Sign in
Sign in
Recover your password.
A password will be e-mailed to you.
ପୁଣି ଡାକ୍ତର ଭୂମିକାରେ କଂଗ୍ରେସର ପୂୂର୍ବତନ ବିଧାୟକ ପ୍ରଫୁଲ ମାଝୀ
ପରାଜୟ ପରେ ପୂର୍ବ ପେଶାକୁ ଫେରିଲେ ଭେଟେରାନ ନେତା : କହିଲେ ଜାରି ରହିବ ଲୋକ ସେବା
Sundargarh/ Horachand Deuria: ପୁଣି ଡାକ୍ତର ଭୂମିକାରେ କଂଗ୍ରେସର ପୂୂର୍ବତନ ବିଧାୟକ । କଂଗ୍ରେସର ହେଭିୱେଟ୍ ନେତା ତଥା ତିନି ତିନିଥରର ବିଧାୟକ ପ୍ରଫୁଲ ମାଝୀଙ୍କ ନୂଆ ଲୁକ । ଚଳିତ ନିର୍ବାଚନରେ…
ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି 40 ଷ୍ଟାର ପ୍ରଚାରକ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ 40 ଜଣିଆ ଷ୍ଟାର ପ୍ରଚାରକ ଙ୍କର ନାମ ଘୋଷଣା କରିଛି । ତାଲିକାରେ ଏକ ନମ୍ବର ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ନିର୍ବାଚନ ପ୍ରଚାରର ଶେଷ ଆଡକୁ ମୁଖ୍ୟମନ୍ତ୍ରୀ ବିଜେପୁର ଅଂଚଳରେ ଏକାଧିକ ରେଲି ର ସମ୍ଭାବନା…
ଯୌତୁକ ଲୋଭୀ ରାକ୍ଷସ ମାରିଦେଲେ ନିରୀହ ପୁଷ୍ପାଞ୍ଜଳୀକୁ !
ନୟାଗଡ (ବିଶ୍ୱଜିତ ନାୟକ) -ଶରଣକୁଳ ଥାନା ଚଡେୟାପଲ୍ଲୀ ଗ୍ରାମରୁ ଅସିଛି ଏକ ବଧୂହତ୍ୟା ର ଅଭିଯୋଗ।7ମାସ ତଳେ ଶରଣକୁଳ ଥାନା ଚଡେୟାପଲ୍ଲୀ ଗ୍ରାମର କରୁଣାକର ନାୟକ ରଣପୁର ଥାନା ଅନ୍ତର୍ଗତ ଖତିଆ ଗ୍ରାମର ପୁଷ୍ପାଞ୍ଜଳି ସାହୁଙ୍କୁ ହିନ୍ଦୁ ବୈଦିକ ରୀତିରେ ବିବାହ କରିଥିଲେ । ପୁଷ୍ପାଞ୍ଜଳିର ବାପଘର…
ପୁଣି ଗରଜିଲେ ଚାଷୀ, ଘେରିଲେ ତହସିଲ କାର୍ଯ୍ୟାଳୟ
ବରଗଡ଼ :- ବର୍ଷ ସାରା ଦେଶବାସୀଙ୍କର ପେଟକୁ ଦାନା ଦେଉଥିବା ଚାଷୀ ଆଜି ଅବହେଳିତ ନିଷ୍ପେସିତ ଓ ଶୋଷିତ । ଦେଶର ଅନ୍ନଦାତା ଆଜି ନିଜର ପରିବାର ପୋଷଣ କରିବା ପାଇଁ ଅକ୍ଷମ ହେବାରେ ଲାଗିଛି । ବର୍ଷ ତମାମ କୋଣସି ନା କୋଣସି କାରଣ କୁ ନେଇ ଚାଷୀ ନିଜର ଚାଷ କାମ ଛାଡି , ବାଧ୍ୟ ହେଉଛି ରାଜରାସ୍ତାରେ…
କେତେ ୫-ଟି କରିବେ :.ଅନ୍ୟ “ଟି” ପୁଣି ଅଛି ନା !!!
ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି ମନ୍ତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅକ୍ଷର ଅକ୍ଷର ପାଳିତ
ବାରିପଦା()- ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣଙ୍କୁ ଏକ ସ୍ୱଚ୍ଛ, ନିର୍ମଳ ଶାସନ ପ୍ରଦାନ ନିମନ୍ତେ ବିଭିନ୍ନ ପ୍ରକାର କୌଶଳ, ଯୋଜନା ଆପଣେଇବାରେ ଲାଗିଥିବା ଛନ୍ତି । ଏଥି ସହିତ ପ୍ରଶାସନକୁ…
ଅଜଣା ରୋଗରେ ପୀଡିତ ପଙ୍କଜ :ମଲିନି ସରକାରୀ ସହାୟତା
ଆଗଲପୁର (ସୁଶିଲ କୁମାର ବିଶ୍ବାଲ ):- ପୁଅ ଯେତେବେଳେ ବୟସ୍କ ହୋଇଯାଏ ସେତେବେଳେ ସେ ମା ବାପ ର ସାହାରା ହେବା ପାଇ ପ୍ରସ୍ତୁତ ହୋଇ ଯାଇଥାଏ ।ଯଦି କମ୍ ପାଠ ପଢିଥାଏ ତା ହେଲେ କିଛି ପରିଶ୍ରମ କରି ଅର୍ଥ ଉପାର୍ଜନ କରି ପରିବାର ପରିପୋଷଣ ରେ ସାହାଯ୍ୟ ପାଇଁ ଆଗେଇ ଆସିଥାଏ । ପିତା ଅର୍ଜୁନ…
ଉର୍ଜା ଦାରିଦ୍ର୍ୟକୁ ଶେଷ କରିବାରେ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ
ବିଶ୍ୱ ଅର୍ଥନୀତି ଫୋରମ ଦ୍ୱାରା ଭାରତ ଅର୍ଥନୀତି ଶୀର୍ଷକ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର– ନୂଆଦିଲ୍ଲୀ ଠାରେ ଗୁରୁବାର ବିଶ୍ୱ ଅର୍ଥନୀତି ଫୋରମର ପକ୍ଷରୁ ଆୟୋଜିତ ଭାରତ ଅର୍ଥନୀତି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପୁନଃ ଶକ୍ତି ସଂଚାର ଦିଗରେ ଭାରତ’ ଉପରେ ନିଜର…
ଡାକ୍ତରଖାନାରେ କାମ କରିବାର ଅଧିକାରକୁ ନେଇ ଓଶ୍ରୁ ବଲାଙ୍ଗିରର ବିକ୍ଷୋଭ
ବଲାଙ୍ଗିର(ନିରୋଜ ମିଶ୍ର) : ଓଡିଶା ରିପ୍ରେଜେଣ୍ଟେଟିଭ୍ ୟୁନିୟନ (ଓଶ୍ରୁ) ବଲାଙ୍ଗିର ଶାଖା ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଦେବାଶିଷ ମିଶ୍ରଙ୍କ ସଭାପତିତ୍ୱ ତଥା ଜିଲ୍ଲା ସଂପାଦକ ସୁରୁଲାଲ ମଟାରୀଙ୍କ ନେତୃତ୍ୱରେ ଏକ ସଭା ସ୍ଥାନୀୟ ଅଶ୍ରୁର…
ବିଜେପୁର ଉପନିର୍ବାଚନ ମଇଦାନରେ ପାଞ୍ଚ ପ୍ରାର୍ଥୀ
ପ୍ରତ୍ୟାହାର ତାରିଖ ସରିଲା, ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ତାରିଖ ନିର୍ଦ୍ଧାରିତ ହେଇଥିଲା । କିନ୍ତୁ କୋଣସି ପ୍ରାର୍ଥୀ ନାମଙ୍କନ ପ୍ରତ୍ୟାହାର କରି ନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହି…
ଭୁଲ ମାଗିଲେ ପରେଶ ରାୱଲ
ମୁମ୍ବାଇ : ପୂର୍ବତନ ବିଜେପି ସଂସଦ ତଥା ଅଭିନେତା ପରେଶ ରାୱଲ ଭୁଲ ମାଗିଛନ୍ତି | ଆଉ ସେ ଭୁଲ ମାଗିଛନ୍ତି ଗୋରଖପୁର ବିଆରଡ଼ି ହସ୍ପିଟାଲ ର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡ଼ କାଫିଲ ଖାନଙ୍କୁ | ସୂଚନାଯୋଗ୍ୟ ବିଆରଡ଼ି ହସ୍ପିଟାଲର ୨୦୧୭ ମସିହାରେ ଘଟିଥିବା ଅମ୍ଳଜାନ ଅଭାବ ଜନିତ ଶିଶୁ ମୃତ୍ୟୁ…