Sign in
Sign in
Recover your password.
A password will be e-mailed to you.
ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁର୍ଷ୍କମ : ପ୍ରକାଶ ମିଶ୍ର
ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁପ୍ରସଙ୍ଗ : ବିଜେଡ଼ିକୁ ବିଜେପିର ଆଟାକ
ସିବିଆଇ ତଦନ୍ତ ହେଲେ ସତ ବାହାରିବ :ବିଜେପି
ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ…
ବଲାଣିରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ଟିମ ପାଇବ ୪୦ ହଜାର ଓ ଟ୍ରଫି
ବଲାଣି (ଶାସକ ପ୍ରଶାସକ):ବଲାଣି ବିକାଶ ପରିଷଦ ଆନୁକୂଲ୍ୟରେ ବଲାଣି ସ୍ଥିତ କ୍ରିକେଟ ପଡିଆ ଠାରେ ପ୍ରଥମ ଚ୍ୟାଲେଞ୍ଜର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର, ସୁନ୍ଦରଗଡ଼, ମୟରଭଂଜ ଜିଲା ସମେତ ପଡ଼ୋଶୀ ଝାରଖଣ୍ଡ ଅଂଚଳର ମୋଟ ୩୨ଟି ଦଳ ଭାଗ…
ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ ଧକୁଟାରେ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ଅନୁଗୁଳ(ଶାସକ ପ୍ରଶାସକ) – ମହାତ୍ମାଗାନ୍ଧୀଙ୍କ ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ଶନିବାର…
ତିର୍ତୋଲରେ ଖୋଲିବ ନୂତନ କୋର୍ଟ – ଉଦଘାଟନ ପୂର୍ବରୁ କାର୍ଯ୍ୟ ତଦାରଖ କଲେ ଜିଲ୍ଲାଜଜ୍
ଜଗତସିଂହପୁର:(ରମେଶ ମହାନ୍ତି):-ଆସନ୍ତା ନଭେମ୍ବର ୨ ତାରିଖରେ ତିର୍ତୋଲ ତହସିଲ ନିକଟରେ ନୂତନ (ଜେ ଏମ୍ ଏଫ୍ ସି)କୋର୍ଟ ଉଦଘାଟନ ହେବ ବୋଲି ଜଣାପଡିଛି।ଏନେଇ ଜଗତସିଂହପୁର ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ତିର୍ତୋଲ ଠାରେ ପହଂଚି କୋର୍ଟ ପରିସର ବୁଲି ଦେଖିବା ସହ ସ୍ଥାନିୟ ଆଇନଜିବୀ ମାନଙ୍କ…
ଶିକାରୀ ହେଲେ ଶିକାର
ବାରହା ଶିକାର ପାଇଁ ବୋମ ପ୍ରସ୍ତୁତ ବେଳେ ବିସ୍ଫୋରଣ :ଜଣେ ମୃତ, ୨ ଗୁରୁତର ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଆକ୍ଟୋବର ୧୮ ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମର କେତେକ ବ୍ୟକ୍ତି ନିକଟସ୍ଥ ଜଙ୍ଗଲରେ ବାରହା ଶିକାର ପାଇଁ ନିଜ ଘରେ ବମ ପ୍ରସ୍ତୁତ…
ସନ୍ଧ୍ୟାରେ ସରିବ : ଚାଲିଛି ନେତାଙ୍କ ମୁଣ୍ଡିମରା ପ୍ରଚାର
ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ବହୁତ ପ୍ରଭାବ ପକାଇଛି :- ମନ୍ତ୍ରୀ ଡ଼ା,ଅରୁଣ ସାହୁ
ବିଜେପୁର NAC ରେ ବିଜେଡି ବହୁ ଭୋଟରେ ଜିତିବ :- ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟ ପ୍ରଚାର ଶେଷ ଦିନ । ଆଉ କେଇଘଣ୍ଟା ପରେ ସରିଯିବ ପ୍ରଚାର । ନିଜ ନିଜ…
ବିଜେପୁର ଉପନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତି. ବୁଥକୁ ପ୍ରସ୍ଥାନ କରୁଛନ୍ତି ପୋଲିଙ୍ଗ ଅଧିକାରୀ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ସରକାରୀ ସ୍ଥାରରେ ସମସ୍ତ କାର୍ୟ୍ଯ ଶେଷ ପର୍ଯୟରେ ପହଂଛି ଯାଇଛି । ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ ମୁତାବକ ଶାନ୍ତି ଶୃଙ୍ଖଳାର ସହିତ ନିରପେକ୍ଷ ମତଦାନ କରେଇବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ପଦ୍ମପୁର ସ୍ଥିତ…
୧୭ଟି ଶବ୍ଦରେ ନବୀନ ସାରିଲେ ପ୍ରଚାର
ବିଜେପୁର : ଆସିଲେ | ଦୁଇ ଦିନ ରହିଲେ | ଦୁଇ ପଦ ଲେଖାଏ କଥା କହିଲେ। "ଆପଣମାନେ ଖୁସି ତ । ମୁଁ ବି ବହୁତ ଖୁସି। ମତେ ଆର୍ଶିବାଦ କରନ୍ତୁ। ରିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ | ଧନ୍ୟବାଦ "| ମାତ୍ର ୧୭ଟି ଶବ୍ଦ | ଆଉ ଏତିକି ଶବ୍ଦ ଭିତରେ ବିଜେଡି ସୁପ୍ରିମୋ ତଥା…
FOUNDER OF BIG BASKET & PORTEA DISCUSSED WITH START UP ODISHA AND IT LEADERS AT KALA BHOOMI
Bhubaneswar(SPB): Odisha Skill Development Authority(OSDA) organised a special programme for Start Ups Odisha & IT leaders at Kala Bhoomi. Two Start Ups Big Basket andPortea’sfounder, Sri Ganesh Krishnan and Smt.Meena Ganesh joined…