ବଡବଡିଆ ଆଉ ଅନ୍ୟମାନେ ଜବରଦଖଲ କରିଛନ୍ତି, ହେଲେ ଗରିବ କୁଡ଼ିଆ ଉପରେ ଜୁଲମ(pls See VIdeo)

  ଗୁଣୁପୁର ରୁ ମାଧବ ବିଡିକା: ଗୁଣୁପୁର ପୌର ପରିଷଦ ଅଧୀନସ୍ଥ ବିକ୍ରମପୁର ଛକ ନିକଟରେ ଥିବା ଘର ଗୁଡ଼ିକୁ କୁ ହଟାଇବା ନିମନ୍ତେ ସ୍ଥାନୀୟ ତହସିଲଦାର JCV ନେଇ ଯାଇଥିବା ଘଟଣା ସହର ରେ ଚର୍ଚା ର ବିଷୟ ପଲଟିଛି | ଖବର ନେବାରେ ଜଣାଯାଏ, ଏହି ସରକାର ଜମିରେ ଗତ କିଛି ବର୍ଷ ହେଲା କୁଲି ମଜୁରିଆ…

ବାବ୍ରି ମସଜିଦ ଭାଙ୍ଗିଥିବା ଲୋକଙ୍କୁ ଗିରଫ ଦାବିରେ ଶୋଭାଯାତ୍ରା

ଗୁଣୁପୁର ରୁ ମାଧବ ବିଡିକା : ସାମ୍ପ୍ରଦାୟିକ , ଦୋଷକାରି  ବିଜେପି ଓ ଆର ଏସ୍ ଏସ୍ ର ସମସ୍ତ ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବା ନିମନ୍ତେ ଆଜି ସି ପି ଆଇ ଏମ୍ ଏଲ ଲିବରେସନ୍ ପକ୍ଷରୁ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ୬ ଡ଼ିସେମ୍ବର ୧୯୯୨ ମସିହା ରେ ବିଜେପି ଓ ଆର ଏସ୍ ଏସ୍ ଦ୍ୱାରା…

ଛେଳି ମଡ଼କ :  ମାତା ରୋଗରେ ଆକ୍ରାନ୍ତ ହୋଇ ୫୦ଟି ଛେଳି ମୃତ୍ୟୁ  ।

ବୀରମହାରାଜପୁରରୁ ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର  ଜିଲ୍ଲା  କୋଟସମଲାଏ ଗ୍ରାମ ରେ ଆଜି ସୁଦ୍ଧା ୫୦ଟି ଛେଳି ମୃତ ।ପ୍ରାପ୍ତ ସୂଚନା ମୁତାବକ ଏହି ଗ୍ରାମର ଦୁଇ ଜଣ ଚାଷୀଙ୍କର ଏକ ମାସ ଭିତରେ ମାତା ରୋଗରେ ଆକ୍ରାନ୍ତ ହୋଇ ୫୦ଟି ଛେଳି ମୃତ୍ୟୁ ହୋଇଥିବା ଅଭିଯୋଗ । ଏନେଇ ଉଲୁଣ୍ଡା ଭି ଏସ୍ ଙ୍କୁ…

୨୪ ତାରିଖ ରୁ କେ.ସି.ସି. ଆନୁକୁଲ୍ୟରେ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ

ପଦ୍ମପୁର/ଶାସକ ପ୍ରଶାସକ :  ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ଠାରେ ଆସନ୍ତା ଡିସେମ୍ବର ୨୪ ତାରିଖ ରୁ କେ.ସି.ସି. ଆନୁକୁଲ୍ୟରେ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ଆୟୋଜିତ ହେବାକୁ ଯାଉଅଛି। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଗତ ବୁଧବାର ଦିନ ମତିଲ ସାହୁ ଙ୍କ ସଭାପତିତ୍ବରେ ଆୟୋଜକ…

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ଷଷ୍ଠ ଦିବସ

ପଦ୍ମପୁର/ଶାସକ ପ୍ରଶାସକ : ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ଷଷ୍ଠ ଦିବସ ଗୁରୁବାର ସନ୍ଧ୍ୟାରେ ପଦ୍ମପୁର ଆର କେ ଇଂଗ୍ଳିଶ ମେଡିୟମ ସ୍କୁଲ ତରଫରୁ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାକୁ ସଂଯୋଜନା କରିଥିଲେ ଦ୍ବାଦଶ କୁମାର ପ୍ରଧାନ ଓ ପ୍ରୀତି ରଞ୍ଜନ ପ୍ରଧାନ । ପରେ ସରୋଜ କୁମାର…

ଏତିକି ସମ୍ପର୍କ ଏଇ ଜନ୍ମ ପାଇଁ , ଯଦି ଭାଗ୍ୟରେ ଲେଖା ଥିବ ପୁଣି ଦେଖାହେବ ଆର ଜନମରେ 

ପ୍ରଶାସନର ଅନୁରୋଧ ସତ୍ତ୍ୱେ  ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ଅଧୀନସ୍ଥ ବେଲାଦୁଲା ଗ୍ରାମର ମାଉଳିପୀଠରେ ଗଡିଲା ଶତାଧିକ ପଶୁଙ୍କ ମୁଣ୍ଡ I ଆଉ ବଳି ପଡିବା ପୂର୍ବରୁ ଦୁଇ ନିରୀହ ପ୍ରାଣୀ ଏକ ସ୍ନେହ ବୋଳା ମୁହୂର୍ତ୍ତରେ |

ପ୍ରିୟଙ୍କା ରେଡି ଗଣବଳତ୍କାର ଓ ହତ୍ୟା :  ପୋଲିସ ଗୁଳିରେ ଚାରି ଅଭିଯୁକ୍ତ ଢେର 

କାମ ସଫା. ମାମଲା ଦଫାରଫା : ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ଦେଲା ମୃତ୍ୟୁଦଣ୍ଡ !  କୁହେଲି ଭିତରେ ଏନ୍କାଉଣ୍ଟର : ଏତେବଡ ସମ୍ବେଦନଶୀଲ ମାମଲାରେ ପୋଲିସ କଣ ଏତେ ଦାୟିତ୍ବହୀନ  !!!! ଭୁବନେଶ୍ୱର :- ବହୁଚର୍ଚିତ ହାଇଦ୍ରାବାଦ ଗଣ ବଳାତ୍କାର ର ଚାରି ଅଭିଯୁକ୍ତ ପୋଲିସ ଗୁଳିରେ ମୃତ୍ୟୁ ବରଣ…

ଏପଟେ ସଚିବଙ୍କ ଆହାର, ସେପଟେ ବ୍ୟବସ୍ଥାକୁ ପାହାର(Pls see Video)

ପିଆରଏମ୍ ମେଡିକାଲ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବାପାମା ନାହାନ୍ତି ଗୋଟିଏ ପଟେ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ହସ୍ପିଟାଲ ଆହାର କେନ୍ଦ୍ରରେ ଭୋଜନ ଅନ୍ୟପଟରେ ଖାଦ୍ୟ ପରଷିବା ଦାୟିତ୍ବରେ ଥିବା ମହିଳା କର୍ମଚାରୀ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଭିଡିଓ ଭାଇରାଲ ଔଷଧ…

ପ୍ରଶାସନର ଅନୁରୋଧକୁ ଫୁ : ରକ୍ତରଞ୍ଜିତ ହେଲା ମାଉଳିପୀଠ, ଗଡ଼ିଲା ଶତାଧିକ ମୁଣ୍ଡ…

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ଅଧୀନସ୍ଥ ବେଲାଦୁଲା ଗ୍ରାମର ମାଉଳିପୀଠରେ ଗଡିଲା ଶତାଧିକ ପଶୁଙ୍କ ମୁଣ୍ଡ I ଗତକାଲି ଆଠମଲ୍ଲିକ ପ୍ରଶାସନ ପକ୍ଷରୁ ସହକାରୀ ଉପଜିଲ୍ଲାପାଳ ନାରାୟଣ ମହାପାତ୍ର, କିଆକଟା ଥାନା ଏ.ଏସ.ଆଇ ସଞ୍ଜୟ ବେହେରା …

ସୁବଳୟା ଧନୁଯାତ୍ରା ପାଇଁ ବରଣ ହେଲେ କଂସ

ବୀରମହାରାଜପୁର ରୁ ବିନୋଦ ପାଣ୍ଡେ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ପ୍ରଥମ କରି ଏକ ବିରାଟ ଧନୁଯାତ୍ରା ଆରମ୍ଭ ହେବ ଏଣୁ ଆଜି କଂସ ବରଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ଅବଧୂତ ସଂସ୍କୃତି ସଂଘ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ  ୨୦ ତାରିଖ ପର୍ଯ୍ୟନ୍ତ…