ପଦ୍ମପୁର ସହରରେ ନୂତନ ସାହି ମୈତ୍ରୀ ନଗର ନାମରେ ନାମିତ ।

ପଦ୍ମପୁର-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଦ୍ମପୁର ସହରର ବସନା ରୋଡ଼ ନିକଟରେ ଅବସ୍ଥିତ ସତାଧିକ ପରିବାର ବରିଷ୍ଠ ନାଗରିକ ମାନଙ୍କ ପ୍ରସ୍ତାବିତ ଓ ସର୍ବସମ୍ମତି ପରେ ଏହି ସାହିକୁ ଆଜି "ମୈତ୍ରୀ ନଗର" ନାମରେ ନାମକରଣ କରିଛନ୍ତି । ଏହି ନାମକରଣ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ…

ବେପରୁଆ ଉତ୍କଳ ଫେସିଲିଟି ସାର୍ଭିସେସ ,ପୌରପରିଷଦ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସଫେଇ କାର୍ଯ୍ୟ ଠପ୍, ସହରରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା । ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ସଫେଇ କର୍ମଚାରୀମାନଙ୍କୁ ଦରମା ମିଳିନଥିବାରୁ ୨୩୬ରୁ ଅଧିକ ଆଉଟ ସୋର୍ସିଂ ଠିକା ସଫେଇ କର୍ମଚାରୀମାନେ ଆଜି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ  ଆରମ୍ଭ…

ବୋଇତ ସହିତ ଭାସିଗଲା ଦୁଇଟି ଜୀବନ

ବୋଇତ ବନ୍ଦାଣ ଉତ୍ସବ  ପାଳନ ବେଳେ ନଦୀରେ ବୁଡି ପୃଥକ ପୃଥକ ଭାବେ ଦୁଇ ଛାତ୍ରଙ୍କ ମୃତ୍ୟୁ ରାୟଗଡ(ସରୋଜ ସାହୁ) ଆଜି କାର୍ତିକ ପୂର୍ଣ୍ଣୀମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ରାୟଗଡ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଅଘଟଣ ଘଟି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ପ୍ରାପ୍ତ…

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବାତ୍ୟା ସମୀକ୍ଷା ବୈଠକ

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଭଦ୍ରକ ଗସ୍ତରେ ଆସି ବାତ୍ୟା ‘ବୁଲ୍ ବୁଲ୍’ର କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।  ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଦେଖିବା  ପରେ ସେଠାରେ ଚାନ୍ଦବାଲି ବ୍ଳକ ପରିସରରେ ବାତ୍ୟା ପୀଡ଼ିତଙ୍କ ସହାୟତା…

ବଡ ଓଷାରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, କାର୍ତ୍ତିକ ପୂର୍ଣ୍ଣମୀରେ ଭସାଇଲେ ବୋଇତ

  ରାୟଗଡ:(ସରୋଜ ସାହୁ)   ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ  ମାସ ହିନ୍ଦୁ ଧର୍ମାବଲମ୍ବୀ ନିଷ୍ଠାର ସହ ମାସ ସାରା ବିନା ଆମିଷ ଭକ୍ଷଣରେ ପାଳନ କରିନ୍ତି । ଏହି ମାସର ପ୍ରତି ସୋମବାରରେ ଶିବ ମନ୍ଦିର ଯାଇ ପୂଜାଅର୍ଚନା କରି ନିଜର ବ୍ରତ ପାଳନ କରିଥାଆନ୍ତି । ଗତ କାଲି ଏହି…

ବ୍ରିଗେଡିୟର ବରଦା ପ୍ରସନ୍ନ ପଟ୍ଟନାୟକ ଓଏସଇଏସଏଲର ସଭାପତି ନିର୍ବାଚିତ

ଭୁବନେଶ୍ୱର,(ଶାସକ ପ୍ରଶାସକ)-ରାଜ୍ୟ ସୈନିକ ବୋର୍ଡ ତଥା ଭାରତୀୟ ଭୂତପୂର୍ବ ସୈନିକ ସଂଘର କେବଳ ସ୍ୱିକୃତୀ ପ୍ରାପ୍ତ ଓଡିିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘ(ଓଏସଇଏସଏଲ)ର ଦ୍ୱିବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ୧୨୦ ପଦାତିକ ବାହିନୀ ପରିସରରେ ୩ ତାରିଖରେ…

ଗାଁରେ ଆରମ୍ଭ ହେବ ସହରୀ ଢାଞ୍ଚା : ଏକାଧିକ ମହଲା ଘର ନିର୍ମାଣ ପାଇଁ ଅନୁମତି ଜରୁରୀ

 ଭୁବନେଶ୍ୱର : ଆଗରୁ ସହରରେ ଘର କରିବା ପାଇଁ ଅନୁମତି ନେବାକୁ ପଡୁଥିଲା | ହେଲେ ଏଣିକି ଗାଁରେ ଘର କରିବାକୁ ହେଲେ ନେବାକୁ ପଡିବ ସରକାରଙ୍କ ଅନୁମତି | ଅବଶ୍ୟ ଏହି ନିୟମ ଲାଗୁ କରିଛନ୍ତି ସରକାର କେବଳ ଦୁଇ ବା ତତୋଧିକ ମହଲା ବିଶିଷ୍ଟ ଘର ନିର୍ମାଣ ପାଇଁ | ଦୁଇ ବା ତାଠାରୁ ଅଧିକ ଉଚା ଘର…

ହରଭଙ୍ଗା : କାର୍ତ୍ତିକ ପର୍ଣ୍ଣିମା ଅବସରରେ ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ।

(ହରଭଙ୍ଗା /ପ୍ରତାପ ମେହେର ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ହଜାର ହଜାର ଭକ୍ତଙ୍କ ସମାଗମ ହେବାକୁ ଲାଗିଛି । ଚତୁର୍ଦ୍ଦଶୀ ରେ ସମସ୍ତ ଭକ୍ତ ରାତ୍ର ଉଜାଗର ରହି  " ଆ - କା - ମା - ବୈ (ଆଷାଢ଼ , କାର୍ତ୍ତିକ ,…

କାର୍ତ୍ତିକପୂର୍ଣ୍ଣମା ଅବସରରେ ଆଠମଲ୍ଲିକର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

(ଆଠମଲ୍ଲିକ /ସନ୍ତୋଷ ମେହେର ):ଆଠମଲ୍ଲିକ:- ପବିତ୍ର   କାର୍ତ୍ତିକ ମାସରେ ପୂର୍ଣ୍ଣମୀରେ ଆଠମଲ୍ଲିକର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମିଛି I ସବୁ ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ଶ୍ରେଷ୍ଠ ପୁଣ୍ୟ ମାସ ଭାବରେ ପାଳନ କରାଯାଉଥିବା ବେଳେ ଆଜି ଆଠମଲ୍ଲିକର ଅନେକ…

ଷଡଭୁଜ ଚୈତନ୍ୟ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କ ପିଠରେ ପଂଚୁକ ଯାତ୍ରାର ୪ର୍ଥ ସନ୍ଧ୍ୟାରେ ଶ୍ରୀ ଜିଉମାନଙ୍କୁ ଷଡଭୁଜ ଶ୍ରୀଚୈତନ୍ୟ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଯୁଗେ ଯୁଗେ ଭକ୍ତର ଇଚ୍ଛା ପୁରଣ କରିବା ପାଇଂ ନିଜେ ଭଗବାନ ଧରା ପୃଷ୍ଠରେ ଅବତରିତ ହୋଇଥାନ୍ତି । ଦୁଷ୍ଟ…