Sign in
Sign in
Recover your password.
A password will be e-mailed to you.
ବିଜେପୁର ମହାସଂଗ୍ରାମ: ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା
ବରଗଡ :- ଆସନ୍ତା 21 ରେ ବିଜେପୁର ଉପନିର୍ବାଚନ । ଉପନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ର ଶେଷ ତାରିଖ । ଗତ ଶନିବାର ସୁଧ୍ଯା କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବା ବେଳେ ଆଜି ମୋଟ ସାତ (7)ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ଆଜି ପଦ୍ମପୁର ଉପଜିଲ୍ଲାପାଳ ତଥା…
ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରେ ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ : ମୋଟର ଭାଙ୍ଗିଲେ, ପାଇପ କାଟିଲେ
୧୦ ଦିନ ବିତିଗଲାଣି, ସମସ୍ୟା ଶୁଣୁନାହାନ୍ତି ଶିକ୍ଷାଧିକାରୀ ।
ଗୁଣୁପୁରୁ/siddharth dash : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଜଗନ୍ନାଥପୁର ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦୁର୍ବୁତ୍ତ ମାନେ ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି । ସୂଚନାଥାଉକି ଗତ ୧୯ ତାରିଖ ରାତି ପ୍ରାୟ…
ଗଜପତିରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ୭ଗୋଟି…
ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସନତ
ବରଗଡ : ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଭାବରେ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦରୁଆନ ଙ୍କର କାର୍ଯଳୟ ରେ ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀ ସନତ ଗଡ଼ତିଆ । ବିଜେପି ର ରାଜ୍ୟ ସଭାପତି ଶ୍ରୀ…
ନାମାଙ୍କନ ଦାଖଲ କଲେ ରୀତା ସାହୁ
ବରଗଡ଼ :- ବର୍ତ୍ତମାନ କିଛି ସମୟ ପୂର୍ବରୁ ବିଜେପୁର ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ରୀତା ସାହୁ । ରୀତା ସାହୁ ଦଲୀୟ କର୍ମୀ ମାନଙ୍କର ସହିତ ଏକ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲ୍ଲାପାଳ ଙ୍କର କାର୍ଯଳୟ କୁ ପହଂଛିବା ପରେ ଉପଜିଲ୍ଲାପାଳ ଶ୍ରୀ…
ପ୍ରାର୍ଥୀପତ୍ର ଦାଖଲ କଲେ ଦିଲ୍ଲୀପ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ଦିଲ୍ଲୀପ ପଣ୍ଡା । ଆଜି 11ଟା ସମୟରେ ଶ୍ରୀ ପଣ୍ଡା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଙ୍କର କାର୍ଯଳୟ ରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।ଏହି ଅବସରରେ ତାଙ୍କର…
ବିଜେପୁର ମହାସଂଗ୍ରାମ: ଆଜି ନାମାଙ୍କନ ଦାଖଲ କରିବେ ସମସ୍ତ ଦଲୀୟ ଏବଂ ସ୍ୱାଧୀନ ପ୍ରାର୍ଥୀ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ର ଶେଷ ଦିନ । ଆଜି ସମସ୍ତ ଦଲୀୟ ଓ ସ୍ୱାଧୀନ ପ୍ରାର୍ଥୀ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦାରୁଆନ ଙ୍କର ନିକଟରେ ଦାଖଲ କରିବେ ନାମାଙ୍କନ । ସକାଳ ଏଗାରଟା ରୁ ଆରମ୍ଭ ହୋଇ ଦିପହର ତିନିଟା ପ୍ରର୍ଯନ୍ତ ଚାଲିବ…
ପୂର୍ବ ଭାରତର ପୁଞ୍ଜିକୁ ବହୁ ଗୁଣିତ କରିବାର ସମୟ ଆସିଛି – ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲାରେ ମହାରାଜା ଅଗ୍ରସେନ୍ ସମାଜ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ରାଉରକେଲା – ପୂର୍ବ ଭାରତରେ ପ୍ରାକୃତିକ ସମ୍ବଳର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ ଭାରତରେ ସମ୍ପନ୍ନତା, ପୁଞ୍ଜି ଓ ସମ୍ଭାବନା ବିଶେଷ ଭାବେ ରହିଥିବା ବେଳେ ଏବେ ପୁଞ୍ଜିକୁ ବହୁ ଗୁଣିତ କରିବାର ସମୟ ଆସିଛି…
ନୟାଗଡ ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ : ପ୍ରଥମ ସଭ୍ୟ ହେଲେ ଡ଼ ଅରୁଣ ସାହୁ
ନୟାଗଡ(ବିଶ୍ୱଜିତ ନାୟକ) - ନୟାଗଡ଼ ପୌର ପରିଷଦ ଅଧୀନରେ ବିଜେଡି ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ କାଯ୍ୟକ୍ରମ ଆରମ୍ଭ କରାଯାଇଛି | ନୟାଗଡ ଖେଳପଡିଆ ଠାରେ ଆନୁଷ୍ଠାନିକ ଭାବେ ନୟାଗଡ ବିଧାୟକ ତଥା କୃଷି କୃଷକ କଲ୍ୟାଣ, ମତ୍ସ୍ୟ-ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର…
ହାତୀ ଦଳିଦେଲା, ଚାଲିଗଲା ଜୀବନ
ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଟେଙ୍ଗରା ବାହାଲ ଗ୍ରାମର କିଶୋର ପ୍ରଧାନ(୩୫) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି | ଆଜି ସକାଳୁ କୁତ୍ରା ବିଜୁ ଏକ୍ସପ୍ରେସୱ ରେ ଲାଗି ରହିଥିଲା ହାତୀପଲଙ୍କ ଆତଙ୍କ | ଏହି ହାତୀ ପଲରେ ୧୭ଗୋଟି…