ବ୍ୟାଙ୍ଗକକ୍ ଠାରେ ଅନୁଷ୍ଠିତ ଏସିଆ ଶିଶୁ ସମ୍ମେଳନ ରେ ଭାଗନେଲେ ଦୁଇ ଓଡିଆ ଝିଅ  

ଭୁବନେଶ୍ୱର(ଶାସକ ପ୍ରଶାସକ)ଜାତିସଂଘ ର ଶିଶୁ ଅଧିକାର ଘୋଷଣା ନାମା ର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୧୯ ମସିହାରେ ସାରା ବିଶ୍ଵ ପାଳନ କରୁଛି ସିଆରସିଅ୩୦। ଏହି ଅବସରରେ ବ୍ୟାଙ୍ଗକକ୍ ଠାରେ ନଭେମ୍ବର ୨୫ ରୁ ୩୦ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏସିଆ ଶିଶୁ ସମ୍ମେଳନ ୨୦୧୯। ସାଇଭାକ୍ ଆଞ୍ଚଳିକ…

ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ  ସ୍ୱଧା ଦେବ ସିଂଙ୍କ ଦାୟିତ୍ୱ ଗ୍ରହଣ

ବାରିପଦା (ଦିଲ୍ଲୀପ ମହାନ୍ତି):  ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ସ୍ୱଧା ଦେବ ସିଂ କାର୍ଯ୍ୟରେ ଯୋଗଦାନ ପୂର୍ବକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଗଜପତି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଉଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଅତିରିକ୍ତ…

କି ମର୍ମନ୍ତୁଦ : ମର୍ନିଙ୍ଗ ୱାକ ଯାଇ ଆଉ ଫେରିଲେନି ଦମ୍ପତି

କଳାହାଣ୍ଡି/ ଆଦିତ୍ୟ ମହାନ୍ତି : ସକାଳୁ ସକାଳୁ ମର୍ନିଙ୍ଗ ୱାକରେ ଯାଇଥିଲେ ଦୁହେଁ | ହେଲେ ସେମାନେ ଭାବିନଥିଲେ ସେଇଟା ସ୍ୱାମୀସ୍ତ୍ରୀଙ୍କ ଶେଷ ମର୍ନିଙ୍ଗ ୱାକ ହେବ ବୋଲି |  କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଳା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା |  ସଡକ ଦୁର୍ଘଟଣାରେ ପ୍ରାଣ…

କି ପ୍ରକାର ମାନସିକତା : ବିଧବା ମହିଳାଙ୍କୁ ଅସଦାଚରଣ !!!

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥମିବାର ନାମ ନେଉନାହିଁ। ରାଇରଙ୍ଗପୁର ଅଧ୍ୟାପିକାଙ୍କୁ ଦୁଷ୍କର୍ମ ଘଟଣା ଓଡ଼ିଶାରେ ଝଡ ସୃଷ୍ଟି କରିଥିବା ବେଳେ ଶରତ ଅଂଚଳରେ ନାବାଳିକାଙ୍କୁ ପିଉସା ଦୁଷ୍କର୍ମ ଅଭିଯୋଗ ମନରୁ ଲିଭି ନ ଥିବା ବେଳେ ବାରିପଦା ସଦର ଥାନା…

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା

ପଦ୍ମପୁର(ଶାସକପ୍ରଶାସକ)-ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ପଞ୍ଚମ ଦିବସ ବୁଧବାର ସନ୍ଧ୍ୟାରେ ପଦ୍ମପୁର ଆର ବି ହାଇସ୍କୁଲ ସାଇନ୍ସ ଫୋରମ୍ ତରଫରୁ  କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରୋଜ କୁମାର ଭୁଏ ଓ ପ୍ରୀତି ରଞ୍ଜନ ପ୍ରଧାନ। ଦ୍ବିତୀୟ…

ସ୍ଥାନୀୟ କୃଷକଙ୍କ ବିକାଶର ଉତ୍ସ ପାଲଟିଛି କୃଷି ବିଜ୍ଞାନ କେନ୍ଦ୍ର

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ :  କନ୍ଧମାଳ ଜ଼ିଲ୍ଲାର କୃଷକଙ୍କ ବିକାଶର ଉତ୍ସ ପାଲଟିଛି ଘୁ.ଉଦୟଗିରିର ଶ୍ରୀରାମପଦା ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର I ଜ଼ିଲ୍ଲାର କୃଷକଙ୍କୁ ନୂତନ କୃଷିଜ୍ଞାନ କୌଶଳ ପ୍ରଦାନ ପାଇଁ କୃଷିବିଜ୍ଞାନ କେନ୍ଦ୍ରର କୃଷିବିଜ୍ଞାନୀ  ସଦାବେଳେ ନୂତନ ନୂତନ…

ଏକ ମାସ ପରେ ବି ପ୍ରକଳ୍ପରୁ ପାଣି ବାହାରୁନାହିଁ , ପାଣି ଟୋପାଏ ପାଇଁ ଏଠି ଲୋକେ ଏବଂ ଛାତ୍ରଛାତ୍ରୀ ଡହଳବିକଳ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାମ୍ନା ରେ ଥିବା ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ପାଚେରୀ କୁ ଲାଗି ରହିଥିବା ଏକ ଥଣ୍ଡା ପାନୀୟ ପ୍ରକଳ୍ପ ରୁ ଟୋପାଏ ଜଳ ମଧ୍ୟ ମିଳୁ ନାହିଁ I ମାତ୍ର ଏକ ମାସ ପୂର୍ବରୁ…

ବାରିପଦାରେ ପୁଣି ମାତିଲେ ଟଙ୍କା ଲୁଟେରା ଗ୍ୟାଙ୍ଗ୍ , ଦିନଦ୍ବିପ୍ରହରରେ ବୃଦ୍ଧାଙ୍କଠାରୁ ଝାମ୍ପିନେଲେ ୯୦ହଜାର

ବାରିପଦା/ ଦିଲ୍ଲୀପ ମହାନ୍ତି ;  ପୁଲିସ ନୂତନ ମୋଟରଯାନ ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ଲାଗିପଡିଥିବା ବେଳେ ବାରିପଦା ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଟଙ୍କା ଲୁଟେରା ଗ୍ୟାଙ୍ଗ୍। ଆଜି ଦିନ ପ୍ରାୟ ୨ଟା ସମୟରେ ଭଞ୍ଜପୁର ଏସବିଆଇ ଶାଖା ନିକଟରୁ ଜଣେ ବରିଷ୍ଠ ମହିଳାଙ୍କ…

ପୁଲିସ୍ ଅଧିକାରୀ ୫ଟି କୁ ଅନୁସରଣ କରିନଥିବା ସ୍ବୀକାର କଲେ ଆଇଜି

ପୀଡ଼ିତାଙ୍କ ପରିବାରକୁ ଭେଟି କଥା ଦେଲେ  ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ "ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ, ପୁଲିସ୍ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ" ବାରିପଦା(ଦିଲ୍ଲୀପ ମହାନ୍ତି )- ରାଇରଙ୍ଗପୁର କଲେଜ୍ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାକୁ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କଲେ  ଲେଖାଶ୍ରୀ 

ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପିକା ଆତ୍ମହତ୍ୟା ପ୍ରସଙ୍ଗ  ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ଶାସନରେ ପ୍ରତ୍ୟେକ  ଦିନ ନାବାଳିକା ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା କ୍ରମାଗତ ଭାବେ…