Sign in
Sign in
Recover your password.
A password will be e-mailed to you.
କୁକୁଡାବାହାଳୀ ସରକାରୀ ଉଚ୍ଚ ବିଦ୍ୟାଳୟରେ “ସୁରଭି” କାର୍ଯ୍ୟକ୍ରମ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କୁକୁଡାବାହାଳୀ କ୍ଲଷ୍ଟର ର ସିଆରସିସି ଅନିଲ କୁମାର ମେହେର ଙ୍କ ନେତ୍ରୁତ୍ୱରେ ଏକ ଶିିଶୁ ମୋହତ୍ସବ "ସୁରଭି" କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
ସି.ବି.ଆଇ ଜାଲ ରେ ପଡିଲେ ସହକାରୀ ପୋଷ୍ଟାଲ ଆସିଷ୍ଟାଣ୍ଡ
ବାରିପଦା (ଦିଲ୍ଲୀପ ମହାନ୍ତି) ଆଜି ସନ୍ଧ୍ୟା ରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସି.ବି.ଆଇ ଟିମ ର ଜାଲ ରେ ଫସିଛନ୍ତି ସହକାରୀ ପୋଷ୍ଟାଲ ଆସିଷ୍ଟାଣ୍ଡ।ଏଭଳି ଘଟିଛି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧିନ ଚିତ୍ରଡା ଠାରେ।ଖବର ରୁ ପ୍ରକାଶ କି ଉପ ଡାକଘର ଚିତ୍ରଡା ର ସହକାରୀ ପୋଷ୍ଟ…
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶୁଭାରମ୍ଭ
ସିନାପାଲି ରୁ ନିରାକାର ମେହେର-ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ଉନ୍ମେଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଛି କାର୍ଯ୍ୟକ୍ରମ ସୁରଭି | କ୍ଲଷ୍ଟର ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ସୁରଭି ରାଜ୍ୟରେ ଅନେକ…
ଉତ୍ତର ରଖିବେ କି ମୁଖ୍ୟମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ
ବିଜେପୁରରେ ଗଡତିଆଙ୍କ ପାଇଁ ଧର୍ମେନ୍ଦ୍ର କଲେ ନିର୍ବାଚନ ପ୍ରଚାର
ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟାର ୪୮ ଘଂଟା ପରେ ମଧ୍ୟ ମୋ ସରକାର ଚୁପ୍ କାହିଁକି ?
ବିଜେପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି କଣ ?
ହିଞ୍ଜିଳି ନଛାଡି ବିଜେପୁର ଛାଡିଲେ କାହିଁକି ?…
ଲେଫ୍ରିପଡା ପୋଲିସକୁ ସଫଳତା, ଧରାପଡିଲା କ୍ୟାମେରା ଚୋର
ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ : ଗତ୧୩ତାରିଖ ବିଳମ୍ବିତ ରାତିରେ ଲେଫ୍ରିପଡା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ବେଲଢ଼ିପା ଛକରେ ଥିବା ମିନୁ ନାଏକଙ୍କ ଭୁବନେଶ୍ୱରୀ ଫୋଟୋ ଷ୍ଟୁଡ଼ିଓରୁ କିଛି ଦୁର୍ବୃତ୍ତ ଶାବଳ ଯୋଗେ କାନ୍ଥରେ କଣାକରି ରାତିରେ ଷ୍ଟୁଡ଼ିଓରେ ଥିବା ଦୁଇଟି( ନିକନ) କେମେରାକୁ…
ବିଜେପୁର ଉପ ସମର : ପ୍ରଚାର ସାରିଲେ ମାନ୍ୟବର, ଉତ୍ସାହିତ ବିଜେଡି ଶିବିର
ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର ମଝିରେ ଦୁଇ ଦିନ ବାକି ରହିଲା । ଆସନ୍ତା କାଲି ପ୍ରଚାରର ଶେଷ ଦିନ । ଏହାରି ଭିତରେ ଗତ କାଲିଠାରୁ ଚାଲିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରଚାର କାର୍ଯ୍ୟକ୍ରମ ଆଜି ଶରୀ ଯାଇଛି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ବରଗଡ଼ ରୁ ବାହାରି…
ପଲିଥିନ୍ ବର୍ଜନ ସଚେତନତା କର୍ମଶାଳା: ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ
ଚମ୍ପୁଆ(ଶାସକ ପ୍ରଶାସକ): ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ କଠିନ ବର୍ଜ୍ୟବସ୍ତୁ ତଥା ପଲିଥିନ୍ ବ୍ୟାଗ ବ୍ୟବହାର ନିଷେଧ ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଘାସିରାମ…
ଆଉ ତିନିଜଣଙ୍କ ଉପରେ ଚାଲିଲା ୫-ଟି ଖଣ୍ଡା
ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) :ପ୍ରଭାବ କଣ ପଡୁ ନପଡୁ, ଲୋକଂକ ପାଖରେ ସୁଫଳ କେବେ ପହଂଚିବ ସେ ପର କଥା | ହେଲେ ବାର ହାତୀ ଖଣ୍ଡା ପରି ୫ -ଟି ଖଣ୍ଡା ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି | ଏହା ସରକାରଙ୍କ "ଆଖିରେ ଧୂଳି ମାର" ନୀତି ବା ପବ୍ଲିସିଟି ଷ୍ଟଣ୍ଟ, ତାହା ସମୟ କହିବ | ହେଲେ…
ଦାଦନ ଶ୍ରମିକର ଆଙ୍ଗୁଠି କଟା ଘଟଣା :ମାଲଗାଡିରୁ ପଡି ଚମରୁଙ୍କ ଆଙ୍ଗୁଠି କଟିିଛି; ଏସ୍ପି
ନୂଆପଡ଼ା(ଅମିତ ପୁରୋହିତ)ଜିଲ୍ଲାରେ କିଛି ଦିନ ତଳେ ଚର୍ଚ୍ଚାରେ ରହିଥିବା ଦାଦନ ଶ୍ରମିକଙ୍କ ଗୋଡ ଓ ହାତ ଆଙ୍ଗୁଠି କଟା ଘଟଣା ଏବେ ନୂଆମୋଡ ନେଇଛି । ନୂଆପଡ଼ା ଏସ୍ପି ବିନୀତ ଅଗ୍ରୱାଲ ଦାଦନ ଶ୍ରମିକ ଚମରୁ ପହରିଆଙ୍କ ଗୋଡ ଓ ହାତକୁ ଦାଦନ ଦଲାଲମାନେ କାଟି ନାହାନ୍ତି, ସେ ଘରକୁ ଆସୁଥିବା ବେଳେ…
ବିସ୍ଥାପିତଙ୍କୁ ମୌଳିକ ସୁବିଧା ଦାବି
ନୂଆପଡ଼ା/ଅମିତ ପୁରୋହିତ : ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଗତ ୨୦୦୬ ମସିହା ଠାରୁ ମୌଳିକ ସୁବିଧା ମିଳୁ ନଥିବା ଅଭିଯୋଗ ହେଉଛି । ପ୍ରକଳ୍ପ ଯୋଗୁଁ ଏହି ବ୍ଲକର ମାଳପଡା ଗାଁ ପାଣିରେ ସମ୍ପୂର୍ଣ୍ଣ ବୁଡି ଯାଇଛି । ସେ ସମୟରେ ପ୍ରଶାସନ ପକ୍ଷରୁ…