ସଞ୍ଜାମୁରାରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

(ଆଠମଲ୍ଲିକ/ସନ୍ତୋଷ ମେହେର ): କିଶୋରନଗର ତହସିଲ ଅନ୍ତର୍ଗତ ସଞ୍ଜାମୁରା ଗ୍ରାମପଞ୍ଚାୟତ ସଦରମହକୁମାଠାରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମକୁ ଆଠମଲ୍ଲିକ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ୱାଳ ଉଦଘାଟନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମୁଖ୍ୟ…

୧୦୮ ଆମ୍ବୁଲାନ୍ସ ମାନେ “ନୋ ଡାଉଟ, ନୋ ଚେକିଂ” : ମଦ ପିଅ କି ଗଂଜେଇ ନିଅ !!!!

 ଆମ୍ବୁଲାନ୍ସରେ ଡ୍ରାଇଭର ଓ ଫାର୍ମାସିଷ୍ଟ ପୁରା ନାଲି :ଭଗବାନଙ୍କ ଭରସାରେ ରୋଗୀ ବାରିପଦା(ଦିଲ୍ଲୀପ ମହାନ୍ତି)- ସାଧାରଣତଃ ୧୦୮ ଆମ୍ବୁଲାନ୍ସ ଦେଖିଲେ ଯେ କେହି ମାନବିକତା ଦୃଷ୍ଟିରୁ ବାଟ କ୍ଲିୟର କରିଦେବ | ସେ ଗାଡିକୁ ଚେକିଂ କରିବା ତା ଦୂରର କଥା ସାଇରନ ଦେଇ ଗଲାବେଳେ ପୋଲିସ ବି ତା ପାଇଁ…

  ଓଡଗାଁର ବିଭିନ୍ନ ବିଦ୍ୟାଳୟରେ ଶିଶୁଦିବସ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ହେଉଛି ୧୩୦ ଜୟନ୍ତି । କୋମଳମତି ଶିଶୁମାନେ ଭବିଶ୍ୟତ ଭାରତର ଭାଗ୍ୟ ବିଧାତା । ସେମାନଙ୍କର ସୁରକ୍ଷା,…

ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାହା ସ୍ୱାର୍ଥରେ

ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ବୁଢିପାଲି ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଭଡାରେ ଦିଆଯାଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଲୋକ ମାନଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ପଞ୍ଚାୟତରେ ତାହାର ବିପରୀତ ପରିଲଖିତ ହେବାର…

ଶିଶୁ ଦିବସ ଅବସରରେ ଝାଙ୍କରପାଲି ସ୍କୁଲରେ ପୋଷାକ ବଂଟନ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ପୋଷାକ ବଂଟନ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତି ମଧ୍ୟ ମହାସମାରୋହରେ ପାଳିତ…

 ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଶିଶୁ ଦିବସ ପାଳନ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲ ପରିଚାଲନା କମିଟି ତରଫରୁ ସ୍କୁଲର କୁନ କୁନି ପିିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ…

ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟରେ  ପରିବେଶ ସଚେତନତା କର୍ମଶାଳା

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟ କୁରାଳରେ ପରବେଶ ସଚେତନତାଏ କର୍ମଶାଳା ଅନୁÂିତ ହୋଇଯାଇଛି । ନୟାଗଡ ଜିଲ୍ଲା ଗଛସାର ଭାବେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ଦ୍ୱାରା ଆୟୋଜିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହି କରଙ୍କ…

୨ବର୍ଷ ପରେ ଘରକୁ ବାହୁଡ଼ିଲା ନିଖୋଜ ପୁଅ 

  ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଥାନା ଅଧିନ ଉଲୁକୁଦା ଗ୍ରାମର ରମେଶ କାଣ୍ଡିଙ୍କ ପୁଅ ସଂଜୟ କୁମାର କାଣ୍ଡି(୧୯) ୨ବର୍ଷ ହେଲା ନିଖୋଜ ଥିଲା । ଓଡଗାଁ ପୋଲିସ ତାକୁ ଉଦ୍ଧାର କରି ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରଛନ୍ତିି । ୪ବର୍ଷ ପୂର୍ବେ…

ଶତ୍ରୁତା ପାଲଟିଲା ରକ୍ତାକ୍ତ ସଂଘର୍ଷ : ୫ ଆହତ

Bolangir / niroj mishra :ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ସଂଘର୍ଷରେ ପରିଣତ ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡ଼ତିଆ…

ନାଟକ ତୁଟିଲା, ମଞ୍ଚକୁ ଓହ୍ଲାଇବେ ଭୁବନେଶ୍ୱର 

ବରଗଡ଼ ଧନୁଯାତ୍ରା କଳାକାର ଚୟନ ବିବାଦ  ବରଗଡ଼/SPB: ସର୍ବବୃହତ ମୁକ୍ତ ରଂଗମଂଚ ବରଗଡ଼ ଧନୁଯାତ୍ରାର କଳାକାର ଚୟନକୁ ନେଇ ଚାଲିଥିବା ବାଟକର ଅନ୍ତ ଘଟିଛି |  ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରଗଡ଼ ଧନୁଯାତ୍ରା ପାଇଁ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଷୟରେ…