ପଦ୍ମପୁର : ଆମ୍ବୁଲାନ୍ସ ସେବା ଥାଇ ନଥିଲା ଭଳି

ଆମ୍ବୁଲାନ୍ସ ନ ଆସିବାରୁ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ପଦ୍ମପୁର/Neelaambar Deep - ଆଜି ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୋଲ ବମ ଭକ୍ତଙ୍କ ସେବା ପାଇଁ ଯାଇଥିବା ପଦ୍ମପୁର ସାହୁ ପଡାର କିଛି ଯୁବକ ନୃସିଂହନାଥ ପୀଠକୁ ଯାଇଥିଲେ । ଏମାନଙ୍କ ଭିତରେ ଥିବା ସୁରେଶ ସାହୁଙ୍କ…

କଦଳୀଗଡ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରମ୍ଭ

ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ନଭେମ୍ବର ୨୦୧୯ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବାକୁ ସ୍ଥିର ହୋଇଯାଇଛି I ଉକ୍ତ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପାଣ୍ଠି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଯାଇଛି I…

ବସ ଧକ୍କାରେ ସାଇକେଲ ଆରୋହୀ ମୃତ

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବେତନଟୀ ଥାନା ଜାତୀୟ ରାଜପଥ ର ରାଗଧା ଛକରେ ବସ ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ସୁରେଇଡ଼ିହି ଗ୍ରାମର ବନମାଳୀ ମହାନ୍ତ। ବନମାଳୀ ନିଜର କୌଣସି ଏକ କାର୍ଯ୍ୟ ପାଇଁ ରାଗଧା ଛକ କୁ ଯାଉଥିବା ସମୟରେ ଏକ…

” ପିଲା ଟିଏ–ଗଛ ଟିଏ “

ବିନୋଦିନୀ  ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ  ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ:  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ଗ୍ରାମ ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପକ୍ଷରୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା…

ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସଵ

    ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତି ୩ ନ ୱାର୍ଡ ସାମୁନ୍ତିଆ ସାହି ନିକଟସ୍ଥରେ ଥିବା ଡ଼ଃ.ସତ୍ୟ ନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ  ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ବଣ୍ଟନ ଉତ୍ସଵ କାର୍ଯ୍ୟକ୍ରମ…

ପାଣ୍ଡିଆନଙ୍କ ବଢୁଛି ଟିଆରପି

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତ ୨୦ବର୍ଷ ଧରି (ମାନେ କିଛି ମାସ କମ) ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ସେଠୀତୁ ବିଜେପି ବି ୯ ବର୍ଷ କାନ୍ଧ କୁ କାନ୍ଧ ଲଗାଇ ଶାସନ କ୍ଷମତାରେ ଥିଲା | ବର୍ଷେ ଦି ବର୍ଷ ନୁହଁ, ସେଇ ୯ ବର୍ଷ ସରକାରକୁ କିଏ ଚଳାଉଥିବା ତାହା…

ନାବାଳିକା ନିର୍ଯାତନା ବିରୋଧରେ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ ରୁ ସୁଶାନ୍ତ ରାଉତ -ସାରା ରାଜ୍ୟରେ ନାବାଳିକା ପ୍ରତି ଯୌନ ନିର୍ଯ୍ୟାତନା ବଢ଼ି ଚାଲିଛି l ଏହାକୁ ସଚେତନତା ମାଧ୍ୟମରେ ରୋକିବା ପାଇଁ କଳାହାଣ୍ଡି ଜିଲ୍ଲା ପୋଲିସ , କୋକସରା ଥାନା ଓ ଆମପାଣି ଥାନା ତରଫରୁ କୋକସରା ଓ ଆମପାଣି ଠାରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଆଜି…

ଭାଲୁ ଆକ୍ରମଣ ରେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ

ଜୁନାଗଡ/ଆଦିତ୍ୟ ମହାନ୍ତି  :ଭାଲୁ ଆକ୍ରମଣ ରେ ବୃଦ୍ଧ ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚୟତ ଆଇଲି ଗ୍ରାମର ଜଣେ ବୃଦ୍ଧ ପରଖିତ ରାଉତ ଆଜି ପାହାନ୍ତିଆ ରୁ ଶୌଚ ପାଇଁ ନିକଟ ନଦୀ କୁ ଯାଉଥିବା ସମୟରେ ପାଖ ଜଙ୍ଗଲରୁ ଦୁଇଟି ଭାଲୁ ଆକ୍ରମଣ କରି…

ଶିଶୁମନ୍ଦିର ନୂତନ ଗୃହ ଓ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଅନ୍ତର୍ଗତ ମହିଚଲା ସରସ୍ବତୀ ଶିଶୁମନ୍ଦିର ନୂତନ ଗୃହ ଏବଂ ଜୁନାଗଡ ତହସିଲ୍ ଅନ୍ତର୍ଗତ ମହି ଚଲା ଠାରେ ରାଜସ୍ଵ ନିରୀକ୍ଷକ ନୂତନ କାର୍ଯ୍ୟଳୟ ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶିଳ୍ପ ଓ…

ଅନ୍ଧାରରେ ଘୁ. ଉଦୟଗିରି : ଦୀର୍ଘ 20 ଘଣ୍ଟା ପରେ ମଧ୍ୟ ଜଳିଲା ନାହିଁ ବିଦ୍ୟୁତ ବଲବ

ଘୁ. ଉଦୟଗିରି :ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ. ଉଦୟଗିରି ବ୍ଲକ ଏବଂ ଏନ.ଏ.ସି ର ଜନସାଧାରଣ 9 ତାରିଖରୁ ଖବର ପ୍ରକାଶ ପାଇବା ପର୍ଯ୍ୟନ୍ତ ବିଦ୍ୟୁତ ବଲବ ଜଳି ନ ଥିଲା. ।ଏହି ବିଦ୍ୟୁତ କାଟ ଜଗୁ ଅଞ୍ଚଳ ବାସୀ ବହୁ ସମସ୍ୟା ର ସମୁଖୀନ ହୋଇଛନ୍ତି. । ଏହି ଘଟଣା ପ୍ରଥମ ନୁହେଁ. ସାଉଥ…