୩ ଜଣ  ନାବାଳିକା ନିଖୋଜ

0 2

ଝାରସୁଗୁଡା,ସମ୍ବଲପୁର -(ରମାକାନ୍ତ ବିଶ୍ବାଳ ) ଝାରସୁଗୁଡା ସହରାଞ୍ଚଳର ପୁରୁଣାବସ୍ତିରୁ ୩ ଜଣ  ନାବାଳିକା ନିଖୋଜ ହୋଇଥିବା ଜଣାଯାଇଛି l ସେମାନଙ୍କ ନାମ ଦୁଇ ଭଉଣୀ ରଶ୍ମିତା ଦାସ ଓ ଗୀତା ଦାସ ଏବଂ  ବନିତା ଛଚାନ ବୋଲି ଜଣାଯାଇଛି l ଆଜି ସକାଳୁ ପୁରୁଣାବସ୍ତି ମୁନିସିପାଳିଟି ହାଇସ୍କୁଲ କୁ ପାଠ ପଢିବା ପାଇଁ ଯାଇ  ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଝାରସୁଗୁଡା ଥାନାରେ ଏତଲା ଦିଆଯାଇଛି l

Leave A Reply

Your email address will not be published.