Sign in
Sign in
Recover your password.
A password will be e-mailed to you.
ବାଲିକୁଦା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ : ତତ୍କାଳ ୫ଟି ଅଭିଯୋଗର ସମାଧାନ
ଜଗତସିଂହପୁର:(ରମେଶ ମହାନ୍ତି)-ଆଜି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣୀ କରିଥିଲେ।ଏହି…
କ ନୂଆଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣୀ
ଜି ଉଦୟଗିରିରୁ ଗଗନ କୁମାର ପ୍ରଧାନ
କ ନୂଆଗାଁ ବ୍ଲକ ସଭା ଗୃହରେ ଜିଲ୍ଲ ପlଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ବେ 14 ଟି ପଞ୍ଚାୟତର ବହୁ ଲୋକ ଅଭିଯୋଗ କରିବା ନିମନ୍ତେ ଆସିଥିଲେ । କିନ୍ତୁ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତ…
ପ୍ରବଳ ବର୍ଷା ସତ୍ତ୍ୱେ 1105 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ
ବରଗଡ :- ଜିଲ୍ଲା ସାରା ପ୍ରବଳ ବର୍ଷ । ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ପାଇକମାଲ ବ୍ଲକର ବୁକୁରାମୁଣ୍ଡା ଓ ଲାଖମରା ଠାରେ 6 ଟି ଗ୍ରାମ ପଞ୍ଚାୟତର 1105 ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହା ସହିତ ଉକ୍ତ ଅଂଚଳର 264…
ସିବିଏସଇ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗ : ପୁନର୍ବିଚାର ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
Bhubaneswar/ Shasak Prashasak : ସିବିଏସଇ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ନିକଟକୁ ଲେଖିଥିବା ପାତ୍ରରେ ବର୍ଦ୍ଧିତ…
ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅସମୟରେ ତୁରନ୍ତ ପହଁଚିଲା ପ୍ରଶାସନ
ବରଗଡ :- ବିଗତ ଦୁଇଦିନ ହେଲା ବରଗଡ଼ ଜିଲ୍ଲା ସାରା ପ୍ରବଳ ବର୍ଷା ହେଇଛି । ଜିଲ୍ଲାର ସର୍ବାଧିକ ବର୍ଷା ପାଇକମାଲ ବ୍ଲକରେ ଓ ଗନ୍ଧମାର୍ଦ୍ଦନ ପର୍ବତରେ ଓ ଏହାର ପାଦ ଦେଶରେ ହେଇଛି । ପାଇକମାଲ ବ୍ଲକ ମୁଖ୍ୟାଳୟରେ ଗତ 36 ଘଣ୍ଟାରେ 253 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ…
କେବେ ସରକାର ଶୁଣିବେ ଭିନ୍ନକ୍ଷମ ଗୁରୁବାରୀଙ୍କ ଗୁହାରି
ସରକାରୀ ଯୋଜନା ଅପହଞ୍ଚ, ଭିନ୍ନକ୍ଷମ ପ୍ରତି ପ୍ରଶାସନର ନଜର ପଡୁନି
ବାରିପଦା(ଦିଲ୍ଲୀପ ମହାନ୍ତି)- ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କୁ ସାମାଜିକ ଓ ଅର୍ଥନୈତିକ ସୁବିଧା ସୁଯୋଗ ଯୋଗାଇ ଦେବା ଉଦେ୍ଧଶ୍ୟରେ ଗୋଟାଏ ପରେ ଗୋଟାଏ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଚାଲିଛନ୍ତି ।…
ମୟୂରଭଞ୍ଜରୁ ବିମାନ ଉଡ଼ାଣ ଏବେ ଏକ ପ୍ରଶ୍ନବାଚୀ
ବିମାନ ସେବା ଫାଇଲରେ ଲାଗିଯାଇଛି କି ଅଳନ୍ଧୁ !!!!!!
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରୁ ବିଭିନ୍ନ ସହରକୁ ବିମାନ ସେବା କେବେ ଶୁଭାରମ୍ଭ ହେବ ତାହା ଏବେ ପ୍ରଶ୍ନବାଚୀ ହୋଇଯାଇଛି । ଭୂବନେଶ୍ୱରରେ ଗତ ୨୦୧୫ ନଭେମ୍ବର ୨୦ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ…
ଗାଇସିଲେଟ : ଜୋର ହେଉଛି ପାଣି ସୂଅ, , ବଢୁଛି ଲୋକଙ୍କ ଭୟ
Gaisilet/ Kedarnath Sahu : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ପ୍ରବଳବର୍ଷା ଯୋଗୁଁ ବନ୍ୟା ଆଶଙ୍କା ରହିଛି। ତାଲପାଲି ପଞ୍ଚାୟତର ବରାମୁଣ୍ଡା ଓ ତାଲପାଲି ଗ୍ରାମ ରାସ୍ତା ମଝିରେ ଥିବା ପୋଲ ଉପରୁ ପ୍ରାୟ ଗୋଟିଏ ଫୁଟପାଣି ଯାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ…
ଯେଉଁଠି ଶଦ୍ଧ ବ୍ରହ୍ମ ଭାବେ ପୂଜିତ, ସେଠାରେ ସାହିତ୍ୟିକମାନେ ନମସ୍ୟ : ରାଜ୍ୟପାଳ
ରାଜଭବନରେ ରାଷ୍ଟ୍ରୀୟ କବି ସମ୍ମେଳନ
"ଭାରତ ହେଉଛି ଭାବ,ରାଗ ଓ ତାଳର ଉଜ୍ଜ୍ୱଳ ଭୂମି"
ଭୁବନେଶ୍ୱର: କବିମାନେ ହେଉଛନ୍ତି ଜ୍ଞାନମାର୍ଗୀ ଦ୍ରଷ୍ଟା । ତାଙ୍କ ସର୍ଜନା ପାଲଟିଯାଏ ସକଳ ସୃଷ୍ଟିର ମଂଗଳ ପାଇଁ ପ୍ରାର୍ଥନା । ମଣିଷ ମନରେ ସୁପ୍ତ ଚେତନାକୁ ଜାଗ୍ରତ କରାଇ ସକାରାତ୍ମକ ଭାବଧାରାରେ…
ଶ୍ରାବଣ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ
ଧର୍ମଗଡ଼ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଶିବ ମନ୍ଦିର ଠାରେ ଗତ କାଲି ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ଉପଲକ୍ଷେ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ବୋଲବମ ଶ୍ରଦ୍ଧାଳୁ ଭକ୍ତ ମାନେ ଭାବ ବିହ୍ୱୋଳ ହୋଇ ଦଣ୍ଡ ମାରି ମାରି ମନ୍ଦିର ଠାରୁ ପ୍ରାୟ…