ରଥଯାତ୍ରାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ।

ପଦ୍ମପୁର(ନିଳାମ୍ବର ଦୀପ)-ନିଜ ସାଧରଣ ଜୀବନ ଆଉ ଏକ ସାରସ୍ୱତ ଜୀବନଶୈଳୀ ପାଇଁ ସୁଚର୍ଚ୍ଚିତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ହଳଧର ନାଗ । ଦିନେ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ଏହି ବ୍ୟକ୍ତି ଜଣକ ଅନ୍ୟ ଉପାୟ ନପାଇ ଘୁଘୁନି(ଚଣାତରକାରି) ବିକ୍ରି କରୁଥିଲେ । ଏହି ବ୍ୟବସାୟରୁ ନିଜର ତଥା ନିଜ…

ଜଗତସିଂହପୁର ଜିଲ୍ଲାରେ ରଥଯାତ୍ରା, ଜିଲ୍ଲାପାଳ ସିଦ୍ଦଳ ବଳଦେବଜୀଉ ରଥ ଛେରାପହଁରା କଲେ

ଜଗତସିଂହପୁର (ରମେଶ ମହାନ୍ତି)-ଜିଲ୍ଲାର ସିଦ୍ଧଳ ବଳଦେବଜୀଉ, ଝଙ୍କଡ ଶାରଳାପୀଠ, ଧ୍ୟାନକୁଦ, ଶିବପୁର ,ରଘୁନାଥପୁର ,ରାହାମା, ମଦନମୋହନ ମଠ, ଗୋମତି ଆଶ୍ରମ, ମଣିଜଙ୍ଗା, ପାରାଦୀପ ଓ ଗୋପାଳପୁରପାଟଣା ସହିତ ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବିଶେଷ କରି ଜଗତସିଂହପୁର…

ଗୋଟି ପହଣ୍ଡିରେ ଶ୍ରୀଜିଉ ରଥାରୂଢ଼ : ରଥଟଣା ଶୁକ୍ରବାର

ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ  ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ରା ଓ ଭଉଣୀ ସୁଭଦ୍ରାଙ୍କ ସହିତ ଅଣସର ନୀତି ସୋମବାର ସମାପନ ହୋଇଥିଲା । ଉକ୍ତ ଦିବସରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି ୮ରୁ ୧୦ ମଧ୍ୟରେ ଅଧିବାସ…

ଗୁଣ୍ଡିଚା ଘର ନିକଟରେ ପହଁଚିଲେ ଶ୍ରୀ ଜଗନ୍ନାଥ

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ତଥା ଏହାର ନିକଟବର୍ତ୍ତୀ ଅଂଚଳର ପୁରପଲ୍ଲୀରେ ପ୍ରଭୂଙ୍କ ଘୋଷ ଯାତ୍ରା ଗୁରୁବାର ଦିନ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ  ହୋଇଯାଇଛି । ନିକଟସ୍ଥ କୁରାଳ ଗ୍ରାମରେ ବିଜେ ଶ୍ରୀଦଧିବାମନ ଜୀଉ ରଥାରୁଢ ହେବାପରେ ଶିଳ୍ପୋଦ୍ୟୋଗୀ ପଦ୍ମ ଚରଣ ପାତ୍ର ଛେରା…

ମାଉସୀ ଘରେ କୁଣିଆ ତିନି ଠାକୁର

ଗାଇସିଲେଟ/କେଦାର ନାଥ ସାହୁ ଆଜି ମାଉସୀ ଘରେ କୁଣିଆ ହେଇଛନ୍ତି ତିନିଠାକୁର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକର ଗାଇସିଲେଟ ସମେତ ବିଭିନ୍ନ  ଗ୍ରାମରେ ଚକାଆଖି ଜଗନ୍ନାଥ,ଭ୍ରାତା ବଳରାମ ସହ ଭଗିନୀ ଶୁଭଦ୍ରା ମାଉସୀ ମନ୍ଦିରକୁ କୁଣିଆ ଭାବରେ ରଥାରୁଢ ହୋଇ ଯାତ୍ରା…

ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଆସାମ ଓ ଉତର-ପୂର୍ବ ହେବ ହାଇଡ୍ରୋକାର୍ବନ ଶିଳ୍ପରେ ଅଗ୍ରଣୀ- ଧର୍ମେନ୍ଦ୍ର ପ୍ରଧାନ  ବିଭିନ୍ନ ତୈଳ ଏବଂ ଗ୍ୟାସ ପ୍ରକଳ୍ପର କଲେ ସମୀକ୍ଷା ପ୍ରଧାନମବୀ ଉଜ୍ଜଳା ଯୋଜନା ଆସାମର ମହିଳାଙ୍କ ଜୀବନଶୈଳିକୁ ସହଜ କରିଛି ଆାସାମରେ ତୈଳ ଏବଂ ଗ୍ୟାସର ଭିତିଭୂମିର ବିକାଶ ଓ ନିଯୁକ୍ତି ସୁଯୋଗ ପାଇଁ…

ପାରଳାଖେମୁଣ୍ଡି ଠାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଶ୍ରୀଗୁଣ୍ଡିତା ଅଭିମୁଖେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡଶା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ଠାରେ  ଏହି ରଥାଯାତ୍ରା ହେଉଥିବା ଯୋଗୁଁ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ହଜାର…

ରଥରେ ଛେରା ପହଁରା କଲେ ବିଡ଼ିଓ ଓ କମାଣ୍ଡିଙ୍ଗ ଅଫିସର

   ପାଇକମାଲ (ଶାସକ ପ୍ରଶାସକ):- ପବିତ୍ର ରଥଯାତ୍ରା ଅବସରରେ ଆଜି ପଶ୍ଚିମ ଓଡ଼ିଶାର ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରୁ ମହାପ୍ରଭୁ ଜଗନ୍ନାଥ ଙ୍କର ରଥଯାତ୍ରା ବାହାରିଥିଲା । ରଥଯାତ୍ରା ଅବସରରେ ଆଜି ସକାଳୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ଓ ବ୍ରାହ୍ମଣ ସମାଜ…

ମୁମ୍ବାଇରେ ପାଳିତ ହେଲା ରଥଯାତ୍ରା

 ମୁମ୍ବାଇ, (ଶାସକ ପ୍ରଶାସକ) : ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକତରଣ ଟ୍ରଷ୍ଟ…

ନାଉଗାଁ ଅଞ୍ଚଳରେ ଯୁବକକୁ ପିଟି ପିଟି ହତ୍ୟା

ଡାକ୍ତର ଓ ପୋଲିସ୍ ର ଭୂମିକାକୁ ନେଇ ପ୍ରଶ୍ନବାଚୀ ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବକ କୁ ମଙ୍ଗଳବାର ବିଳମ୍ବିତ ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପୋଲିସ ଜଣେ ଯୁବକ କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।ମୃତ…