Sign in
Sign in
Recover your password.
A password will be e-mailed to you.
ନଭେମ୍ବର ୧୧ ତାରିଖରୁ ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ ଜାପାନୀ ଏନସେଫାଲଇଟିସ ପ୍ରତିଷେଧକ ଟୀକା
ଜିଲ୍ଳାର ତିନି ଲକ୍ଷ ଅଠର ହଜାର ତିନିଶହ ଛବିଷ ଜଣ ଶିଶୁଙ୍କୁ ଟୀକାକରଣ ଲକ୍ଷଧାର୍ଯ୍ୟ
ବରଗଡ଼ :- ଆଗାମୀ ନଭେମ୍ବର ୧୧ ତାରିଖରୁ ଡ଼ିସେମ୍ବର ୧୦ ତାରିଖ ମଧ୍ୟରେ ବରଗଡ ଜିଲ୍ଳାର ତିନି ଲକ୍ଷ ଅଠର ହଜାରବତିନିଶହ ଛବିଷ ଜଣ ଶିଶୁ ଙ୍କୁ ଜାପାନୀ ଏନସେଫାଲଇଟିସ ର ପ୍ରତିଷେଧକ ଟୀକା ବିଦ୍ୟାଳୟ ଏବଂ…
ଦୁଃଖ ପ୍ରକାଶ କଲେ ଅନୁଭବ : କହିଲେ ତାଙ୍କ ବିରକ୍ତିର କାରଣ
"ବୈଜୟନ୍ତ ପଣ୍ଡା ମୋଠୁ ହାରିବା ପରେ ଓଟିଭିରେ ମତେ ଅପଦସ୍ତ କରି ଚାଲିଛନ୍ତି"
"ନମସ୍କାର........ଗଣମାଧ୍ୟମ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି | ଏବଂ ଗଣମାଧ୍ୟମକୁ ମୁ ସବୁ ବେଳେ ସହଯୋଗ କରି ଆସିଛି | କିନ୍ତୁ ଏଇ ଦୁଇ ଦିନ ତଳେ କେନ୍ଦ୍ରାପଡ଼ାର ଓଟିଭି ସମ୍ଭାଦିକଂକୁ ନେଇ ଘଟିଥିବା…
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ
ନୂଆପଡ଼ା,(ଅମିତ ପୁରୋହିତ) ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସମଗ୍ର ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋସôବ ସୁରଭୀ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉସôବରେ କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ…
ପ୍ରେମ ସମ୍ପର୍କରୁ ଏସିଡ
ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ଡା ନିକଟରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କକୁ ନେଇ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବକ ଜଣକ ହେଲେ ଆଲୋକ ସାହୁ(୨୨) । ଗତ କାଳି ରାତିରେ ଆଲୋକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ନୂଆପଡ଼ା : ଆହାର ଖାଇଲେ, ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ
ନୂଆପଡ଼ା(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଆଜି ଦିନିକିଆ ଗ୍ରସ୍ତରରେ ନୂଆପଡ଼ା ଜିଲ୍ଲାକୁ ଆସିଥିଲେ । ଖଡ଼ିଆଳ, କୋମନା ଓ ନୂଆପଡ଼ା ବ୍ଲକର ଅଙ୍ଗନ ୱାଡି କେନ୍ଦ୍ର, ସ୍ୱଧାରଗୃହ ସହ ସ୍ୱଂୟ ସହାୟକ ମହିଳା ସଂଗଠନର କାମ ପରିଦର୍ଶନ କରିଥିଲେ ।…
ସର୍ବ ଭାରତୀୟ ଶିକ୍ଷଣ ସର୍ଭେ ଓ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ସେବା ଯୋଗାଇଦେବାରେ ସାରା ରାଜ୍ୟରେ ଜଗତସିଂହପୁର ପ୍ରଥମ
ଜଗତସିଂହପୁର-ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସାରା ଭାରତରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏନ୍.ସି.ଇ.ଆର୍.ଟିଙ୍କ ଅଭିଜ୍ଞ ଶିକ୍ଷାବିତ୍ ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ସ୍ତର ମାପିବା ପାଇଁ ଏକ ସର୍ବ ଭାରତୀୟ ସର୍ଭେ ଆରମ୍ଭ କରିଛନ୍ତି । ୨୦୧୬-୧୭…
ମାୟାଧର ନାୟକଙ୍କ ‘ଦି ମଦର୍ ଲ୍ୟାଣ୍ଡ୍’ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ
ଯାଜପୁର(ଶାସକ ପ୍ରଶାସକ): ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବ କଲକତାରେ ‘ଦି ମଦର୍ ଲ୍ୟାଣ୍ଡ’ ଫିଲମ୍ ପ୍ରଦର୍ଶନ ପାଇଁ ବିଧିବଦ୍ଧ ଭାବେ ମନୋନୀତ ହୋଇଛି । ସମଗ୍ର ବିଶ୍ୱରୁ ବିଭିନ୍ନ ଦେଶର ଫିଲମ୍ ଆସନ୍ତା ୮ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରତିଯୋଗୀତାରେ ଭାଗ ନେବେ । ‘ଦି ମଦର୍ ଲ୍ୟାଣ୍ଡ’ ୧୦…
ଶାସକ ପ୍ରଶାସକ ପ୍ରଭାବ, ଆଉ 5 ଟି ଦେଖାଇଲା କମାଲ : ବିଡ଼ିଓ ନିଜେ ଆସି ମଙ୍ଗଳୁଙ୍କ ଦୁଃଖ ବୁଝିଲେ
କୁଚିଣ୍ଡା (ଅଜୟ କୁମାର ବାଘ): ଗୁହାରି କରିକରି ଥକି ଯାଇଥିଲେ ମଙ୍ଗୁଲୁ। ହେଲେ ପ୍ରଶାସନ କାନରେ ପଡିନଥିଲା । କିନ୍ତୁ ଛୋଟିଆ ଉଦ୍ୟମ କରିଥିଲା ଶାସକ ପ୍ରଶାସକ । ଆଉ ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କରିଥିଲା ହସ୍ତକ୍ଷେପ । ଆଉ କାମ ଦେଲା 5 ଟି । ଏ ଖବର ଉପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର…
ଜିଲ୍ଲା ସ୍ୱଳ୍ପ-ସଞ୍ଚୟ ବିଭାଗ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ସ୍ୱଳ୍ପ ସଞ୍ଚୟ ପକ୍ଷ ଉପଲକ୍ଷେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବକ୍ତୃତା ପ୍ରତିଯୋଗିତାରେ…
ତାରପୁର ନିକଟ ମହାନଦୀପୋଲ ଉପରେ ସାଇକେଲ ରଖି ମହାନଦୀକୁ ଡ଼େଇଁ ନିଖୋଜ
ଜଗତସିଂହପୁର:(ରମେଶ ମହାନ୍ତି):-ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ମଙ୍ଗଳବାର ସକାଳେ ମହାନଦୀକୁ ଡ଼େଇଁ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ସକାଳ ପ୍ରାୟ ୯ ଟା ବେଳେ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ନଦୀକୁ ଡ଼େଇଁ ପଡ଼ିଲେ…