Sign in
Sign in
Recover your password.
A password will be e-mailed to you.
ରୋଗୀଣା ବୋଲି ହଷ୍ଟେଲରୁ ତଡ଼ା ଖାଇଲେ ଦଶମ ଶ୍ରେଣୀ ଛାତ୍ରୀ !!
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ଭଉଣୀର ଚିକିତ୍ସା ପାଇଁ ଦାଦନ ଯାଇଛି ଭାଇ
ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : ଜାତି ଓ ଜନଜାତି ଛାତ୍ରୀ ନିବାସମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା, ସେବାଶ୍ରମ ରହି ପାଠ ପଢିବା ଖାଇବl ସହ ରୋଗରେ ଆକ୍ରାନ୍ତ ହୋଇଲେ…
ତାତିଲେ ମହିଳା, ଦଲକି ଦୁଲୁକିଲା
ନିଶାମୁକ୍ତି ଅଭିଯାନରେ ରାଜରାସ୍ତାକୁ ଓହ୍ଲାଇଲେ ଠାକୁରାଣୀ-ଦଲକି ଗ୍ରାମର ମହିଳା
ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀ ଓ ଦଲକି ଗ୍ରାମର ମହିଳାମାନେ ଏକାଠି ହୋଇ ନିଶାମୁକ୍ତି ନିମନ୍ତେ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଶତାଧିକ ମହିଳା ନିଶାମୁକ୍ତି…
ଜିଲ୍ଲାପ୍ରଶାସନ ପକ୍ଷରୁ ଜନଅଭିଯୋଗ ଶୁଣାଣୀ:୬୭ ଅଭିଯୋଗ ଆଗତ
ଭଦ୍ରକ(Satyabhusan Swami) : ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ…
କମ ବୟସରେ ବାହାଘର ନ କରାଇବା ପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତ ହେଲା କାର୍ୟ୍ୟଖସଡା :ଗଠିତ ହେଲା ଟାସ୍କ ଫୋର୍ସ
ରାୟଗଡ ଜିଲ୍ଲାରେ ସମସ୍ତ ଶିଶୁ ନିୟମିତ ବିଦ୍ୟାଳୟ ଯିବେ, ଶିଶୁ ନିଜେ ଦକ୍ଷ ହେବେ
ରାୟଗଡ(ସରୋଜ ସାହୁ) : ଜିଲ୍ଲା ପ୍ରଶାସନ, ରାୟଗଡ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଆୟୋଜନକ୍ରମେ କିଶୋର ଓ କିଶୋରୀମାନଙ୍କୁସଶକ୍ତ କରିବା ଓ ବାଲ୍ୟ ବିବାହ…
ମୟୂରଭଞ୍ଜ: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନା ସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ
ବାରିପଦା-(ଦିଲ୍ଲୀପ ମହାନ୍ତି )-ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରୁଥିବା ବାରିପଦା, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଆଦି ଚାରୋଟି ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ…
ଜାତୀୟସ୍ତରୀୟ ମୟୂରଭଞ୍ଜ ଚିତ୍ର ପ୍ରଦର୍ଶନୀ ଅଗଷ୍ଟ ୨୨ରୁ
ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୨୨ରୁ ୨୫ ପର୍ଯ୍ୟନ୍ତ ୪ ଦିନ ଧରି ମୟୂରଭଞ୍ଜ ମହାରାଜାଙ୍କ ବାରିପଦା ବେଲଗଡ଼ିଆସ୍ଥିତ ରାଜପ୍ରାସାଦ ପରିସରରେ ରାଜପରିବାର ପକ୍ଷରୁ ସ୍ଥାପିତ ମୟୂରଭଞ୍ଜ ଫାଉଣ୍ଡେସନ ଦ୍ୱାରା ଜାତୀୟସ୍ତରୀୟ ମୟୂରଭଞ୍ଜ ଚିତ୍ର ପ୍ରଦର୍ଶନୀ କୋଲକାତା, ଦିଲ୍ଲୀ , ମୁମ୍ବାଇ ଓ…
କି ଅମାନବୀୟ : ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ନିର୍ମମ ହତ୍ୟା
ଯୋଡ଼ା (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନୟାଗଡ଼ ନିକଟସ୍ଥ ନେଙ୍କଡ଼ାପାଲୀ ଗ୍ରାମରେ ଜୈନେକ ମହିଳା ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡାଙ୍କୁ ଗୁଣି ଗାରେଡି ସନ୍ଦେହରେ ନୃଶଂସ ଭାବେ ସଂଘବଦ୍ଧ ହୋଇ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ. ରାମ ମୁଣ୍ଡାଙ୍କ ଝିଅ…
ସଂଯୋଗ : ଦୁହିଁଙ୍କ ସମୟରେ ଗଢା ହୋଇଥିଲା, ଏବେ ଦୁହେଁ ବସିବେ
ଭୁବନେଶ୍ୱର(Girija Dash): କମିସନରେଟ ପୋଲିସ ବିଲଡିଂ ପାଇଁ ସଂଯୋଗ ଦିନ ହୋଇ ପାରେ | କାରଣ ଏବେ ପୂର୍ଣ୍ଣତା ଆସିବ | କାରଣ ଏହି ଭବ୍ୟ କୋଠା ଯାହା ସମୟରେ ପ୍ରାୟତଃ ହୋଇଥିଲା ଆଉ ଯିଏ ଏହି କୋଠା ନିର୍ମାଣ ଦାୟିତ୍ୱରେ ଥିଲେ ସେମାନେ ଏବେ ସେଠି ବାସ୍ତବିକ ବସ ଭାବେ ଆସୀନ ହେବେ | କାରଣ ପୋଲିସ…
ମାନସିକ ଅନଗ୍ରସର ପିଲାଙ୍କୁ କୋଳେଇ ନେଇ ତଳେ ବସିଗଲେ , ମନଭରି ଅନେକ ଗପିଲେ ମନ୍ତ୍ରୀ ଅଶୋକ
ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ
ନୂଆପଡ଼ା,(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ, ମାନବ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ …
ସୁଧାଂଶୁଙ୍କୁ ଦ୍ୱୈତ ନଗରୀ, ସତ୍ୟଜିତଙ୍କୁ କାରାଗାର
ପୋଲିସ ମୁଖିଆ ବଦଳିବା ପରେ ଆଶା କରାଯାଉଥିଲା ଯେ ଆଇପିଏସ୍ ସ୍ତରରେ ଅଦଳବଦଳ ହେବ | ଆଉ ତାହା ହିଁ ହେଲା, ନୂଆ ଡିଜି ବି କେ ଶର୍ମା କରିଛନ୍ତି ବଡ ଧରଣର ଅଦଳବଦଳ | ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏକା ଦଫାକେ ବଦଳିଛନ୍ତି ୩୬ ଜଣ ଆଇପିଏସ୍ ଓ ୩ ଓପିଏସ୍ ଅଧିକାରୀ ।…