ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୧୯

ନୂଆପଡ଼ା,(ଅମିତ ପୁରୋହିତ): ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ରାଜ୍ୟ ସରକାର ଓ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ‘ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୧୯’ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ରାଜ୍ୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ପାଇଁ ସଙ୍ଗୀତ ଓ ନୃତ୍ୟ…

ବଡ଼ବିଲରେ ପୁଣି ସଡକ  ଦୁର୍ଘଟଣା: ବୃଦ୍ଧାଙ୍କ ଉପରେ ଟ୍ରକ ଚଢ଼ିଗଲା 

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପୋୖରାଞ୍ଚଳରେ ସଡକ ଦୁର୍ଘଟଣା ଚିନ୍ତାର ବିଷୟ ହୋଇଛି। ଆଜି  ନାଲଦାଠାରେ ରାସ୍ତା ଅତିକ୍ରମ କରୁଥିବା ଜୈନେକ ବୃଦ୍ଧାଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ପୋୖରାଞ୍ଚଳର ୧ ନଂ ୱାର୍ଡରେ…

କୋକସରା ଠାରେ ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଜେଏମଏଫସି କୋର୍ଟ

ଜୁନାଗଡ/ ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା କୋକସରା  ଠାରେ ଆଜି ଜେଏମଏଫସି କୋର୍ଟ ଉଦଘାଟନ ହୋଇ ଯାଇ ଅଛି । ଅଞ୍ଚଳବାସି ଙ୍କ ଦିର୍ଘଦିନର ଦାବି ଆଜି ପୁରଣ ହୋଇଥିବାରୁ ଅଞ୍ଚଳବାସି ଙ୍କମନରେ ଖୁସିର ଲହରି ଖେଲିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନସ ଜଜ୍ ଶ୍ରୀ …

ପଣ୍ଡିତ ଗୋପୀନାଥ   ନନ୍ଦଙ୍କ ରାଜ୍ୟ-ସ୍ତରୀୟ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ କାଳଜୟୀ ସାରସ୍ୱତ ସାଧକ ତଥା ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା ପଣ୍ଡିତ- ଗୋପୀନାଥ ନନ୍ଦଙ୍କ ରାଜ୍ୟ- ସ୍ତରୀୟ ଜୟନ୍ତୀ  ଏବଂ ଆମ ଗାଁ ଆମ ସାହିତ୍ୟ" କାର୍ଯ୍ୟକ୍ରମ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ …

ଶିକ୍ଷକ ଅଭାବ: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

(ଆଠମଲ୍ଲିକ ପ୍ରତିନିଧି -ସନ୍ତୋଷ ମେହେରଙ୍କ ରିପୋର୍ଟ ) ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଂଚାୟତ ର କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବକୁ ନେଇ ଆଜି ଅଭିଭାବକ ମନେ ବିଦ୍ୟାଳୟ ଗେଟରେ  ତାଲାଦେଇ ଧାରଣାରେ ବସିଛନ୍ତି | ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଅଟୋରେ ଯାଇ ଲୋକଙ୍କ ଦୁଃଖବୁଝିଲେ ବିଧାୟକ ରମେଶ ସାଏ

ଆଠମଲ୍ଲିକ ପ୍ରତିନିଧି (ସନ୍ତୋଷ ମେହେରଙ୍କ ରିପୋର୍ଟ ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ର  ସାପଘେରା ପଞ୍ଚାୟତର ପୂର୍ତ୍ତ ରାସ୍ତା ଦେଇ ପ୍ରାୟ ୭ କିଲୋମିଟର ଘଞ୍ଚ ଜଙ୍ଗଲ ,ଅଙ୍କା ବଙ୍କା ରାସ୍ତା ଦେଇ ଗଲେ ପଡିଥାଏ  ଟେଣ୍ଟୁଲି ଗାଁ । ଗାଁ ଟି ଅପହଞ୍ଚ,ମାଓ ପ୍ରବଣ ଅଞ୍ଚଳ ରେ ଅନ୍ତର୍ଭୁକ୍ତ…

କଳାହାଣ୍ଡି ଜିଲ୍ଲା ଏନ୍ ଏଚ୍ 26 ଜାରିଙ୍ଗ ନିକଟ ରେ ଦୁର୍ଘଟଣା ଦୁଇ ମୃତ.

Junagarh/ Aditya Mohanty :କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଏନ୍ ଏଚ୍26 ଜାରିଙ୍ଗ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଯାଇଛି ଦୁଇଟି ଜୀବନ । ଜାରିଙ୍ଗି ନିକଟରେ ଠିଆ ହୋଇ ଥିବା ଟ୍ରକ କୁ ଭବାନୀ ପାଟନା ଆଡୁ ଆସୁ ଥିବା ଦୁଇ ଜଣ ବାଇକ ଆରୋହି  ଗୁଞ୍ଜ ଗୁଡା…

କାଙ୍କେରମଂଜି ଓ ହଲୁଆପାଲି ଗାଁର ବନବାସୀଙ୍କୁ ଶହେ ସଲାମ 

ଗୁହାରି କରି କରି ପ୍ରସାଶନ  କଲାନି, ଗାଁ ଲୋକେ କଲେ ପଥର, କାଠ, ମାଟିରେ ୮୦ ଫୁଟର ପୋଲ ନିର୍ମାଣ କଲେ ଗାଁ ଲୋକେ ଏତେଦିନ ନିଘୋଡ଼ ନିଦରେ ଶୋଇଲା ପ୍ରଶାସନ, ଏବେ ତା ଆଖି ଖୋଲି ଦେଖୁ  ନୂଆପଡ଼ା,(ଅମିତ ପୁରୋହିତ) : ଏକତା ହିଁ ବଳ । ଗାଁ ଲୋକେ ଏକତ୍ରିତ ହୋଇ କୌଣସି ଅସାଧ୍ୟ କାମକୁ ହାସଲ …

ମନ୍ତ୍ରୀ ସୁଶାନ୍ତ ସିଂ ବାଣ୍ଟିଲେ ୫୭୦ ଆବାସ କାର୍ଯ୍ୟାଦେଶ 

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର  ଗାଇସିଲେଟ ବ୍ଲକ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ବିଜୁ ପକ୍କା ଘରର କାର୍ଯ୍ୟାଦେଶ ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି…

ବିଧାୟକ ବାଣ୍ଟିଲେ ୧୪୯୫  ଜଣଙ୍କୁ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ 

Jamseth/ Rajendra Pradhan  :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ପାଇକମାଲ ବ୍ଲକ ର ଜାମସେଠ ଓ ଝିଟିକି ଠାରେ ଦୁଇ ଗୋଟି ଭିନ୍ନ ଭିନ୍ନ କାର୍ଯକ୍ରମ ରେ ବରତୁଣ୍ଡା , ଜାମସେଠ , ମାଣ୍ଡୋସିଲ , ଚିଂଦେଇକେଲା , ଝାରବନ୍ଧ , ଝିଟିକି , ଭୁବନେଶ୍ୱରପୁର ଓ…