ଚାରି ବିଧାୟକଙ୍କ ଭିତରେ ଲଢେଇ :ଅରୁଣ ରଖିଲେ ବଡେଇ

ଶେଷ ପର୍ଯ୍ୟନ୍ତ ଟକରା ଟକରି : ବାଦଲଙ୍କୁ ଜିତାଇ ଅରୁଣ ଗଲେ ହାରି  ନୟାଗଡ( ବିଶ୍ୱଜିତ ନାୟକ):- ନୟାଗଡ ଜିଲ୍ଲାର ୪ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ବିଧାୟକ ରମେଶ ବେହେରାଙ୍କ ଭିତରେ ଲଢେଇ ଦେଖାଇବାକୁ ପାଇଲେ…

ଉଠା ଜଳସେଚନ ଯୋଗ ଗତବର୍ଷ ତୁଳନାରେ ଭଲ ଫସଲ 

ଚାଷୀ କହିଲେ "ଆମେ ବହୁତ ଖୁସି...ଆହୁରି ହେଲେ ଆହୁରି ଖୁସି ହେବୁ।" ଶାସକ ପ୍ରଶାସକ/ ଜାମସେଠ:- ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଉଠା ଜଳସେଚନ ପଏଣ୍ଟ ସହାୟତାରେ  ହୋଇଥିବା ସଫଳ ଜଳସେଚନ ଯୋଗୁଁ ଗତ ବର୍ଷଠାରୁ ଅଧିକ ତଥା ପ୍ରଥମ ଭଲ ଫସଲ ଅମଳ ଖୁସିରେ ଗ୍ରାମବାସୀ ଏକ ଭୋଜିର ଆୟୋଜନ…

ପଦ୍ମପୁର ସହରରେ ବିଶ୍ବ ଏଡସ୍ ଦିବସ ପାଳିତ ।

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ସହରରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ପଦ୍ମପୁର ଡାକ୍ତରଖାନା ପରିସରରେ ଥିବା ଆଇ.ଟି.ସି. ସେଣ୍ଟର ଠାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନ କରି ଅଞ୍ଚଳ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ ୟୁନିଟ ଛାତ୍ର ଛାତ୍ରୀ ମାନଙ୍କୁ ପତାକା…

ମୟୁରଭଞ୍ଜର ଜଙ୍ଗଲ ସଫା , ପଶ୍ଚିମବଙ୍ଗର କାଠ ମିଲକୁ କାଠ ଚୋରା ଚାଲାଣ

 ହାତୀ ଘଉଡାଇବାରେ ବ୍ୟସ୍ତ ବନ ବିଭାଗ,  ପୋଲିସ କହୁଛି "ନୁହଁ ଆମ କାମ",   କାଠ ମାଫିଆଙ୍କୁ ରାତିସାରା ଗଛ ବାନ୍ଧି ରଖିଲେ ଗ୍ରାମବାସୀ ମାନେ  ଡ୍ରାଇଭର ଓ ହେଲପର ସହିତ ଅନ୍ୟ କାଠ ମାଫିଆ ମାନେ ଫେରାର ବାରିପଦା / ଦିଲ୍ଲୀପ ମହାନ୍ତି :ଜଙ୍ଗଲ ର ସୁରକ୍ଷା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା…

ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

ବାରିପଦା(ଦିଲ୍ଲୀପ ମହାନ୍ତି )- ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେବା ଭଳି ଘଟଣା ଘଟିଛି । ଏପରି ଅଭାବନୀୟ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ନିବାସ ରେ। ମୃତ ଅଧ୍ୟାପିକା ଜଣକ ହେଲେ…

ଖୋଲା ଶୌଚ ପାଇଁ ଯିବା ହେଲା କାଳ : ଟ୍ରେନ ଧକ୍କାରେ ଛାତ୍ର ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି)- ଟ୍ରେନ ଧକ୍କାରେ ଛାତ୍ର  ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ଛାତ୍ର ଜଣକ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦାସ୍ଥିତ ଗୋପବନ୍ଧୁ ଶିକ୍ଷା ନିକେତନ ଦଶମ ଶ୍ରେଣୀଛାତ୍ର ତଥା ତେବେ ମୃତକ କୁଳିଅଣା ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ ଖଣ୍ଡିଆ ଗ୍ରାମର ରମେଶ…

 “ସ୍ବର୍ଗତ ରାଜୀବଙ୍କ ସମ୍ପର୍କରେ ମୋଦିଙ୍କ କଟୂ ମନ୍ତବ୍ୟର ସତ୍ୟତା ନାହିଁ “

ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟରୁ ପ୍ରମାଣିତ ହେଲା  Bolangir/ Shasak Prashasak : "କଂଗ୍ରେସ କେ ସବସେ ବଡେ ଇସ ନାମଦାର ପରିବାର ନେ ଦେଶ କି ଆନ ବାନ ସାନ, ଆଇଏନଏସ ବିରାଟ ଜୋ ହମାରା ସମୁଦ୍ରୀ ୟୁଦ୍ଧ ଜାହାଜ ହେ....ଆଇଏନଏସ ବିରାଟ କା ଅପନେ ପର୍ଶନଲ ଟାକ୍ସି କେ ତରହ ଇସତେମାଲ…

ଗନ୍ଧମାର୍ଦନ ଅଞ୍ଚଳରେ ମାଓବାଦୀ ପୋଷ୍ଟର   

ଶାସକ ପ୍ରଶାସକ/ଜାମସେଠ:-ଆଜି ସକାଳୁ ସକାଳୁ  ଦେଖିବାକୁ ମିଳିଛି  ମାଓବାଦୀ ମାନଙ୍କ ପୋଷ୍ଟର ଓ ବ୍ୟାନର।ନୁଆପଡାରୁ ପାଇକମାଲ ରାସ୍ତାର ଚେରଙ୍ଗାଝାଞ୍ଜର ରୋଡ ଉପରେ ମାଓବାଦୀମାନଙ୍କ ପୋଷ୍ଟର ଓ ବ୍ୟାନର  ଲାଗିଥିବାର ଦେଖିବାକୁ ମିଲିଛି। ମାଓବାଦୀ ମାନଙ୍କ ବିଭିନ୍ନ ଦାବୀ ସେଥିରେ ଉଲ୍ଲେଖ ରହିଛି…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଶିବିର ଓ ମାତୃଭାରତୀ ମଂଚ ଗଠନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଶିଶୁବାଟିକା ବିଭାଗ ତରଫରୁ ଶିଶୁ ଶିବିର ଏବଂ ବିଦ୍ୟାମନ୍ଦିର ତରଫରୁ ମାତୃଭାରତୀ ମଂଚ ଗଠନ ହୋଇଥିଲା । ବାଟିକା ବିଭାଗ ପ୍ରମୁଖ ଅନୁପା ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ଶିଶୁ ଶିବିରରେ ଅଂଶଗ୍ରହଣ…

ସୁସ୍ଥ ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଲୋକାୟୁକ୍ତ ଗଠନ କରାଯାଇଛି : ଜଷ୍ଟିସ ଅଜିତ ସିଂହ

ଓଡିଶା ଲୋକାୟୁକ୍ତ ଅଧିନିୟମ-୨୦୧୪ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଓଡିଶା ରାଜ୍ୟ  ଆଇନ ସେବା ପ୍ରାଧିକରଣ କଟକ…