ଗାଇସିଲେଟ ଠାରେ ବ୍ଲକ ସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।  ଗାଇସିଲେଟ ଷ୍ଟାଡିୟମ ଠାରେ ୟୁଥ କ୍ଲବର ଉପସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ…

ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ରାନ୍ତି ଦିବସ ପାଳିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ କ୍ରାନ୍ତି ସପ୍ତାହ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ  ମହାବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି ।      ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା…

ଅଖଣ୍ଡ ଭାରତ ବର୍ଷ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରଥ ସାମନାରେ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମିଳିତ ଆନୁକୂଲ୍ୟରେ ଅଖଣ୍ଡ ଭାରତ ବର୍ଷ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ଏହି…

ସେବାୟତମାନଙ୍କ ୧୧ ଦଫା ଦାବି ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ- ମନ୍ତ୍ରୀ ପ୍ରତାପ ଜେନା

ବାରିପଦା(Dillip Mohanty)- ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଗଷ୍ଟ ୧୫ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରିଜର୍ଭ ପୁଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି…

ଜିଲ୍ଲା ପୋଲିସ ପ୍ରଶାସନର ” ଉଡାନ” ପ୍ରଶିକ୍ଷଣ କାର୍ଯ୍ୟକର୍ମକୁ ପ୍ରଶଂସା କଲେ ମନ୍ତ୍ରୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ପରିକଳ୍ପନା କରି ଗତ ୧୫ ଦିନ ଧରି ଚାଲିଥିବା "ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦେଖି ମାନ୍ୟବର ମନ୍ତ୍ରୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା , କ୍ରୀଡ଼ା ଓ ଯୁବା ବ୍ୟାପାର  ମନ୍ତ୍ରୀ ତୁଷାର…

ବଜରଙ୍ଗ ଦଲ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ

ବଲାଙ୍ଗିର :(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗୀର ବଜରଙ୍ଗ ଦଲ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି । ବଜରଙ୍ଗ ଦଲ ର ଦୁର୍ଗା ବାହୀନି ର ମହିଳା ମାନେ ୧୮୯ ବାଟାଲିୟନ ର ଜବାନ ମାନଙ୍କୁ ରାକ୍ଷୀ ବନ୍ଧନ କରିଥିଲେ। ସେହିପରି ଜିଲ୍ଲାପାଲ ଶ୍ରୀ ଅରିନ୍ଦମ ଡାକୁଆ…

୪ଟି କଲୋନୀ ପକ୍ଷରୁ ମିଳିତ ପତାକାତ୍ତୋଳନ

ଭୁବନେଶ୍ୱର/ ଶାସକ ପ୍ରଶାସକ : ନୂଆଗାଁ ମୋୖଜ଼l ଅନ୍ତର୍ଗତ ଗଙ୍ଗୁଆ ନାଳ କୂଳରେ ଅବସ୍ଥିତ ଚାରିଗୋଟି କଲୋନୀ ଯଥା ମାରୁତି ନଗର, ବିଜୟ ବିହାର, ବିଶାଳ ସିଟି ଏବଂ ଅପସନl ଗାର୍ଡେନ ବାସିନ୍ଦା ମାନେ ଗଙ୍ଗୁଆ ନାଳ ରାସ୍ତା ପ୍ରଥମ ତିନି ଛକି ଠାରେ ଏକ ମିଳିତ ପତାକତ୍ତୋଳନ ପାଳନ କରିଥିଲେ l ଏଥିରେ…

ରାୟଗଡା ମହାସମାରୋହରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ରାୟଗଡା ( ସରୋଜ କୁମାର ସାହୁ )ରାୟଗଡା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟର ଖେଳ ପଡିଆ ଠାରେ ୭୩ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଉକ୍ତ ଦିବସରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ମାନ୍ୟବର ରଷ୍ଟ୍ରମନ୍ତ୍ରୀ…

ମେଲଛାମୁଣ୍ଡା ଅଂଚଳରେ ଉଡିଲା ତ୍ରିରଙ୍ଗା

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଅଂଚଳବାସୀ ଗୁରୁବାର ଦିନ ମହାସମାରୋହରେ ୭୩ତମ ସ୍ୱାଧିନତା ଦିବସ ପାଳନ କରିଛନ୍ତି । ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟତିତ ବିଭିନ୍ନ ଛକ, ବଜାର, ଦୋକାନ ଏବଂ ସର୍ବୋପରୀ ଘର ମାନଙ୍କର ଛାତରେ ତ୍ରିରଙ୍ଗା ପତାକା…

କ୍ରୋଧ ଓ ଲୋଭକୁ ସମ୍ଭରଣ କରିବା ମଣିଷର କର୍ତବ୍ୟ: ପଦ୍ମଶ୍ରୀ ନାଗ

ଜେଲରେ ହାସ୍ୟକବି ସମ୍ମିଳନୀ,ପୁସ୍ତକ ଉନ୍ମୋଚିତ ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ସବଜେଲରେ ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଏକ ହାସ୍ୟକବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବରେ ଯୁବନେତା ସୁବ୍ରତ ସିଂହ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବରେ ପଦ୍ମଶ୍ରୀ…