ଗୋପାଳ କୃଷ୍ଣ ପଦ୍ୟାବଳୀ ଓ ଓଡ଼ିଶୀ ସଙ୍ଗୀତ ପ୍ରତିଯୋଗୀତା : କନିଷ୍ଠରେ ସିପ୍ରା ମିଶ୍ର ଓ ବରିଷ୍ଠରେ ସ୍ପନ୍ଦନା…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତି  ସଙ୍ଗୀତ ସଂସଦର  ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଭକ୍ତକବି ଗୋପାଳକୃଷ୍ଣ ସ୍ମୃତି ଚାରଣ ସଂନ୍ଧ୍ୟା  ସମାରୋହ ପାଳନ କରାଯିବା ଅବସରରେ ଗୋପାଳ କୃଷ୍ଣଙ୍କ ପଦ୍ୟାବଳୀ ଓ ଓଡ଼ିଶୀ କଣ୍ଠ ସଙ୍ଗୀତ ପ୍ରତିଯୋଗିତା  କନିଷ୍ଠ ଓ…

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର- କର୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତିଦିବସ ଦିନ ତାମିଲ୍ନାଡୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ତମ ରାଜୀବ ଜ୍ୟୋତି ସଦ୍ଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ସ୍ୱାଗତ କରିବା ସହ…

ଭାଇଚାରାର ସହର ଭଦ୍ରକରେ ହର୍ଷ ଉଲ୍ଲାସର ସହ ପାଳିତ ହେଲା ଇଦ୍ ଉଲ୍ ଜୁହା

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ  :ଭାଇଚାରାର ସହର ଭଦ୍ରକରେ ଆଜି ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି ମୁସଲମାନ ଧର୍ମାବଲମ୍ବୀ ଭାଇଭଉଣୀ ମାନଙ୍କ ପବିତ୍ର ପର୍ବ ଇଦ୍ ଉଲ୍ ଜୁହା | ଦାନ, ଧର୍ମ ଓ ସମପର୍ଣର ଏହି ପର୍ବକୁ ସମଗ୍ର ଦେଶରେ ସମଗ୍ର ଇସଲାମ ଧର୍ମାବଲମ୍ବୀ ମାନେ ବେଶ୍ ଆନନ୍ଦ ଉଲ୍ଲାସ ରେ ପାଳନ…

ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ: ପୁତ୍ରଦା ଏକାଦଶୀ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଶ୍ରାବଣ ଶୁକ୍ଲପକ୍ଷ ପୁତ୍ରଦା ଏକାଦଶୀ ତିଥି ତଥା ଆଜିଠାରୁ ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ସନ୍ଧ୍ୟାରେ ନୀତିକାନ୍ତି ସହ ଶ୍ରୀଜିଉମାନଙ୍କୁ କର୍ପୁର ଆଳତୀ ଓ ମହାଆଳତୀ ଲାଗି କରାଯିବା ପରେ ଏକାଦଶୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ…

ନୁଆପୋଖରି ଠାରେ ସୁଷମା ସ୍ୱରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା

ଜଗତସିଂହପୁର:(ରମେଶ ମହାନ୍ତି)-ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅମର ଆତ୍ମାର ସଦଗତି କାମନା କରି ସନ୍ଧ୍ୟାରେ ନୁଆପୋଖରି ସ୍ଥିତ ବୋଧେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ବିଷ୍ଣୁ ଚରଣ କାନୁନଗୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…

ବାଇକ ଦୁର୍ଘଟଣାରେ ୨ଗୁରୁତର

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ରବିବାର ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଓଡଗାଁ-ବାହାଡାଝୋଲା ରାସ୍ତାର କୈବଲ୍ୟପୁର ଛକ ନିକରେ ଦୁର୍ଘଟଣା ଯୋଗୁଁ ବାଇକ ଚାଳକ ସହିତ ଅନ୍ୟଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ବାଇକ ଚାଳକ ଜଣକ ସ୍ଥାନୀୟ ସାକେରୀ ଗ୍ରାମର ଭିକାରୀ ସାହୁ(୫୫) । ତାଙ୍କ…

ଝାଡଖଣ୍ଡର ଦ୍ରୁତ ବିକାଶ ପାଇଁ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାର୍ଯ୍ୟରତ – ଧର୍ମେନ୍ଦ୍ର ପ୍ରଧାନ

 ଝାଡଖଣ୍ଡର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରାଯାଉଛି ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପାଇଁ ପେଟ୍ରୋଲିୟମ ବିଭାଗର ଯୋଜନା ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ  କରିବାର…

ଯୁବ ମଙ୍ଗ ଧରିବ କିଏ : ଯଦି ‘କା’, ଯିଏ ହେଲେ ଚଳିବ

 ଷଷ୍ଠକୁ ଆଶା ଥିଲେ କଷ୍ଟ ପଡିବ, ଦରକାର ଟାଣୁଆ ଯୁବ ସଭାପତି ଭୁବନେଶ୍ୱର(ଶାସକ ପ୍ରଶାସକ): ଚତୁ୍ର୍ଥ ପାଳି ଯେମିତି ସେମିତି ଚଳିଗଲା  । ଯାହା ଯେମିତି ଘୋଷଣା ଫୋଷଣା କରି ନିର୍ବାଚନ ଜିତିଗଲେ । ହେଲେ କିଏ ମାନୁ ନମାନୁ ୨୦୧୯ ନିର୍ବାଚନରେ ବିଜେଡିକୁ ନାଗ ରଗଢେଇ ଦେଇଛି ବିଜେପି  ।…

ସଚେତନତା ହିଁ ଅଧିକାର: ଜଷ୍ଟିସ ସୁଶ୍ରୀ ସଂଜୁ ପଣ୍ଡା

"ନ୍ୟାୟିକ ସେବା ସମସ୍ତଙ୍କ ପାଇଁ, ସରକାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ  ତୃଣମୂଳ ସ୍ତରରେ ବସବାସ କରୁଥିବା ଲୋକଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରିବାକୁ ପଡିବ" ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :-ନ୍ୟାୟିକ ସେବାକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା…

ଜୀବନର ଦୋଛକିରେ ସଂଘର୍ଷ କରୁଛନ୍ତି ଅସିତ

ଭେଟି ଆଶ୍ୱାସନା ଦେଲେ ଆଉ ଅଭାବୀ ମା,ବାପାଙ୍କୁ ସହାୟତାର ପ୍ରତିଶୃତି ଦେଲେ କୁସୁମ ସୁନ୍ଦରଗଡ଼:- ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ଜରୁରୀକାଳୀନ ବିଭାଗ ୮ନମ୍ବର ବେଡ଼ରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଅସିତ ପ୍ରସାଦ(୧୮)ଙ୍କୁ ଆଜି ଭେଟିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ…