ନୂଆଗାଁରେ ଚତୁର୍ଦଶୀ ଲକ୍ଷ୍ମୀ ନାରାୟଣ ପୂଜା

କୋମନା/ ଭାଗିରଥି ଭୋଇ : ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ ଗ୍ରାମରେ ପବିତ୍ର ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ ହୋଇଛି । କାର୍ତିକ ମାସ ସାରା ବ୍ରତଧାରିମାନେ ପୂଜାର୍ଚନା କରିବା ପରେ ଆଜି ଏହି ପୂଜା କରିଛନ୍ତି । ଗାଁ ନିକଟ ବରଗଛ ତଳେ ହୋମ ଆଳତି ସହ ଧୁମଧାମରେ ଉତ୍ସବ ପାଳନ କରାଯାଇଥିଲା…

ଭେଉଁରିଆ ଖେଳ ପଡ଼ିଆ ଠାରେ ଲୋକାର୍ପିତ ହେଲା ଖେଳାଳୀ ବିଶ୍ରାମ ଗୃହ

ପଦ୍ମପୁର-ଆଜି ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଉଁରିଆ ଖେଳ ପଡ଼ିଆ ଠାରେ ଆମ ଗାଁ ଆମ ବିକାଶ ଯୋଜନାରୁ ଖେଳାଳୀ ବିଶ୍ରାମ ଗୃହର ଶୁଭ ଉଦଘାଟନ ଉତ୍ସବରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ବିଶ୍ରାମ ଗୃହ ଉଦଘାଟନ କରିଥିଲେ , ଏବଂ ଭେଉଁରିଆ ର ସ୍ୱାଗତ…

ହାସ୍ୟ ବ୍ୟଙ୍ଗ ସାହିତ୍ୟ ସମାରୋହ : ବ୍ୟଙ୍ଗକବିମାନଙ୍କୁ ନେଇ ‘ହସ ଏକ୍ସପ୍ରେସ୍’ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଅଧିକାର ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ କଳିଙ୍ଗ ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଏକ ରାଜ୍ୟସ୍ତରୀୟ ହାସ୍ୟବଙ୍ଗ ସାହିତ୍ୟ ସମାରୋହ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ…

ଉଦୟନାଥ ଫର୍ଣ୍ଣିଚର୍ସର ମାସିକ ଯୋଜନାର ପ୍ରଥମ ଲକିଡ୍ର ଉଠାଣ ।

ପଦ୍ମପୁର- ପଦ୍ମପୁର ସହରର କପସିଲା ରୋଡରେ ଥିବା ଉଦୟନାଥ ଫର୍ଣ୍ଣିଚର୍ସ ପକ୍ଷରୁ ମାସିକ କିସ୍ତି ଯୋଜନାରେ ଏକ ଲକିଡ୍ର ଆରମ୍ଭ କରାଯାଇଥିଲା ଏବଂ ରବିବାର ଦିନ ଏହାର ପ୍ରଥମ ଲକିଡ୍ର ଉଠାଣ ହୋଇଥିଲା । ଏହି ଲକିଡ୍ର ଉଠାଣରେ ପ୍ରଥମ ବିଜେତା ଭାବରେ ରୀତାରାଣୀ ସେଠ ବିଜେତା ହୋଇଥିଲେ ।ରୀତାରାଣୀଙ୍କ…

କୃଷ୍ଣ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ

ଓଡ଼ଗାଁ, : ଓଡଗାଁର ଶ୍ରୀରଘୁନାଥଜୀଉଙ୍କ ପିଠରେ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରପଂଚୁକ ଯାତ୍ରାର ୩ୟ ଦିବସରେ ପ୍ରଭୁ ରାମଚନ୍ଦ୍ର ଶ୍ରୀକୃଷ୍ଣ ଓ ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ସଜ୍ଜିତ ହୋଇ ସନ୍ଧ୍ୟାରେ  ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁ ଶ୍ରୀରଘୁନାଥ ଶ୍ରୀକୃଷ୍ଣ ରୂପରେ ଛନ୍ଦା ଚରଣ…

ରକ୍ତ ଦାନ କ୍ଷେତ୍ରରେ ବଲାଙ୍ଗୀର ର ଯୁବକ ଭୋପାଲରେ ପାଇଲେ ଗ୍ଲୋବାଲ ଆଚିଭର୍ସ ସମ୍ମାନ।

ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନେଶନାଲ ଆଣ୍ଟି ହେରେସମେଣ୍ଟ ଫାଉଣ୍ଡେସନ ଓ ଏକ ଶାଖା ୱେଲଫେଆର ସୋସାଇଟୀ ପକ୍ଷରୁ ଏହି ବର୍ଷ ଗ୍ଲୋବାଲ ଆଚିଭର ଆୱାର୍ଡ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ବିଭିନ୍ନ କ୍ଷେତ୍ରରେ କାମକରୁଥିବା  ସମାଜ ସେବୀ ମାନଙ୍କୁ…

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : ପଦ୍ମପୁରକୁ ହରାଇ କଳାହାଣ୍ଡି ବିଜୟୀ

ସିନାପାଲି ରୁ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକସ୍ଥିତ ନିଲଜୀ ଓ ଗଡରାମାଲ ମିଳିତ ଅନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଳ ଟୁର୍ନାମେଣ୍ଟ ହେଇଛି ! ପ୍ରଥମେ ପଦ୍ମପୁର ଓ ନବରଙ୍ଗପୁର ସହିତ ଖେଳ ଆରମ୍ଭ ହେଇଥିବ ବେଳେ ଏହି ଖେଳରେ ପଦ୍ମପୁର 2-1ଗୋଲ ରେ ନବରଙ୍ଗପୁର କୁ ହରାଇ ବିଜୟୀ…

ବିଜୁଏକ୍ସପ୍ରେସ ୱେ ମାତ୍ର ଦେଢ଼ ଶହ ମିଟର ଦୂର : କିନ୍ତୁ ରାସ୍ତାନାହିଁ ବୋଲିି ଚାଲିବାକୁ ପଡୁଛି ପାଞ୍ଚ କିଲୋମିଟର

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ,  କିନ୍ତୁ ଯେଉଁ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ  ପୌରପାଳିକା ଅଞ୍ଚଳ ଠାବ କରାଯାଇଥିଲା ସେହିସମୟରେ ସୁନ୍ଦରଗଡ଼ ପୌରପାଳିକା ରେ ଛଅଟି ୱାର୍ଡ ଥିଲା ହେଲେ ଜିଲ୍ଲାର ବିକାଶ କୁ ଦେଖି ଏବେକାର ଦିନରେ  ତେଇସି…

ଉଦ୍ଜାପିତ  ହେଲା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ  ବରଡାକଟା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ଓ ମାଁ ମାଉଳୀ ଯୁବକ ସଂଘ ବେଲାଦୁଲା ମିଳିତ ଆନୁକୁଲ୍ୟରେ ଆୟୋଜିତ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଜାପିତ ହୋଇଯାଇଛି ।…