ପାଟଣାଗଡ/ସଚିନ ସାହୁ – ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗୋଟିଏ ଦିନ ପାଇଁ ଜାମିନ ମିଳିଛି. ଶୁକ୍ରବାର ଅପରାହ୍ନରେ ପୁଞ୍ଜିଲାଲ ମେହେରଙ୍କ ମା ଇନ୍ଦୁମତୀ ମେହେରଙ୍କ ଦେହାନ୍ତ ହେବାପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପୁଞ୍ଜିଲାଲ ର ଓକିଲ ଏଡ଼ିଜେ କୋର୍ଟରେ ଆବେଦନ କରିଥିଲେ.| ପାଟଣାଗଡ ଏଡିଜେ କୋର୍ଟ ଏହାର ଶୁଣାଣି କରି ଶନିବାର ଅପରାହ୍ନରେ ପୁଞ୍ଜିଲାଲକୁ ପାରୋଲରେ ଗୋଟିଏ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି.|
Sign in
Sign in
Recover your password.
A password will be e-mailed to you.
Next Post