ ବ୍ୟାପକ ଅଦଳବଦଳ…

ବିଭିନ୍ନ ଦାବୀ ନେଇ ବି.କେ.ଏମ.ୟୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ…

ପାରଳାଖେମୁଣ୍ଡି/ Balakrisna Panigrahi : ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘର,ଜାଗା ଓ ପଟ୍ଟା,ଜଙ୍ଗଲଜମି ପଟ୍ଟା ଏବଂ କ୍ଷତିଗ୍ରସ୍ତ ସର୍ବହରାଙ୍କୁ ରୁଣ ପ୍ରଦାନ ଦାବୀରେ ଜିଲ୍ଲା ଭାରତୀୟ କ୍ଷେତ ମଜଦୁର ୟୁନିୟନ ବି.କେ.ଏମ.ୟୁ  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ଭାରତ ସ୍ୱାଭିମାନ, ଯୁବ ଯୋଗ ଭାରତ, କିଶାନ ଯୋଗ ସେବା ସମିତି ଏବଂ ଜିଲ୍ଲା ପାତାଞ୍ଜଳି ଯୋଗ ସମିତିର ମିଳିତ ଆନୁକୁଲ୍ୟରେ  ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ…

ମେଲଛାମୁଣ୍ଡାରେ ପିଏଚସିରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ

ମେଲଛାମୁଣ୍ଡା,(ମନୋଜ ଭୋଇ) ଯୋଗ କରିବା, ନିରୋଗ ରହିବା ମନ୍ତ୍ରକୁ ଚରିତାର୍ଥ କରିବା ପାଇଁ ସାରା ଦେଶ ଆଜି ଦିନକୁ ଯୋଗ ଦିବସ ଭାବେ ପାଳନ କରିଥିବା ବେଳେ ଏଇ ମହାନ ପର୍ବରୁ ମେଲଛାମୁଣ୍ଡା ଅଂଚଳଟା ମଧ୍ୟ ବାଦ ପଡି ନ ଥିଲା । ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କର୍ମଚାରୀଙ୍କ ଆୟୋଜନ…

ଘନାମାଲ ଗ୍ରାମରୁ ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘନାମାଲ ଗ୍ରାମରୁ ମେଲଛାମୁଣ୍ଡା ପୁଲିସ ଗୁରୁବାର ବିଲମ୍ବିତ ରାତ୍ରୀରେ ଏକ ବୃଦ୍ଧାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୬/୧୯ରେ ଏକ ମାମଲା ରୁଜୁ ହୋଇଛି । ମାମଲାଟିକୁ ଥାନା ଏଏସଆଇ…

ମୌସୁମୀ ଆଗମନର ପ୍ରଭାବ, ଦୁଇ ଦିନରେ ୬୭ ମିମି ବର୍ଷା

ବାରିପଦା(ଦିଳ୍ଲୀପ ମହାନ୍ତି )- ବାରିପଦା ସହରକୁ ମୌସୁମୀ ବାୟୁ ସ୍ପର୍ଶ କରିଛି । ଫଳରେ ଏହାର ପ୍ରଭାବରେ ଜୁନ ୨୦ରେ ୪୫ ମିଲିମିଟର ଓ ଜୁନ ୨୧ରେ ୨୨ ମିମି ବର୍ଷା ହୋଇଥିବାର ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ମୌସୁମୀର ଆଗମନ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ଭରି ଦେଇଛି । କୃଷକମାନେ ନିଜ…

ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ସହରବାସୀଙ୍କୁ କରୁଛି ଅଶାନ୍ତ

ନର୍ଦ୍ଦମା  ପାଣି ରାସ୍ତା ଉପରେ , ପ୍ରତିବାଦରେ ରାସ୍ତା ରୋକ ବାରିପଦା(ଦିଲ୍ଲୀପ ମହାନ୍ତି )- ଅମୃତ ସହର ବାରିପଦାରେ ହଳାହଳ ବିଷ । ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗର ଖାମଖିଆଲି ନୀତି କାରଣରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ପୋଖରୀର ବ୍ରମ ସୃଷ୍ଟି କରାଇଛି । ଫଳରେ ଗାଡ଼ି…

ଲାଞ୍ଚୁଆ ପଞ୍ଚାୟତ ଏକ୍ସଟେନସନ ଅଧିକାରୀଙ୍କୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ବେଣୁଧର ପାତ୍ର ଆଜି ଏକ ଭିଜିଲାନ୍ସ ଟ୍ରାପ କେଶ ନଂ ୩/୨୦୧୪ ମାମଲାର ବିଚାର କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭାଲୁବସା ଗ୍ରାମ ପଞ୍ଚାୟତର ଏକ୍ସଟେନସନ ଅଧିକାରୀ ତଥା ବେତନଟୀ ଥାନା କାଠପାଳ ଗ୍ରାମର ଧରମା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା:ଭାରତ-ସାଉଦି ସଂମ୍ପର୍କ ବୃଦ୍ଧି ପାଇଁ…

ନୂଆଦୀଲ୍ଲି/ଭୁବନେଶ୍ୱର, : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇଡେ଼୍ରାକାର୍ବନ କ୍ଷେତ୍ରରେ…