ଗଜଲକ୍ଷ୍ମୀ ପୂଜା ଉଦଯାପିତ, ମେଲାଣି ନେଲେ ମା ଲକ୍ଷ୍ମୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୫ ଦେବେନ୍ଦ୍ରପୁର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅକ୍ଟୋବର ୨୦ରେ ଉଦଯାପିତ ହୋଇଯାଇଛି । କମିଟି ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ…

ତ୍ରିବଣପୁର ଧନୁଯାତ୍ରା :ଭଗବାନ ଶ୍ରୀକୃଷ୍ଣ ଙ୍କ ହାତରେ କାଳୀୟଦଳନ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ତ୍ରିବଣପୁର ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ଅବସରେ ଧନୁଯାତ୍ରା ଉତ୍ସବ ଆୟୋଜିତ ହେଇଛି I ଏହି ଉତ୍ସବ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୧ ତାରିଖରେ ସଂପୂର୍ଣ୍ଣ ହେବ ବୋଲି କମିଟି ପକ୍ଷରୁ…

ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ ହାରାହାରି ପରମାୟୁ କମାଇ ଦେଉଛି କି?

ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା।  ପ୍ରଦୂଷଣ ରୋକିବା…

ଖୁଣ୍ଟା ବ୍ଲକରେ ଅବ୍ୟବସ୍ଥା : ବିଧାୟକଙ୍କ ଉପସ୍ଥିତିରେ ତାଲା ପକାଇଲେ ସମର୍ଥକ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ଖୁଣ୍ଟା ବ୍ଲକ । ଉକ୍ତ ବ୍ଳକରେ ସରକାରୀ ଯୋଜନା ହୋଇଛି ବାଟବଣା । ପିସି ନଦେଲ କିଛି ହେଉନାହିଁ । ୮୦ ବର୍ଷର ହିତାଧିକାରୀଙ୍କୁ ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ …

 ଘରୋଇ ଶିଳ୍ପରେ ଶିକ୍ଷିତ ବେକାରଙ୍କୁ ୮୦ ପ୍ରତିଶତ ସଂରକ୍ଷଣ ମିଳୁ: ଯୁବ ଆଇ.ଏନ୍.ଟି.ୟୁ.ସି 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବାଲେଶ୍ୱର ଏନ୍.ଏଚ୍ ଡାକବଙ୍ଗଳାଠାରେ ବାଲେଶ୍ୱର ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି  ବିକାଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖା ରାଜ୍ୟ…

ବିପଦ ଶଙ୍କୁଳ ଅବସ୍ଥାରେ କୁରାଳ ଜଗୁନାରାୟଣ ବିଦ୍ୟାଳୟ ଶ୍ରେଣୀକକ୍ଷ

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଜଗୁନାରାୟଣ ବିଦ୍ୟାଳୟ ଶ୍ରେଣୀକକ୍ଷ ଭଙ୍ଗାରୁଜା ହୋଇ ବିପଦଶଙ୍କୁଳ  ଅବସ୍ଥାରେ ରହିଥିବା ବେଳେ ଭବିଷ୍ୟତରେ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବାର ଆଶଙ୍କାରହିଛି । ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ…

ସାଢ଼େ୪ବର୍ଷୀୟ ନାବାଳିକାକୁ ହତ୍ୟା ଅଭିଯୋଗ: ମହିଳା ଗିରଫ !!

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ :/-ସୁନ୍ଦରଗଡ଼ ଜିଲ୍ଲାର ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଘୁମୁଡ଼ା ଗ୍ରାମରେ ଘଟିଛି ଅଘଟଣ ଆଜି ସକାଳେ ଗ୍ରାମର ପୁନମ ସା ସାଢ଼େ୪ବର୍ଷ ର୍ ଝିଅ ଛୁଆ ନିଜ ଗାଁରେ ଥିବା ଅଙ୍ଗନବାଡି କୁ ପାଠପଢ଼ିବା ପାଇଁ ଯାଇଥିଲେ | ସେ ଅଙ୍ଗନବାଡି ରେ ଖାଇସାରି ଘରକୁ ଆସିଲେ । ପୁଣି…

କିଆକଟା ଉଚ୍ଚ ବିଦ୍ୟାଳୟରେ ସୁରଭି ମହୋତ୍ସବ ପାଳିତ.

ଆଠମଲ୍ଲିକ(ସନ୍ତୋଷ ମେହେର): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭୀ-୨୦୧୯” ମହୋତ୍ସବ ପ୍ରଧାନଶିକ୍ଷକ ତ୍ରିନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଆକଟା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ କୁମାର…

ଆ କିଳା ପଶ….ବିଜେଡିକୁ ଟାର୍ଗେଟ କରି ସଜ୍ଜନଙ୍କୁ କିଳା ଦେଲେ ଗୌତମ 

ରୁପେଶଙ୍କ ସହ କାହାର ଘନିଷ୍ଠ ସମ୍ପର୍କ, ଅରୁଣଙ୍କ ସହ ନା  ସଜ୍ଜନଙ୍କ ସହ ଭୁବନେଶ୍ବର (ଗିରିଜା ଶଙ୍କର ଦାଶ) ବିଚରା ସଜ୍ଜନ ଶର୍ମା | ମେଳାପୀ ଲୋକ | ବିଜେପିର ଟାଣୁଆ ମୁଖପାତ୍ର, ଏକଦା ମିଡ଼ିଆ ବିଭାଗର ମୁଖ୍ୟ | ଟିଭିରେ ଲୋକ ତାଙ୍କୁ ଦେଖି ରାଇଜ ଯାକ ଲୋକ ତାଙ୍କୁ ଚିହ୍ନି ଯାଇଥିବେ |…

 ନାଇଟ ପାଟ୍ରୋଲିଂ ବେଳେ ଦୁଇ କୁଖ୍ୟାତ ବାଇକ ଚୋରଙ୍କୁ ଧରିଲା ସୁନ୍ଦରଗଡ ପୋଲିସ 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ -  ପୋଲିସର ଏକ ଟିମ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ୨ଜଣ ଡକାୟତଂକୁ ଗିରଫ କରିଛି | ଟ୍ରକ ଡ୍ରାଇଭରଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟ କରିବାକୁ ହୋଇଥିବା ଯୋଜନାରେ ଏହି ଗୋଷ୍ଠୀ ନାମରେ ଆଗରୁ ମଧ୍ୟ ଅଭିଯୋଗ ହୋଇ ରହିଛି | ହେଲେ ଗତ୨୮ସେପ୍ଟେମ୍ବର୍ ରାତିରେ…