ବ୍ଲକ ପ୍ରଶାସନର ଲାଞ୍ଚଖୋର ମାନସିକତାକୁ ବରଦାସ୍ତ କରିବ ନାହିଁ ଦଳିତ ଅଧିକାର ମଞ୍ଚ : 

ଦଳିତ ଅଧିକାର ମଞ୍ଚ ପକ୍ଷରୁ ବ୍ଲକସ୍ତରୀୟ ସଭା  ନୂଆପଡା /ପ୍ରିୟବ୍ରତ ପଣ୍ଡା : ବୋଡ଼େନଠାରେ ଦଳିତ ଅଧିକାର ମଞ୍ଚର ଜିଲ୍ଲା ସଭାପତି କମଲ ଚରଣ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଏକ ବ୍ଲକ୍ ସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମାଜସେବୀ ତଥା ଆମ୍ବେଦକରବାଦୀ ନେତା ଶ୍ରୀମାନ ଉପେନ୍ଦ୍ର…

ବର୍ଷା ଧୋଇନେଲା ରାସ୍ତା,ଗାଁକୁ ଯାତାୟତ ଠପ୍ : ତୁରନ୍ତ ମରାମତି ଦାବି

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ରବିବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ରେଢ଼ାଖୋଲ ସବ୍ଡିଭିଜନ ନାକଟିଦେଉଳ ବ୍ଲକ ଶିମିଳିପାଳ ଗାଁ କୁ ଯାଇଥିବା RD ରାସ୍ତା ଧୋଇ ହୋଇଯାଇଛି I ଏହି ରାସ୍ତା ଦେଇ ଶିହିଳିଆ ,ଶରଧାପୁର , ବନ୍ଧୁପାଲି ଓ ଶିମିଳିପାଳ ଲୋକେ ଯାତାୟତ କରିଥନ୍ତି…

ସାଧାରଣ ନିର୍ବାଚନ ପରେ ପଦ୍ମପୁର ଏନଏସିରେ ବିଧାୟକଙ୍କ ପ୍ରଥମ ସମୀକ୍ଷା ବୈଠକ।

ପଦ୍ମପୁର/ଶାସକପ୍ରଶାସକ- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଏନଏସି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଠାକାର ଡ୍ରେନେଜ ବ୍ୟବସ୍ଥା କଥା ନ କହିବା ଭଲ । ସବୁ ଡ୍ରେନ ପଲିଥିନ ଯୋଗୁଁ ଜାମ ହୋଇ ପଡ଼ିଥିବା ବେଳେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଅଫିସରେ କେହି ନାହାନ୍ତି । ଅଳ୍ପ…

ସିଆରପିଏଫ ଓ ସମ୍ବାଦ- ଆମ ଓଡିଶା ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ୭୨ ୟୁନିଟ ରକ୍ତ ସଂଗ୍ରହ

ରାୟଗଡା (ସରୋଜ ସାହୁ) – ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ- ଆମ ଓଡିଶା- ସିଆରପିଏଫ ମିିଳିତ ଆନୁକୁଲ୍ୟରେ ରାୟଗଡାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ କ୍ୟାମ୍ପସରେ ଅନୁଷ୍ଠିତ  ଶିବିରରୁ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସିଆରପିଏଫ ୪ର୍ଥ ବାୟାଲିୟନ୍…

ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବରିଷ୍ଠ ସାମ୍ବଦିକ ତଥା ରାଜନୈତିକ ଭାଷ୍ୟକାର ରଣଜିତ୍ ଗୁରୁ ଓ ଦୂରଦର୍ଶନର ସମ୍ବାଦ ପାଠିକା ନୀଳିମା ଶର୍ମା ଙ୍କର ଅକାଳ ବିୟୋଗରେ ରେଢ଼ାଖୋଲ ଉପଖଣ୍ଡ ସାମ୍ବଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି I ସଂଘ ର ସଭାପତି…

 ପଦ୍ମପୁର ବିଜେଡିର କର୍ମି ସମ୍ମିଳନୀ : ସରକାରଙ୍କ ଯୋଜନାର ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ବିଧାୟକଙ୍କ ପରାମର୍ଶ 

  ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ସମସ୍ତ ପଂଚାୟତ ସ୍ତରର କର୍ମି ମାନଙ୍କୁ ନେଇ ଏକ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ବ୍ଳକ ସଭାପତୀ ପରମାନନ୍ଦ ସାହାଙ୍କ…

ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି ପାରଳାଖେମୁଣ୍ଡି ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ।        ମଞ୍ଚର ସଭାପତି ଇଂ.ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ …

କଳାଞ୍ଜଳି” ପକ୍ଷରୁ  ମାଗଣା ସ୍ବାସ୍ଥ୍ୟ ଚିକିତ୍ସା  ଶିବିର

           ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧି ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  "କଳାଞ୍ଜଳି" ସେବା ସଂସ୍ଥା ପକ୍ଷରୁ "ପ୍ରଭା"  ଅନୁଷ୍ଠାନ ସହଯୋଗରେ ପାରଳାଖେମୁଣ୍ଡି ଠାରେ ଥିବା ଡାଃ ରବି ନର୍ସିଂ ହୋମ ର ମୁଖ୍ୟ ଡାଃ ଆର:ରବି ଙ୍କ…

ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣରେ ଦାବୀ

ପାର୍ବଣ ଋତୁରେ ରାସ୍ତାରେ ବେଆଇନ ଚାନ୍ଦା ଆଦାୟ ପ୍ରସଙ୍ଗ  ରାୟଗଡା(ସରୋଜ ସାହୁ)ଆଗକୁ ଆସୁଛି ପାର୍ବଣ ଋତୁ ଯଥା, ଗଣେଶ ପୂଜା, ଦୁର୍ଗା ପୂଜା ଓ କାଳୀପୂଜା ଏମିତି ଅନେକ ପୂଜା ଆସୁଥିବା ବେଳେ ବର୍ତମାନ ରାସ୍ତାରେ ଚାନ୍ଦା ଆଦାୟ କରିବା ଏକ ଆଭ୍ୟାସରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି ।…