ପଦ୍ମପୁର ୩୦.୧- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ରେ ଦିର୍ଘ ୫ଦିନ ବ୍ୟାପି ଚାଲିଥିବା ୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛିା ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ସମଗ୍ର ଓଡିଶା ରାଜ୍ୟ ବ୍ୟବସାୟୀ ସଂଘର ଉପ ସଭାପତି ଶ୍ରୀଯୁକ୍ତ ପ୍ରଦିପ ଦେବତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ପଦ୍ମପୁର ଅଂଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀମାନ୍ ରମେଶ ବାରିକ ,ଜଗଦଲପୁର ଗ୍ରା:ପରସରପନ୍ଚ ଶ୍ରୀମାନ ଅକ୍ଷୟ ବାଗ,ଇଣ୍ଡିଆନ୍ ଗ୍ୟାସ ବିତରକ ଶ୍ରୀମାନ ରାଜେଶ ସାହୁ ଯୋଗ ଦେଇଥିଲେ ାଆଜିର ମ୍ୟାଚ ରେ ଭେଉଁରିଆଦଳ ଟସ୍ ଜିତି ପ୍ରଥମେ ଫ୍ରିଲିଙ୍ଗ କରିବାକୁ ସୁଯୋଗ ପାଇଥିଲେ ାବୁଧାପାଲି ଦଳ ପ୍ରଥମେ ବ୍ୟାଟିଙ୍ଗକରି ୧୦ ଓଭର ରେ ଅଲ୍ ଆଉଟ୍ ହୋଇ ୮୪ରନ୍ ହାସଲ କରିପାରିଥିଲାା ଭେଉଁରିଆ ଦଳ ୯ଓଭର ରେ୧ବଲ ରେ ମ୍ୟାଚ ଟିକୁ ଜିଣିବାରେ ସକ୍ଷମ ହୋଇପାରିଥିଲାା ଭେଉଁରିଆଦଳ ର ସୁବଲ ଫାଇନାଲ ମ୍ୟାଚ ରେ ମେନ ଅପ୍ ଦି ମ୍ୟାଚ ବିଜେତା ହୋଇ ୧୪ ବଲ ରେ ୩୬ ରନ୍ ହାସଲ କରିପାରିଥିଲେ ଓ ମ୍ୟାଚ ଅପ୍ ଦି ସିରିଜ୍ ବୁଧାପାଲି ଦଳର ଆକାଶ ୫ଟି ମ୍ୟାଚ ରେ ୧୭୬ରନ ୭୬ବଲ ଖେଳି୪ଟି ଉଇକେଟ୍ ନେଇଥିଲେ ାବିଜୟୀ ଭେଉଁରିଆ ଦଳ କୁ ମୁଖ୍ୟଅତିଥି ଶ୍ରୀଯୁକ୍ତ ଦେବତା ରନିଙ୍ଗ କପ୍ ସ୍ୱହସ୍ତ ରେପ୍ରଦାନ କରିଥିଲେ ାଉଇନର କପ୍ ଭେଉଁରିଆ ଦଳ କୁସମ୍ମାନୀତ ଅତିଥି ବୃନ୍ଦ ପ୍ରଦାନ ସହ ରନର୍ କପ୍ ଗୁଡିକୁ ମନ୍ଚାସୀନ ଅତିଥି ଗଣ ଖେଲାଳୀ ମାନଙ୍କୁ ପ୍ରଦାନ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post