ଅଜଣା ଗାଡି ଧକ୍କାରେ ଉଡ଼ିଗଲା ପ୍ରାଣ

    ବରଗଡ :- ଆଜି ସନ୍ଧ୍ୟା ପ୍ରାୟ ସାଢ଼େ 6ଟା ସମୟରେ ପଦ୍ମପୁର ଲଖମରା ରାସ୍ତାର ଧୂମ।ଭଟା ମଧୁନଗର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଲୋକର ମୃତ୍ୟୁ ହେଇଯାଇଛି । ମିଳିଥିବା ସୂଚନା ଅନୁଶାରେ ବାଦୀକଣ୍ଟା ଗ୍ରାମର ରାମଚନ୍ଦ୍ର ବାଗ ନିଜର ଏହି ରାସ୍ତାରେ ଚାଲିଚାଲି ଆସୁଥିବା…

ନିଜ ନିର୍ବାଚନମଣ୍ଡଳୀ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନଜର ପଡ଼ନ୍ତାନି !!!

ଚରମ ସୀମାରେ ପହଞ୍ଚିଲା ଝାରସୁଗୁଡ଼ା ସ୍ଵାସ୍ଥ୍ୟ ବ୍ୟବସ୍ଥା,  ଆନ୍ଦୋଳନରେ ବସିଲେ ଲୋକେ । ଝାରସୁଗୁଡା ରୁ ସୁବାସ ସାହାରେ : ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାର ମୁଖ୍ୟ ଚିକିତ୍ସାଳୟ ନୂତନ କୋଠା ରେ ସ୍ଥାନାନ୍ତର ହୋଇ ବର୍ଷେ ହୋଇନାହିଁ ସ୍ଥାନୀୟ ଲୋକେ ଅହରହ ଅସୁବିଧା ସମ୍ମୁଖୀନ ହୋଇଥିବା…

ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ “କାଳିଆ”: ଅରୁଣ

୫"ଟି' ସୂତ୍ରକୁ ଆପଣେଇ ଏକ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ନିର୍ଭୁଲ ତାଲିକା ପ୍ରସ୍ତୁତି ଦିଗରେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରକୃତ ହିତାଧିକାରୀ ଚିହ୍ନଟ କରାଯିବବାଦ ପଡିବେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀ …

ନାବାଳିକା କୁ ବଳତ୍କାର ମାମଲା,ଫେରାର୍ ଅଭିଯୁକ୍ତ ଗିରଫ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ପ୍ରେମ ଜାଲ ରେ ଫସାଇ ଜଣେ ନାବାଳିକାକୁ ବଳାତ୍କାର ପରେ ଫେରାର ଥିବା ଅଭିଯୁକ୍ତ କୁ ରେଢ଼ାଖୋଲ ପୁଲିସ୍ ଗିରଫ କରିଛି I ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧିନ ହେମାମୁରା ଗ୍ରାମର ସୁମନ୍ତ ପ୍ରଧାନ (୨୨)I ଥାନାରେ ଏକ ମାମଲା ରୁଜୁ କରାଯାଇ…

ସ୍ବାଧୀନତା ଦିବସକୁ କଳାଦିବସ ଭାବେ ପାଳିବେ ବଇଦପାଲି ଗ୍ରାମବାସୀ

ପଦ୍ମପୁର(ନୀଲାମ୍ବର ଦୀପ୍ ):-ପଦ୍ମପୁର ଉପଖଣ୍ଡ କନସିଂହା ପଞ୍ଚାୟତ ର ବଇଦପାଲି ଗ୍ରାମର ଗ୍ରାମବାସୀ ସମସ୍ତ ସରକାରୀ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସ୍ୱାଧୀନତା ର ଦୀର୍ଘ ୭୧ ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥାପିତ ଏହି ଗାଁ ଗମନାଗମନ ତଥା…

ଥେରୁବାଲି ଇମ୍ଫା ତରଫରୁ ଫଳ ଚାରା ବିତରଣ

ରାୟଗଡା(ସରୋଜ ସାହୁ):  ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଥେରୁବାଲି ଇମ୍ଫା କାରଖାନାର ମୂଖ୍ୟ ତଥା ବରିଷ୍ଠ  ମହାପ୍ରବନ୍ଧକ ଶ୍ରୀ କେ.ଭି.ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗ୍ରାମର ମୂଖ୍ୟ ମାନଙ୍କ ଉପସ୍ଥିତିରେ ଫଳ…

ଶ୍ରୀ ଅରବିନ୍ଦ ମେଡିକାଲ ତରଫରୁ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲ୍ଲା କୋମନାସ୍ଥିତ ନବ ନିର୍ମିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୭,୨୮ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏଥିରେ ଶାନ୍ତି ଜୋନର ନୂଆପଡା, ବଲାଙ୍ଗିର,…

କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଗୁରୁତ୍ୱପୂପୂର୍ଣ୍ଣ ବୈଠକ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ବହୁ-ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର  ପୁରାତନ ଛାତ୍ର-ସଂସଦର ଏକଜିବଡ଼ି  କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାବିଦ୍ୟାଳୟର  ଜୁଲୋଜି ବିଭାଗ କକ୍ଷରେ…

ଗଜପତି ଜିଲ୍ଲା ଗସ୍ତରେ ଏସଆରସି : ପ୍ରଭାବିତ ଅଞ୍ଚଳରେ କଲେ ଅନୁଧ୍ୟାନ

ତିତିଲି  ବାତ୍ୟା ରିଲିଫ ଓ ଥଇଥାନ ର  ନେଲେ ସମୀକ୍ଷା  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ସୋମବାର ଦିନ ଅଚାନକ ଗଜପତି ଜିଲ୍ଲାକୁ ଆସିଥିଲେ। ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ବାତ୍ୟା …

ସ୍ବାମୀ ସ୍ତ୍ରୀଙ୍କୁ ରକ୍ତାକ୍ତ ଆକ୍ରମଣ ଘଟଣା :ଗୁରୁତର ଆହତଙ୍କୁ ଭେଟିଲେ କୁସୁମ

ବଣାଇ-/ସୁନ୍ଦରଗଡ :  ଗତ 24 ତାରିଖ ରାତିରେ କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଅଳ୍ପକେ ମରଣ ମୁହଁରୁ ବଞ୍ଚିଥିବା ତଥା ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲହୁଣିପଡାର ରାଜକୁମାର ଜୟସ୍ବାଲ  ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ନାଏକଙ୍କୁ ଆଜି…