Sign in
Sign in
Recover your password.
A password will be e-mailed to you.
ବୁଲିଲା ୫ ଟି ଖଣ୍ଡା : ନିଲମ୍ବିତ ହେଲେ ବିଡ଼ିଓ
ହରଭଙ୍ଗା/ପ୍ରତାପ ମେହେର :- ହରଭଙ୍ଗା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରବୀନ୍ଦ୍ର ଶତପଥୀ ଙ୍କୁ ଆଜି ନିଲମ୍ବିତ କରାଯାଇଛି । ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଦୁର୍ନୀତି ର ଅଭିଯୋଗ ଥିଲା । ଚାକିରି ସମୟ ଆଉ ୨ ମାସ ଥିବା ବେଳେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି…
ରାଇରାଙ୍ଗପୁର ଅଧ୍ୟାପିକା ରୁକ୍ମିଣୀ ଆତ୍ମହତ୍ୟା ମାମଲା : ହସ୍ତକ୍ଷେପ କଲେ ଡିଜି ସତ୍ୟଜିତ ମହାନ୍ତି
କର୍ତ୍ତବ୍ୟରେ ଅବହେଳା କରିଥିବା ଆଇଆଇସି ମହାଳିକ ନିଲମ୍ବିତ
ବ୍ୟକ୍ତିଗତ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବାକୁ ଏସପି ସ୍ମିଥ ପି ପରମାରଙ୍କୁ ନିର୍ଦ୍ଦେଶ
ଉପରୁ ଆଦେଶ ପାଇଁ ରାଇରାଙ୍ଗପୁର ଯାଇ ଏସପି ଛାନଭିନ ଆରମ୍ଭ
ବାରିପଦା (Dillip Mohanty): ରାଇରାଙ୍ଗପୁର ଅଧ୍ୟାପିକା…
ଆଜି ଠୁ ମୋ ସରକାରରେ ସାମିଲ ହେଲା ଆବାସ ଓ ପାନୀୟ ଜଳ : ମନ୍ତ୍ରୀ ପ୍ରତାପ ଜେନା
ପ୍ରଥମ ଦିନରୁ ବହିନୀ ହେଲା ଆକ୍ସନ, ଜଣେ ବିଡ଼ିଓ ଓ ସରପଂଚ ଭୋଗିଲେ ଦୁନୀତିର ଫଳ
ଭୁବନେଶ୍ୱର(ଶାସକ ପ୍ରଶାସକ) ପଂଚାୟତି ରାଜ ବିଭାଗ ହାଉସିଂ(ଆବାସ) ଓ ପାନୀୟ ଜଳ ଆଜି ଠୁ ମୋ ସରକାରରେ ସାମିଲ ହୋଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ତଥା ନଗର ଉନ୍ନୟନ-ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ…
ଆହାର କେନ୍ଦ୍ର ଓ କେନ୍ଦ୍ରୀୟ ପାକଶାଲା ହେଲେ ଆଇଏସଓ ସାର୍ଟିଫାଏଡ଼
ଭୁବନେଶ୍ୱର (ଶାସକ ପ୍ରଶାସକ) : ସହରାଂଚଳରେ ଲୋକମାନଙ୍କୁ ସୁଲଭ ଓ ଗୁଣାତ୍ମକ ଭୋଜନ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଚାଲିଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି କେନ୍ଦ୍ରୀୟ ପାକଶାଲାକୁ ମିଳିଛି ଆଇଏସଓ ମାନ୍ୟତା | ଏ ବିଷୟରେ ନଗରଉନ୍ନୟନ ବିଭାଗ ପକ୍ଷରୁ…
ଶିମିଳିପାଳ ଜଙ୍ଗଲରୁ ପଳାଇ ଆସିଥିବା ସମ୍ବର ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଞ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ଗୁଡିଆଲବନ୍ଧ ନିକଟରୁ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିବା ସମ୍ବରଟି ଶେଷରେ ଜୀବନ ହାରିଥିବାର ଜଣାପଡିଛି । ଜଙ୍ଗଲ ଭିତରେ ସମ୍ବରଟି ଉପରେ ଶିକାରୀମାନେ ଆକ୍ରମଣ କରିବା ପରେ ପ୍ରାଣବିକଳରେ ଶିମିଳିପାଳ…
ଦୁଷ୍କର୍ମ ପରେ …….ପ୍ରିୟଙ୍କାଙ୍କୁ ଜାଳିକି ମାରିଦେଲେ, ଏଠି ରୁକ୍ମିଣୀଙ୍କୁ ଜଳି ଜଳି ମରିବାକୁ ଛାଡିଦେଲେ…
ଭରସା ତୁଟି ଯାଉଛି ପୋଲିସ ଉପରୁ, କାହାପାଇଁ "ମୋ ସରକାର" ଆଉ ୫- ଟି
ତଦନ୍ତ ପରିସରକୁ ଆସିଲେଣି କି ଭାଉଜ ଓ ତାଙ୍କ ପରିବାର
ଆତ୍ମହତ୍ୟା ପାଇଁ ପଥ ଉନ୍ମୁକ୍ତ କରିଥିବା ପୋଲିସ ଅଧିକାରୀଙ୍କ ଦାୟିତ୍ବହୀନତାର ଦଣ୍ଡ କଣ ବଦଳି -ନିଲମ୍ବନ !!!
ବାରିପଦା(ଦିଲ୍ଲୀପ ମହାନ୍ତି…
୩୧ତମ ବିଶ୍ୱ ଏଡ୍ସ ସଚେତନତା ଦିବସ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ଲିଗାଲ ସର୍ଭିସ କମିଟି ଓଡ଼ଗାଁ ଆନୁକୂଲ୍ୟରେ ୩୧ ତମ ଏଡ୍ସ ସଚେତନତା ଦିବସ ପାଳିତ ହୋଇଯାଇଛି । ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଓଡ଼ଗାଁ ନ୍ୟାୟାଧିକାରୀ…
ଚୋରାବାଉଁଶ ସହିତ ପିକ୍ଅପ୍ ଭ୍ୟାନ୍ ଜବତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ବିଶେଷ ସୁତ୍ରରୁ ଖବର ପାଇ ବନପାଳ ଜ୍ୟୋତିରଞ୍ଜନ ମାନସିଂଙ୍କ ସହିତ ଅନ୍ୟ ସହଯୋଗୀ ମାନେ ମିସି ଶନିବାର ମଧ୍ୟ ରାତ୍ରରେ ଗୟଳ ସିଂ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଚେମେଡି ନିକଟରୁ ଓ ଆର ୨୫ ଏ ୮୦୭୬ ପିକ୍ଅପ୍ ଭ୍ୟାନ ସହିତ ୯୩ ଖଣ୍ଡ କଂଟା ବାଉଁଶ ଜବତ କରିଛନ୍ତି ।…
ଜିଲ୍ଲା ସ୍ତରୀୟ ବିଶ୍ବ ଏଡସ୍ ଦିବସ-୨୦୧୯ ପାଳିତ : ଏଡସ୍ ରୋଗୀକୁ ଘୃଣା ନ କରି ଏଡସ୍ ରୋଗକୁ ଘୃଣା କରିବା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ବ ଏଡସ୍ ଦିବସ-୨୦୧୯ ପାଳିତ…
ମୟୂରଭଞ୍ଜ ପ୍ରେସ କ୍ଲବ ପୁର୍ନଗଠନ ଅବୈଧ ଓ ବିଭ୍ରାନ୍ତିକର : ପ୍ରତିଷ୍ଠାତା ସଭାପତି ବିଭୂଦତ୍ତ ଦାସ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ପ୍ରେସ କ୍ଲବର ସଭାପତି ବିଭୂଦତ୍ତ ଦାସଙ୍କ ଆବାହକତ୍ୱରେ କ୍ଲବର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଲବର ପ୍ରତିଷ୍ଠାତା ସଭାପତି ଶ୍ରୀଦାସ ତଥା ସଖ୍ୟା ଗରିଷ୍ଠ ସଦସ୍ୟ ଓବଂ ଏକ୍ଜିକୁ୍ୟଟିଭ…