Sign in
Sign in
Recover your password.
A password will be e-mailed to you.
ବିଜେପିରେ ସାମିଲ ହେଲେ ବିଜେଡିର କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସୌଦାମିନୀ ମାନସିଂହ
ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ବ୍ରହ୍ମଗିରୀ…
ଓଡ଼ିଆ ଝିଅ ଶୁଭଶ୍ରୀ ଲଣ୍ଡନ ବିଜିନେସ ସ୍କୁଲରେ ହେଲେ ଯୋଗ୍ୟ ବିବେଚିତ
ଭୁବନେଶ୍ୱର, : ଓଡ଼ିଶାର ଗର୍ବ ଗୌରବ ଶୁଭଶ୍ରୀ ମହାପାତ୍ର ଲଣ୍ଡନ ବିଜିନେସ ସ୍କୁଲରେ ଯୋଗ୍ୟ ବିବେଚିତ ହୋଇ କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ସେ ପୋଖରୀପୁଟ୍ ଡିଏଭି ସ୍କୁଲରେ ସିବିଏସ୍ଇ ୧୦ମ ଶ୍ରେଣୀରେ ସ୍କୁଲରେ ପ୍ରଥମ ହେବା ସହ ଓଡ଼ିଶାରେ ଷଷ୍ଠ ସ୍ଥାନ ହାସଲ…
ଗୁରୁ ଶିଷ୍ୟ ସଂପର୍କରେ ଲାଗିଲା କଳଙ୍କ ।
ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରି ଫସିଲେ ସହକାରୀ ଶିକ୍ଷକ
ବାରିପଦା , (ଦିଲ୍ଲୀପ ମହାନ୍ତି) : ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଛି କାଳଙ୍କର ଛିଟା। କେତେକ ନଷ୍ଟ ଚରିତ୍ର ଶିକ୍ଷକଙ୍କ ନିମନ୍ତେ ଶିକ୍ଷକ ସମାଜର ମୁଣ୍ଡ ଆଜି ତଳକୁ ହୋଇଯାଇଛି । ସଙ୍ଗଯମତାକୁ ନିୟନ୍ତ୍ରଣ କରିନପାରିବା…
“ଆପଣମାନେ ଖୁସି ତ , ମୁ ବହୁତ ଖୁସି “
ବିଜେପୁର ଉପନିର୍ବାଚନ: ମାରାଥନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
ପ୍ରତ୍ୟେକ ଛକରେ ହଜାର ହଜାର ସଙ୍କ୍ୟରେ ଲୋକଙ୍କ ଭିଡ଼
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଏବେ ପୁରା ବିଜେପୁର ଚଳଚଂଚଳ । ନିର୍ବାଚନ ତାତି ଏବେ ଚରମରେ । ଆଜି ସକାଳୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜର ଦଲୀୟ…
ସ୍ଲିପ ଅଫ ଟଙ୍ଗ ହେଲେ ବି ସତ କହିଦେଲେ କି ସୁର !!
ବରଗଡ :- ଲାଗୁଛି ବିଜେପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଆତ୍ମସମର୍ପଣ କରିଦେଲାଣି । କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ସୁର ରାଉତରାୟ ଆଜି ଏକ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରୁ ଏହିଭଳି ଆଭାସ ହେଉଛି । ଆମେ ବୋଧହୁଏ ନିର୍ବାଚନ ହାରିଯିବୁ । ସୁର ବାବୁଙ୍କର ବିଜେପୁର ନିର୍ବାଚନ…
ଜଗତସିଂହପୁରରେ “ହୌସଲା” କାର୍ଯ୍ୟକ୍ରମ
ଜଗତସିଂହପୁର:(ରମେଶ ମହାନ୍ତି):- ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା "ହୌସଲା ୨୦୧୯" କାର୍ଯ୍ୟକ୍ରମ ଜଗତସିଂହପୁର ସ୍ଥିତ ଶିଶୁ ଆଶ୍ରମ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାରେ ଥିବା ଦୁଇଟି ଶିଶୁ ଯତ୍ନ…
ସୁବାସ ସିଂହଙ୍କୁ ପୁନଃ ନିଯୁକ୍ତି : ପାଇଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ): ବିଶିଷ୍ଟ ଶ୍ରମିକ ନେତା ତଥାବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ଶ୍ରୀ ସୁବାସ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରେ ପୁନର୍ବାର ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ପୂର୍ବ ପରି ଶ୍ରୀ…
ଆର୍.ଡବ୍ଲୁ.ଏସ.ଏସ୍ ବିଭାଗରେ ଘୋଟଲା ଅଭିଯୋଗ : ଜାଲ୍ ପ୍ରମାଣପତ୍ର ଦେଇ ଚାକିରୀ :ତଦନ୍ତ ଦାବୀ
ଜଗତସିଂହପୁର:(Ramesh Mahanty):-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ରୋହିଆ ଉଚ୍ଚ ବିଦ୍ୟାଳୟର ଦ୍ୱାରା ପାଠ ନପଢି ରେଜିଷ୍ଟରରେ ନାମ ନଥାଇ ମଧ୍ୟ ଶିକ୍ଷାବିଭାଗ ଜାଲ ପ୍ରମାଣପତ୍ର ଟ୍ରାନ୍ସଫର ସାର୍ଟିଫିକେଟ୍ ରେ ଆର୍.ଡବ୍ଲୁ.ଏସ.ଏସ୍ ବିଭାଗରେ ଚାକିରି । ଉକ୍ତ ଜାଲ୍ ପ୍ରମାଣ ପତ୍ର ଦେଇ…
ବିଜେପୁରରେ ବିଜେ ମାନ୍ୟବର, ଚାଲିଛି ମାରାଥନ ପ୍ରଚାର
ବରଗଡ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ପ୍ରାୟ 10ଟା 45 ମିନିଟ ରେ ବିଜେପୁର ନିକଟସ୍ଥ ଲାଉମୁଣ୍ଡା ହେଳିପେଡ ରେ ପହଞ୍ଚିଥିଲେ । ହେଳିପେଡ ରେ ଦଳୀୟ ନେତା ତଥା ହଜାର ହଜାର କର୍ମୀ ଓ ସାଧାରଣ ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ । ସେଠାରୁ…
ଦିଦିଙ୍କ ଦାୟିତ୍ୱ ହୀନତା, ଯନ୍ତ୍ରଣା ପାଉଛି ନିଷ୍ପାପ ଶିଶୁ
ଆଠମଲ୍ଲିକ /ସନ୍ତୋଷ ମେହେର: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସ୍ଥିତି କେମିତି ଅଛି ତାହା ଦେଖିବା ପାଇଁ ୫ଟି ସଚିବ ଜିଲା ଗସ୍ତ କରୁଥବା ବେଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯେ ସମ୍ପୂର୍ଣ ବିପର୍ଯ୍ୟସ୍ତ ଓ ବେପରୁଆ, ତାହାର ଏକ ଯନ୍ତ୍ରଣାଦାୟକ ପ୍ରମାଣ ଆସିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ…