ସାର୍ବଜନୀନ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ : ବିଜୟ ରଂଜନ ସିଂ ବରିହା ସଭାପତି

  ପଦ୍ମପୁର(ନୀଲାମ୍ବର ଦୀପ୍):-ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ବିଜୟ ରଂଜନ ସିଂ ବାରିହା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଧର୍ମଶାଳା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ସଭାର ପ୍ରାରମ୍ଭରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ପୂର୍ବତନ…

ବେହାଲ କନ୍ଧମାଳ: ଧୋଇ ହୋଇଗଲା ପୋଲ

ଜି ଉଦୟଗିରି/ ଗଗନ ପ୍ରଧାନ : ଗତକାଲି ସକାଳୁ ଭୀଷଣ ବର୍ଷାରେ କିଛିଦିନ ପୂର୍ବରୁ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଥିଲା | ଯାହା ଫଳରେ ଯାତ୍ରୀ ମାନଙ୍କ ନାହିଁ ନଥିବା ଅସୁବିଧାର ସମୁଖିନ୍ନ କରିଥିବାର ଦେଖିବାକୁ ମିଳିଥିଲା | ଏହି 59ନମ୍ବର  ରାଜପଥ ରାୟଗଡା, କଳାହାଣ୍ଡି…

ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ମ୍ୟାଚ୍ ଉଦ୍ଘାଟିତ

    ଭୁବନେଶ୍ୱର (ଶାସକ ପ୍ରଶାସକ) : ସୈନିକସ୍କୁଲ ଭୁବନେଶ୍ୱର ଖେଳପଡିଆରେ ଉଦ୍ଘାଟିତ ହୋଇ ଯାଇଛି ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ପ୍ରତିଯୋଗିତା | ଓଡିଶା ସରକାରଙ୍କ କ୍ରୀଡା ବିଭାଗ ନିର୍ଦ୍ଦେଶକ  ଶ୍ରୀ ଆର. ଭିନିଲ୍ କ୍ରିଷ୍ଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ପ୍ରତିଯୋଗିତାରେ…

ଉପେନ୍ଦ୍ର ସାର ଆଉ ନାହାନ୍ତିିିି

ମେଲଛାମୁଣ୍ଡା, (ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଉପେନ୍ଦ୍ର ସାହୁ ଆଉ ଇହ ଧାମର ନାହାନ୍ତି । ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ହେଉଥିଲା । ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ହାଇସ୍କୁଲ ଶିଷକ ଥିଲେ । ଏହି ବୟସରେ ମଧ୍ୟ ସେ…

ଈଶ୍ୱରପ୍ରାପ୍ତି ହିଁ ମଣିଷ ଜୀବନର ପ୍ରକୃତ ଉଦେଶ୍ୟ

ନୃସିଂହନାଥ ପିଠରେ ଧର୍ମସଭା ଲହୁଣୀପଡା- ମଣିଷ ଜୀବନ ହେଉଛି ଅଢେଇ ଦିନିଆଁ| ହେଲେ ଦୁଇ ଦିନର କୁଣିଆ ହୋଇ ଆସିଥିବା ଦୁନିଆକୁ ଆମେ ମୋହଗ୍ରସ୍ତ ହୋଇ ଅକ୍ତିଆର କରିବାକୁ ଚାହୁଁଛେ| ହେଲେ ଧନ ସମ୍ପତି ଠୁଳ କରିବା ତଥା ବଡ ଘର କୋଠାବାଡ଼ି କରିବା ମଣିଷ ଜୀବନର ଉଦେଶ୍ୟ ନୁହେଁ,ଈଶ୍ୱରପ୍ରାପ୍ତି…

ଉଚ୍ଛନ୍ନ ହୋଇଗଲା ପ୍ରଦୀପଙ୍କ ସଂସାର

ଚାଲିଗଲା ଦୁଇ ନିଷ୍ପାପ ଜୀବନ : ଡାକ୍ତରଙ୍କ ଅବହେଳା ଅଭିଯୋଗ ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଲିଆ ଗ୍ରାମପଞ୍ଚାୟତର୍ ସୁବର୍ଣ୍ଣପୁର ସାହିରେ ବିଳମ୍ବିତ ରାତ୍ରରେ ଘଟିଛି ଦୁଃଖଦାୟକ ତଥା ଅଭାବନୀୟ ଘଟଣା | ଗତ ରାତିରେ ପ୍ରଦୀପ ଦଣ୍ଡସେନାଙ୍କ…

ଉଦଘାଟିତ ହେଲା କମ୍ୟୁନିଟି ସେଣ୍ଟର

ରାୟଗଡା /ସରୋଜ ସାହୁ:  ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଂଟା ଗ୍ରାମ ପଂଚାୟତ ଠାରେ ଏକ କମ୍ୟୁନିଟି ସେଣ୍ଟର ଶୁଭ ଉଦଘାଟିତ ହୋଇଯାଇଅଛି ।ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ମନ୍ତ୍ର ଜଗନ୍ନାଥ ସାରକାଙ୍କ କରକମଳରେ ଏହି କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟିତ…

ରାୟଗଡା ବ୍ଲକ ତରଫରୁ ଆବାସ ମେଳା : ୪୬୩ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ

ରାୟଗଡା (ସରୋଜ ସାହୁ ) – ରାୟଗଡା ବ୍ଲକ ତରଫରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆବାସ ମେଳା ଅନୁଷ୍ଠିତ  ହୋଇଯାଇଅଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ କୋରାପୁଟ…

ଟ୍ରେନ ଦୁର୍ଘଟଣାରେ ଆହତ ସୂର୍ଯ୍ୟକାନ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ପାରାଦ୍ବୀପ ବିଧାୟକ

ଜଗତସିଂହପୁର:(ରମେଶ ମହାନ୍ତି)-ଗତ ମଙ୍ଗଳବାର ଦିନ ବଡବନ୍ଧ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ସୂର୍ଯ୍ୟକାନ୍ତଙ୍କୁ ଭେଟିଥିଲେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ।ସୂର୍ଯ୍ୟକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ୨୦ହଜାର ଟଙ୍କା…

“ଏଥର ମାନି ଯାଆନ୍ତୁ, ଓଡିଶାରେ ଆୟୁଷ୍ମାନ ଲାଗୁ କରନ୍ତୁ”

ନବୀନଙ୍କ ପତ୍ର ଲେଖିଲେ ୧୨ ଓଡିଆ ସାଂସଦ ଭୁବନେଶ୍ୱର(ଶାସକ ପ୍ରଶାସକ): ଆଉ ଡେରି କରନ୍ତୁ ନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡିଶାକୁ ସାମିଲ କରନ୍ତୁ  । ଏମିତି  ଏକ ଅନୁରୋଧ କରି ଓଡିଶାରୁ ନିର୍ବାଚିତ ବିଜେପି ସାଂସଦ…