Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ରହିବ ଶୁକ୍ରବାର ଓ ଶନିବାର : ଜିଲ୍ଲାପାଳ
ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଜଗତସିଂହପୁର:(ରମେଶ ମହାନ୍ତି):-ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରୁ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାର ସମସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି ।ଶିକ୍ଷକ,…
ବଢି ଚାଲିଛି ଦନ୍ତା ଆତଙ୍କ : ଆକ୍ରମଣରେ ଦୁଇ ମୃତ, ତିନି ଆହତ
ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ଘେଁସ ରେଂଜର ଦିପ୍ତିପୁର ସେକସନ ଅଂଚଳରେ ବଣୁଆ ହାତୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଆଜି(ଗୁରୁବାର) ଭୋରରୁ ସାରଙ୍ଗପୁର ଗ୍ରାମର ଦୁଇ ଜଣ ମହିଲା ଏବଂ ଜଣେ ପୁରୁଷ ଆକ୍ରମଣର ଶିକାର ହୋଇଥିବା ବେଳେ ଘନାମାଲ ଗ୍ରାମର ଦୁଇ ଜଣ ବୃଦ୍ଧ ଆକ୍ରମଣର ଶିକାର…
ଏଟା ମଣିଷ ନା ପଶୁ : ସୋସିଆଲ ମିଡିଆରେ ଭାଇରାଲ ହେଲା ଛାତ୍ରଛାତ୍ରୀ ଙ୍କୁ ମାଡ ଘଟଣା।(see Video)
ହରଭଙ୍ଗା /ପ୍ରତାପ ମେହେର : ସୋସିଆଲ ମିଡ଼ିଆରେ ଘୁରି ବୁଲୁଚି ଛାତ୍ରଛାତ୍ରୀଙ୍କୁ ମାଡମାରୁଥିବାର ଦୃଶ୍ୟ I ସ୍କୁଲ ଭିତରେ ପରିଶ୍ରା କରିବାରୁ 33 ଛାତ୍ର ଛାତ୍ରୀ ଙ୍କୁ ନିସ୍ତୁକ ମାଡମାରିଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଦୃଶ୍ୟ ଟି ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କାଲେଶ୍ୱର…
୧୪ ଦଫା ଦାବି ନେଇ ଜିଲ୍ଲା ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ ଆସୋସିଏସନ୍ , ସଂଲଗ୍ନ ଭାରତୀୟ ମଜଦୁର ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ…
ଜଳ ସମ୍ପଦ ମନ୍ତ୍ରୀଙ୍କ ହିନ୍ଦୋଳ ଉପଖଣ୍ଡର ସାପୁଆ ଡ୍ୟାମ ପରିଦର୍ଶନ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାପୁଆ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ପ୍ରକଳ୍ପର ସ୍ପିଲ ୱେ ( ଜଳ…
ରାଜବୋଡାସମ୍ବର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଉଦଯାପିତ
ପଦ୍ମପୁର(ଶାସକ ପ୍ରଶାସକ)- ରାଜବୋଡାସମ୍ବର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ବିଇଓ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଅତିଥି…
ତୈଳିକ ବୈଶ୍ୟ ସାହୁ ସମାଜ ଗାଇସିଲେଟ ବ୍ଲକ ତରଫରୁ ସମ୍ବର୍ଦ୍ଧିତ ହେଲେ ସୁବାସ, ରିତା ଓ ପ୍ରଭାତ ଆଦିତ୍ୟ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ସାହୁ କଲ୍ୟାଣ ମଣ୍ଡପ ଠାରେ ତୈଳିକ ବୈଶ୍ୟ ସହୁ ସମାଜ ତରଫରୁ ନବ ନିର୍ବାଚିତ ବିଧାୟିକା ରିତା ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ ଏବଂ ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ଯ ମିଶ୍ରଙ୍କୁ …
ମନ୍ତ୍ରୀ ପ୍ରତାପ ଜେନା ପାଇବେ ଫେମ ଇଣ୍ଡିଆ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର
ଭୁବନେଶ୍ୱର,:ରାଜ୍ୟ ଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷର ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ । ନଭେମ୍ବର ୯ ତାରିଖରେ ଶ୍ରୀ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ । ଫେମ୍…
ମିଳିଲା ପ୍ରତିଶ୍ରୁତି : ସପ୍ତାହେ ଭିତରେ ପୂରଣ ହେବ ଚାଷୀଙ୍କ ଦାବି
ବେଳପଡା :- (ବନମାଳୀ ନାୟକ ) ପାଟଣାଗଡ଼ ଉପଜିଲ୍ଲାପାଲଙ୍କ ନିମନ୍ତ୍ରଣ କ୍ରମେ ଜୟ କୋସଲ କୃଷକ ସଙ୍ଗଠନର ପ୍ରତିନିଧି ମଣ୍ଡଲି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଚାଷି ସମସ୍ୟା ବିଷୟରେ ଏକ ଆଲୋଚନା ହେଇଥିଲା | ଯେଉଁଥିରେ ୨୦୧୮ ମରୁଡ଼ି ସହାୟତା ବଣ୍ଟନରେ ଅଭିଯୋଗ ହେଇଥିବା ଅନିୟମିତା ବିଷୟରେ…
ପାଞ୍ଚଦିନ ପରେ ଠାବ ହେଲେ ଧନପତି : ହୋଇଥିଲେ ଅପହୃତ
ବରଗଡ :- ଗତ 3 ତାରିଖ ଦିନ ରାତି ରୁ ତୁମୁରିପାଣି ନିକଟରୁ ନିଖୋଜ ଥିବା କୋତନା ଧନପତି ଅଗ୍ରୱାଲ ଆଜି ସକାଳେ ସନ୍ଧାନ ମିଳିଥିଲା । ଧନପତି ନିଜେ ତାଙ୍କ ଘରକୁ ଫୋନ କରି ସେ ଥିବା ସ୍ଥାନ ବାବଦରେ କହିବା ସହିତ ତାଙ୍କୁ ଆସି ନେଇଯିବା ପାଇଁ ଘର ଲୋକଙ୍କୁ କହିଥିଲେ । ଧନପତି ଙ୍କର କହିବା ମୁତାବକ…