ଜଙ୍ଗଲ ଜମିରୁ ବେଆଇନ ପଥର ଚାଲାଣ, ଡ଼ିଏଫଓଙ୍କ ହାତରେ ଧରାପଡ଼ିଲେ ଚୋରାଚାଲାଣକାରି

2

ନୟାଗଡ଼,(ଶାସକ ପ୍ରଶାସକ) :ବେଆଇନ ଭାବେ ଜଂଗଲଜମିରୁ ପଥର ଚୋରା ଚାଲାଣ କରୁଥିବା ବେଳେ ଡ଼ିଏଫଓଙ୍କ ହାତରେ ଧରାପଡ଼ିଛନ୍ତି ଚୋରାଚାଲାଣକାରି | ନୟାଗଡ଼ ବ୍ଲକ ଶରଧାପୁରୁ ପଂଚାୟତର ଶରଧାପୁର ଗ୍ରାମ୍ୟ ଜଙ୍ଗଲ ଜମିରୁ ବେଆଇନଭାବେ ପଥର ଚାଲାଣ ହେଉଥିବା ଖବର ବିଶେଷ ସୁତ୍ରରୁ ପାଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚଡିି ଆଜି ଅଚାନକ ବେଆଇନ ପଥର ଖଣିରେ ପହଂଚିଥିଲେ । ସେଠାରୁ ଗୋଟିଏ ଟ୍ରାକ୍ଟର ଜବତ କରିବା ସହିତ ଶରଧାପୁରୁର ବାଙ୍କ ମୁଦୁଲିକୁ ଗିରଫ କରିଥିଲେ ।   

 

Leave A Reply

Your email address will not be published.