Sign in
Sign in
Recover your password.
A password will be e-mailed to you.
ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ ପାଇଁ ମାଲକାନଗିରି ଆଦିବାସୀ ଉପେକ୍ଷିତ
କେନ୍ଦ୍ର ପରିବେଶ ବିଭାଗର ୨ବର୍ଷ ପୁନଶ୍ଚ ଅବଧି ବୃଦ୍ଧିକୁ ନେଇ ବିଧାନସଭାରେ ତାତିବିଧାନସଭା ଗୃହ କମିଟି ପାଇଁ ଦେବୀ ମିଶ୍ରଙ୍କ ଦାବି
ଭୁବନେଶ୍ୱର: ଆନ୍ଧ୍ର ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଉପରେ ଦିଆଯାଇଥିବା ସ୍ଥଗିତାଦେଶକୁ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ପ୍ରତ୍ୟାହାର କରିନେଇ…
ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ : ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି
ଭୁବନେଶ୍ୱର : ଆଜି ଓଡ଼ିଶା ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନକରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ବଜେଟରେ ପ୍ରଶାସନିକ ବ୍ୟୟ ଅଟକଳ…
କୃଷି ବଜେଟ ଆକାର ୨୦ ହଜାର ୭୧୪ କୋଟି
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଆଜି ଆଗତ କରିଛନ୍ତି କୃଷି ବଜେଟ୍ । ଆଜି ଉପସ୍ଥାପିତ ହୋଇଥିବା କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କା ରହିଛି |ଏହି ବଜେଟରେ ମୁଖ୍ୟତ …
କଂଗ୍ରେସ ସେବାଦଳ ଭିତରେ ତୀବ୍ର ଅସନ୍ତୋଷ :ମନୋଜଙ୍କ ନିଯୁକ୍ତିକୁ ବିରୋଧ କରି ରାହୁଲଙ୍କୁ ଚିଠି
ଭୁବନେଶ୍ୱର(ଶାସକ ପ୍ରଶାସକ)ଗତ ନିର୍ବାଚନରେ କଂଗ୍ରେସର ନେତୃତ୍ୱଗତ ଅପାରଗତା ଓ ଆଭ୍ୟନ୍ତରୀଣ ଷଡଯନ୍ତ୍ର ପାଇଁ ଭୁଇଁ ଚାଟିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ କେଁ ଉଠିଲାଣି ସେବାଦଳର ରାଜ୍ୟ ମୁଖ୍ୟ ସଂଗଠକ ନିଯୁକ୍ତିକୁ ନେଇ । ଜଣେ ନବାଗତଙ୍କୁ ସିଧାସଳଖ ଆଣି ଦଳର ମୁଖ୍ୟ ସଂଗଠନ କରାଇବା…
ନବୀନ ନିବାସରୁ ସାକ୍ଷାତ ଆଲୋଚନା ନିମନ୍ତେ ଆସିଲା ଡ଼ାକରା , ସେବାୟତମାନଙ୍କ ଭୂବନେଶ୍ୱର ଯାତ୍ରା ଆଜି
ବାରିପଦାକୁ ଦ୍ୱିତୀୟଶ୍ରୀକ୍ଷେତ୍ରର ମାନ୍ୟତା ସହ ମଠ ମନ୍ଦିର ସମ୍ପତ୍ତିର ସୁରକ୍ଷା ଦାବି
ବାରିପଦା(ଦିଲ୍ଲୀପ କୁମାର ମହାନ୍ତି )- ଗତ ଏପ୍ରିଲ ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରିବା ନିମନ୍ତେ…
ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା : ରେଳବାଇ ନିରାପତ୍ତା କମିଶନରଙ୍କ ତଦନ୍ତ
ରାୟଗଡା/ ସରୋଜ କୁମାର ସାହୁ : ଗତ 25 ତାରିଖ ଦିନ ରାୟଗଡା ଜିଲ୍ଲା କେଉତଗୁଡା ଷ୍ଟେସନ୍ ନିକଟରେ ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ର ତଦନ୍ତ କରିବା ପାଇଁ ରାୟଗଡା ରେ ପହଞ୍ଚି ତଦନ୍ତ କରିଛନ୍ତି ରେଳବାଇ ନିରାପତ୍ତା କମିଶନର ଆର କେ ଶର୍ମା | ଆଜି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାୟଗଡା…
ମ୍ୟାଲେରିଆ ଓ ଡେଙ୍ଗୁ ନିରାକାରଣ ଦିବସ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କିର୍କାକାନି ଉପକେନ୍ଦ୍ର ଠାରେ ମେଲେରିଆ ନିରାକରଣ ଦିବସ ପାଲନ କରାଯାଇଛି | SWF ଶତ୍ୟଭାମା ଶର୍ମା ଓ SWM ଖିତେନ୍ଦ୍ର ମାଝୀ ଯୋଗ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ | ଆସ ଓ କିର୍କାକାନି ugmeସ୍କୁଲର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |…
ଫାଙ୍କୁଛନ୍ତି ବୀମା କମ୍ପାନୀ, ତାତିଲେଣି ଚାଷୀ
ପାଂଚ ଦଫା ଦାବୀ ନେଇ ଉପଜିଲ୍ଲାପାଳ ଅଫିସ ଘେରାଉ
Padmapur/ Nilambar Deep : ବିଗତ ପାଂଚ ବର୍ଷଧରି ପଦ୍ମପୁର ଉପଖଣ୍ଡର ଚାଷୀ ମରୁଡିର ଶିକାର ହେଉଛନ୍ତି । ସେମାନେ ଚାଷକୁ ବିମାଭୁକ୍ତ କଲେ ମଧ୍ୟ ବୀମା କମ୍ପାନୀ ଗୁଡିକ ବିଭିନ୍ନ ଆଳ ଦେଖାଇ ବୀମା ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି…
ଅନ୍ୟମନସ୍କତା ଓ ଦାୟିତ୍ୱହୀନତା ପାଇଁ ଏମିତି ବି ଅଘଟଣ ଘଟେ
ବସ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର
ବାରିପଦା/ Arabinda Das : ବସ ଚାଳକଙ୍କ ଅନ୍ୟମନସ୍କତା ଓ ଦାୟିତ୍ବହୀନତା କାରଣରୁ ଭୁବନେଶ୍ୱରରୁ ବାରିପଦା ଆସୁଥିବା ବେଳେ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବସ ବସ ରାତି ପ୍ରାୟ ୧୨ଟା ବେଳେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି |…
ବଦଳିବ କେନ୍ଦ୍ର ରାଜ୍ୟ ସମ୍ପର୍କର ପରିଭାଷା : ଆରଂଭ ହେବ ନୂଆ ଯୁଗ !
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ "କେନ୍ଦ୍ର ସହ ଗଠନମୂଳକ ସହଯୋଗ"ର ସ୍ୱର
ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ, ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ
ଭୁବନେଶ୍ବର : ଆମ ଲକ୍ଷ୍ୟ ବିକାଶ | ସାଢେ ଚାରିକୋଟି ଓଡ଼ିଆଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ଆମ ପାଇଁ ସର୍ବାଦୌ…