ରେଳ ଧାରଣା ଉପରେ ଶୋଇଥିବା ବେଳେ ମାଡ଼ିଗଲା ଡ଼ିଏମୟୁ

ଜୀବନ ବଞ୍ଚିଯାଇଥିବା ବେଳେ ହରାଇଲା ଦୁଇ ଗୋଡ଼ ବାରିପଦା(ଦିଲ୍ଲୀପ ମହାନ୍ତି )-ଧାରଣା ଉପରେ ଶୋଇଥିବା ବେଳେ ଯୁବକ ଉପରେ ମାଡ଼ିଗଲା ଭଞ୍ଜପୁର-ବାଲେଶ୍ୱର ଡ଼ିଏମୟୁ ଟ୍ରେନ । ଫଳରେ ଯୁବକର ଜୀବନ ଭାଗ୍ୟ ବଳରୁ ବଞ୍ଚିଯାଇଥିବା ବେଳେ ହରାଇବାକୁ ପଡ଼ିଛି ଆଣ୍ଠୁ ନିକଟରୁ ଦୁଇଟି ଗୋଡ଼ । ପ୍ରାପ୍ତ…

ପରିବେଶ ସୁରକ୍ଷା ଦିଗରେ ପ୍ରତିବଦ୍ଧତା ଦେଖାଇଲା ପ୍ରେସ ୟୁନିୟନ ରାୟଗଡା

ଆଜି ପୋତିଥିବା ଗୋଟିଏ ଚାରା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହେବ : ଜିଲ୍ଲାପାଳ ରାୟଗଡା(ସରୋଜ କୁମାର ସାହୁ)- ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆସୁଥିବା ପ୍ରେସ ୟୁନିଅନ ରାୟଗଡା ପରିବେଶ ସୁରକ୍ଷା କ୍ଷେତ୍ରରେ ତାହାର ପ୍ରତିବଦ୍ଧତା ଦେଖାଇଛି |  ବ୍ରାହ୍ମଣ ସାହି…

ଏଏନଏମ କ୍ବାର୍ଟରରେ ଝୁଲୁଛି ତାଲା , ବଂଶାଜାଲ ପଞ୍ଚାୟତରେ ମହିଳା ଏଏନଏମ ଦାବି

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସରକାର ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୁଷ୍ଟି ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି I ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ପର୍କ ରେ ସଚେତନତା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଜଣେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ମଧ୍ୟ ଦେଇଛନ୍ତି I ଏବେ…

କାଦୁଅ ରାସ୍ତାରେ ଚାରି କିଲୋମିଟର ଦୂର ସ୍କୁଲକୁ ଯାଉଛନ୍ତି ପିଲା

ମରାମତି ହୋଇ ପାରୁନି ରାସ୍ତା, ପ୍ରଶାସନ ପ୍ରତିକ୍ରିୟାଶୁନ୍ୟ ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପୁଇଇନ୍ତଲା ବ୍ଲକ ଅଏଁଲାସାରି ପଞ୍ଚାୟତ ଅନ୍ତର୍ଗତ ହଲଦି ପାଲି ଗ୍ରାମରେ ସ୍ବାଧୀନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ମରାମତି ଠିକ୍ ହୋଇ ପାରୁନାହିଁ। ଏନେଇ…

ପଂଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

     ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡିସ୍ଥିତ  ସୁରକ୍ଷା ସାମାଜିକ ଅନୁଷ୍ଠାନ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନା ଅନ୍ତର୍ଗତ ପଂଚାୟତ ବିକାଶ ଯୋଜନା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ଓଡିଶା ଜୀବିକା ମିଶନ ଗଜପତି ଜିଲ୍ଲା ଶାଖାର…

କାହାର ମନ ରଥରେ ତା କାହାର ଚୋରିରେ

ରଥଯାତ୍ରାରେ ଚୋରି କରୁଥିବା ମହିଳା ଚୋର ସମେତ ୮ଟି ସୁନା ଲକେଟ,ମୋବାଇଲ ଜବତ ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ଠାରେ ଚାଲିଥିବା ରଥଯାତ୍ରା ଓ ମୀନା ବଜାରର  ଜନଗହଳି ସ୍ଥାନରେ ଛୋଟ ଛୋଟ ପିଲା ମାନେ ବେକରେ ପିନ୍ଧି ଥିବା ହନୁମାନ ଲକେଟ ବ୍ଲେଡ ଯୋଗେ କାଟି ନେଇ ଚୋରି…

ମାତୃ ନିକେତନରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ : ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ 6 ଜଣିଆ ଟିମ ଖୋଲତାଡ଼

            Baragarh :  ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆଶ୍ରମରେ ରହୁଥିବା ଅନାଥ ଶିଶୁଙ୍କ ନାଁ ଆସୁଥିବା ସରକାରୀ ଓ ବେସରକାରୀ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି  ଦାୟିତ୍ବରେ ଥିବା ଅଧିକ୍ଷକ,…

ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣି : ଅଭିଯୋଗକାରୀଙ୍କ ପାଖେ ଖବର ପହଞ୍ଚାଇପାରିଲାନି ବ୍ଲକ୍ ପ୍ରଶାସନ

  ଅଭିଯୋଗ କାରୀଙ୍କଠାରୁ ଅଧିକାରୀ କର୍ମଚାରୀଙ୍କ ସଂଖ୍ୟା ଅଧିକ :ସନ୍ଦେହରେ ବ୍ଲକ୍ ପ୍ରଶାସନର ଭୂମିକା ମେଲଚ୍ଛାମୁଣ୍ଡା (ମନୋଜ ଭୋଇ) : ଜିଲାପାଳ ଆସିଲେ, ଏସପି ଆସିଲେ ପିଡି ଇଆରଡିଏ ବି ଆସିଲେ, ଆଉ ଉପ ଜିଲ୍ଲାପାଳ ବି ଉପସ୍ଥିତ ଥିଲେ  । ଉଦ୍ଦେଶ୍ୟ ଥିଲା ମିଳିତ ଅଭିଯୋଗ ଶୁଣାଣି ଶିବିର…

ଝାଙ୍କରପାଲି ସ୍କୁଲରେ ବନମହୋତ୍ସବ

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ମୁରଲିଧର ବେହେରାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ପରିଚଳନା କମିଟି…

ନବୀନଙ୍କ ପ୍ରଶଂସା କଲେ ପଦ୍ମଶ୍ରୀ ହଳଧର :ସହାୟତା ଘୋଷଣା ପାଇଁ ଜଣାଇଲେ କୃତଜ୍ଞତା

 ବରଗଡ଼ : ଅଭାବ ଅନଟନ ଆଉ ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ । ସରକାରଙ୍କ ଏହି ସହାୟତା ପରେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ପଦ୍ମଶ୍ରୀ ବିଜେତାମାନେ…