ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୁତ , ଘଟଣା ସ୍ଥଳରୁ ସ୍ୱାମୀ ମାରିଲା ଚମ୍ପଟ୍

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ହାଣିଲା ସ୍ୱାମୀ ରେଢ଼ାଖୋଲ /ଅନୁଗୋଳ(ଯଶୋବନ୍ତ ନାରାୟଣ ସାହୁ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ଘଟିଛି ଅଘଟଣ । ଟାଙ୍ଗିଆ ଚୋଟରେ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ I ସୂଚନା ମୁତାବକ ଗଦାଧରପୁର ଗ୍ରାମର ଶେଷ…

ଡାଡୁମାହା ଘାଟି ତଳକୁ ଖସିଲା ବସ, 30ରୁ ଉର୍ଧ୍ବ ଆହତ

କନ୍ଧମାଳ : କନ୍ଧମାଳ କୋଟଗଡ଼ ଥାନା ଡାଡୁମାହା ଘାଟି ତଳକୁ ଏକ ବସ୍ ଖସିଯାଇଛି ।  ୨୫ ଫୁଟ୍ ତଳକୁ ବସଟି ଖସିଯାଇ ସେଥିରେ ଯାଉଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବସଟି କୋଟଗଡ଼ରୁ ଶ୍ରୀରାମପୁର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।…

ଯିବା ବାଟରେ ନିଜେ ପଢିଥିବା ସ୍କୁଲ ପଡିଲା ତ, ମନ୍ତ୍ରୀଙ୍କୁ ଟାଣିନେଲା ପିଲାଦିନ

ବରଗଡ :- କାର୍ଯ୍ୟକ୍ରମରେ ଯାଉଥିଲେ ବିଜେପୁର । ହେଲେ ବାଟରେ ପଡିଗଲା ସେଇ ସ୍କୁଲ , ଯେଉଁଠି କଟିଥିଲା ପିଲାଦିନ । ସରିଥିଲା ପ୍ରାଥମିକ ଶିକ୍ଷା ।  ଆଉ ମନ ଟାଣିଲାନି ଆଗକୁ ଯିବାକୁ । ମନେ ପଡିଗଲା ପିଲାଦିନର ସେଇ ଅଭୁଲା ସମୟ, ସେଇଠି ବ୍ରେକ ଲାଗିଗଲା ମନରେ । ଗାଡି ସାଇଡ କରି ରଖିବାକୁ…

ପୁଣି ଏସପି ସାରା ଶର୍ମା ଗାଇଲେ ଗୀତ : ଏଥର ଗୋପାଳ କୃଷ୍ଣ ଗୀତାବଳୀରୁ

ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମୃତି ସନ୍ଧ୍ୟା ପାଳିତ ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ  ସ୍ମୃତି-ସନ୍ଧ୍ୟା …

ପ୍ରେମର ଛଳନା ପରେ ପ୍ରତାରଣା : ଜେଲ ଗଲେ ଯୁବକ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଭୁବନେଶ୍ୱରପୁର ଗ୍ରାମର ବଲ୍ଲଭ ସିକାଙ୍କର ସେହି ଗ୍ରାମର ଜଣେ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନେ ବଲ୍ଲଭ ଉକ୍ତ ଯୁବତୀ କୁ ବାହାହେବାର ପ୍ରଲୋଭନ ଦେଖାଇ ଛତିଶଗଡ଼ ର ରାୟପୁର କୁ ନେଇଯାଇଥିଲା । ରାୟପୁର ରେ ପ୍ରାୟ ଦେଢ଼ ମାସ କାଳ ଉକ୍ତ…

ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ 

ଭୁବନେଶ୍ୱର - ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ବିଧାୟକ ଶ୍ରୀ ମିତ୍ର ଗତ କିଛି ଦିନ ହେଲା ମୁମ୍ବାଇର କୋକିଳାବେନ୍…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ

ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ - ଧର୍ମେନ୍ଦ୍ର ପ୍ରଧାନ  ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ ଚଳାଚଳ କରିବାକୁ ପିୟୂଷ ଗୋଏଲଙ୍କ ଘୋଷଣା  ଜୁଲାଇ ୧୮ରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ…

ବାଲିଗୁଡା ବିଧାୟକ ଚକ୍ରମଣିଙ୍କ ଵିଲାମାଲ ଜିପି ଗସ୍ତ : ୨୧୬ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ 

ଜି ଉଦୟଗିରି/ ଗଗନ ପ୍ରଧାନ : ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହର ବିଲାମାଳ ଗ୍ରାମ ପଞ୍ଚାୟତ ଠାରେ  ଆବାସ ଯୋଜନାରେ ୨୧୬ ହିତାଧିକାରୀଙ୍କୁ କାର୍ଯ୍ୟ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ବିଜେଡି ବ୍ଳକ ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ, ଚେୟାରମ୍ୟାନ ଶ୍ରୀ ପ୍ରକାଶ…

ବିଧାୟକ ଅଧିରାଜଙ୍କୁ ମହିଲା ଡିଗ୍ରୀ କଲେଜ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ 

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ମହିଲା ଡିଗ୍ରୀ କଲେଜ ତରଫ ରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଏହାପରେ ବିଧାୟକଙ୍କ ନବନିର୍ମିତ ମହାବିଦ୍ୟାଳୟ ବିଲଡିଂ  ପରିଦର୍ଶନ ପରେ ବୃକ୍ଷ ରୋପଣ କରିଛନ୍ତି । ଏକ ଭବ୍ୟ ସମାରୋହରେ ନବନିର୍ବାଚିତ ବିଧାୟକ ଅଧିରାଜ…

ରିଲିଫ ଓ ଥଇଥାନ ପାଇଁ ନରସିଂହ ଦାବି କଲେ ୧୦୦୦ କୋଟି ସହାୟତା

  ବନ୍ୟା ବିତ୍ପାତ : ବଲାଙ୍ଗିରରେ ରାଜସ୍ୱ ମନ୍ତ୍ରୀ ଓ ଏସଆରସି କଲେ ସମୀକ୍ଷା   ବଲାଙ୍ଗୀର(ନିରୋଜ ମିଶ୍ର)- ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ହୋଇଯାଇଥିବା ଭୟଙ୍କର ବନ୍ୟାରେ ଲୋକେ ନାଇଁ ନ ଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ଏ ସବୁର ସମୀକ୍ଷା, ଲୋକେ ଠିକ୍ ହିସାବରେ…