ପୁଲବାମା ଶହିଦ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି 

2

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:- ବରଗଡ ଜିଲ୍ଲ ପାଇକମାଲ ବ୍ଲକ ବରତୁଣ୍ଡା ଠାରେ ଯୁବକ ଯୁବତୀ ତଥା ଗ୍ରାମବାସୀ ମାନେ ସେହି ଦୁଖର ୨୦୧୯ ଫେବୃଆରି ୧୪କୁ ମନେପକାଇ ୪୦ଜଣ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି ପାଇଁ କ୍ୟାଣ୍ଡେଲ ଯାତ୍ରା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ।

ପ୍ରଥମେ ଗାଁ ର ଲକ୍ଷ୍ମୀ ମଣ୍ଡପ ପଡିଆଠାରେ ନିରବ ପ୍ରାର୍ଥନା ପରେ ହାତରେ କ୍ୟାଣ୍ଡେଲ ଧରି ଗାଁ ବୁଲିଲେ ପରେ ଗୋଟିଏ ପ୍ରଶାନ୍ତ ବାଗ ଙ୍କର ନିର୍ଦେଶନା ରେ ଏକ ଦେଶ ଭକ୍ତି କ୍ଷୁଦ୍ର ନାଟକ ଶିଶୁ ମାନେ ପରିବେଶଣ କରିଥିଲେ।ଗ୍ରାମର ଜିଲ୍ଲାପରିଷଦ ବିଶ୍ବନାଥ ବାଗ ତ୍ରିଲୋଚନ ହେର୍ଣ୍ଣା ଉମାକାନ୍ତ ବାଗ ଉଗ୍ରେସନ ପ୍ରଧାନ ଜଗଜିବନ ସିଂ ଗିର୍ଣ୍ଣା ରୁକ୍ମଣ ଧରୁଆ ଜୁନେଦ ଖାନ ଟଙ୍କଧର ପୋଢ ସହଯୋକ କରିଥିଲେ।

Leave A Reply

Your email address will not be published.