ଘନ ଘନ ଓଭରଲୋଡିଂ, ଅସନ୍ତୁଷ୍ଟ ଅଞ୍ଚଳବାସୀ

ଅଜଣା କାରଣ ପାଇଁ ହାତ ବାନ୍ଧି ରହିଛି ପରିବହନ ବିଭାଗ ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) :ଝାରସୁଗୁଡ଼ା ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥା ବିଗତ ପ୍ରାୟ ୧୦ ବର୍ଷରୁ ଚାଲିଥିବା ଦ୍ଵାରା ଏଠାରେ କଞ୍ଚା ମାଲ କୋଇଲା, ଆଇରନ, ଆସ ଇତ୍ୟାଦି ନେବା ଆଣିବା ପାଇଁ ଭାରିଯାନ ୬ ଚକା ରୁ…

ଯାତ୍ରୀବାହୀ ଡଙ୍ଗାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ

କ୍ଷମତାରୁ ଅଧିକ ଯାତ୍ରୀ ନନେବାକୁ ବିଡ଼ିଓ କଲେ ତାଗିଦ ବରଗଡ:- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଲାଖମରା ରୁ ଚରଦାପଲି କୁ ବର୍ଷା ଦିନରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ହେଇଯାଏ ବର୍ଷା ଦିନରେ ଡଙ୍ଗା ହିଁ ଏକମାତ୍ର ଭରଷା ଚରଦାପଲି ପଞ୍ଚାୟତ ର ଜନସାଧାରଣଙ୍କ ପାଇଁ । ରାଜ୍ୟରେ ବିଗତ…

ବେଦାନ୍ତ କମ୍ପାନୀ ଅଧିନସ୍ଥ ସିଇଏନଏଫଆଇଏସ ପ୍ରାଇଭେଟ ଇଣ୍ଡିଆ ଲିମିଟେଡରେ ଅଘଟଣ : ଦାୟିତ୍ବହୀନତା ଓ ଅସାବଧାନତା ନେଲା…

 ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ):-ଝାରସୁଗୁଡ଼ା ବେଦାନ୍ତ କମ୍ପାନୀ  ଅଧିନସ୍ଥ ସିଇ.ଏନଏଫଆଇଏସ ପ୍ରାଇଭେଟ ଇଣ୍ଡିଆ ଲିମିଟେଡ୍ ରେ  କାର୍ଯ୍ୟରତ କର୍ମଚାରୀ ମଙ୍ଗଳବଜାର ବାସିନ୍ଦା ମୁମତାଜ ଖାନ୍ (୩୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏହି କମ୍ପାନି ବେଦାନ୍ତ ରେଲୱେ ସାଇଡିଂରେ ଲୋଡ଼ିଂ ଏବଂ…

ଏମସିଏଲ କୋଇଲା ଖଣି ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କଲେ ୫ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ତାଳଚେର( ଶାସକ ପ୍ରଶାସକ)ଅନୁଗୁଳ ଜିଲା ତାଲଚେର ସ୍ଥିତ ଭରତପୁର ଅଞ୍ଚଳରେ ଥିବା ଏମସିଏଲ କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏମସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତ୍ୟୁ…

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ଅସହାୟ ସୁନ୍ଦର ପାଇଲେ ସହାୟତା

ଶାସକପ୍ରଶାସକରେ ଖବର ପ୍ରକାଶ ପରେ ସିଏମଓ କଲେ ହସ୍ତକ୍ଷେପ ଜିଲ୍ଲା ପ୍ରଶାସନ ଗୁହାରି ଶୁଣିଲା, ସୁନ୍ଦରଙ୍କୁ ଭତ୍ତା ମିଳିଲା ବିଜେପୁରର ଦିବସ ସାହୁ ଓ ପାଇକମାଳ ଚମେରି ଗାଁର ସୀତା ବାରିକଙ୍କୁ ଧନ୍ୟବାଦ କୁଚିଣ୍ଡା/ ଅଜୟ କୁମାର ବାଘ : ଖୁସି ଲାଗିଲା । 80 ବର୍ଷର  ଅସହାୟ ବରିଷ୍ଠ ନାଗରିକ…

ଗୋ ଖାଦ୍ୟ ପ୍ରସ୍ତୁତିରେ ଭେଜାଲ, ରାକେଟ ପଛରେ ଅଣଓଡିଆ

  ବଲାଙ୍ଗୀର(ନିରୋଜ ମିଶ୍ର)  ବଲାଙ୍ଗୀର ସହରର  ଅନ୍ୟତମ ପୁରୁଖା ଗୋ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୀ କରୁଥିବା ପ୍ରତିଷ୍ଠାନରେ ଭେଜାଲ ଗୋ ଖାଦ୍ୟ ପ୍ରସ୍ତତି ହେଉଥିବା ଓ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ଉଠିଛି । ଗୋ ଖାଦ୍ୟ ପାଇଁ ସଂଗୃହିତ ହେଉଥିବା କଂଚାମାଳ ଅତି ନିମ୍ନ ମାନର ହେଉଥିବା…

ଘୁସ ଖାଉଥିଲେ ୧୦ ହଜାର, ଏବେ ତିନି ବର୍ଷ ଜେଲ ଯିବେ ବାବୁ ଲକ୍ଷ୍ମଣ କୁମାର

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପୂର୍ବତନ ଶ୍ରମ ଅଧିକାରୀଙ୍କୁ ଜେଲ ଓ ଜୋରିମାନା ବାରିପଦା(ଅରବିନ୍ଦ ଦାସ )-  ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍  ବେଣୁଧର ପାତ୍ର ଆଜି ଏକ ଗୁରୁତ୍ୱପର୍ଣ୍ଣ ରାୟ ଶୁଣାଇବାକୁ ଯାଇ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର…

ସରକାର ବ୍ରେନ ହେଲେ ଏ ଡ଼ାକ୍ତର ସୁପର ବ୍ରେନ, ଇଏ ଡାଳେ ଡାଳେ ଗଲେ ସିଏ ପତରେ ପତରେ

ପିଆରଏମ ସରକାରୀ  ମେଡ଼ିକାଲ କଲେଜରେ ଡ଼ାକ୍ତରଙ୍କ ବାଇଓ ମେଟ୍ରିକ ହାଜିରା ଜାଲିଆତି ଅଭିଯୋଗ, ଶୋ କଜ ଜାରି ବାରିପଦା(ଅରବିନ୍ଦ ଦାସ )- ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଦୁର୍ନୀତି ଓ ଜାଲିଆତିରେ ଲଗାମ ଭିଡ଼ିବା ନିମନ୍ତେ ସରକାର ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପଦ୍ଧତି କାର୍ଯ୍ୟକାରୀ କରୁଥିବା…

ମାନ୍ୟବର ଟିକେ ହେରି ଦେଖ : ଏଇଟା ଆମ ସ୍କୁଲ, ଏଇଠି ଆମେ ପଢ଼ୁଛୁ ଆଉ ଆମେ ବି ବଢ଼ୁଛୁ

ଗୋଲିଆ ନର୍ଦମା ପାଣି କବଜାରେ ପିଲାଙ୍କ ଭବିଷ୍ୟତ । ପଦ୍ମପୁର/ନୀଲାମ୍ବର ଦୀପ-ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ଗୁଣାତ୍ମକ ଶିକ୍ଷାପାଇଁ ଉପଯୁକ୍ତ ପରିବେଶରେ ବିଦ୍ୟାଳୟ ମାନ କରିଛନ୍ତି । ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀ ଏହି  ଯୋଜନା…

ବରଗଡ ରେଳ ଉପଭୋକ୍ତା ସଂଘର ବାର୍ଷିକ ଅଧିବେଶନ

ବରଗଡ : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବାର୍ଷିକ ସାଧାରଣ ସଭା  ମିଳନ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ନିର୍ମଳ କର ଓ ସାଥୀଙ୍କ ଦ୍ୱାରା ଆବାହନୀ ସଙ୍ଗୀତରେ ଗଣେଶ ବନ୍ଦନା ପରିବେଷଣ କଲାପରେ ସଭାପତି ପ୍ରଦୀପ ଦେବତା ଏହି ସଂଘ ଗଠନର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟପନ୍ଥା…