ବିଚରା ସ୍ୱାସ୍ଥ୍ୟ ମନ୍ତ୍ରୀ : ମିଛ ପତିଆରା ଦେଖାଇବାକୁ ତାଳି ପକାଇ ଚାଲିଛନ୍ତି

5ଟି ସଚିବ ଗୋଟିଏ ଦିନ ଗସ୍ତରେ ଅଭାବ ବୁଝି ପାରିଲେ ଏତେଦିନ ହେଲା ମନ୍ତ୍ରୀ ଓ ତାଙ୍କ ବିଭାଗ ବୁଝି ପାରୁନଥିଲେ କେମିତି !!! ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ଯାହା ତାହା ରାଜ୍ୟବାସୀ ଜାଣିଛନ୍ତି । ମୋ ସରକାର ତାଙ୍କର ଅବସ୍ଥା ଢିଲା କରି ସାରିଲେଣି । ମୋଟାମୋଟି…

ମୋ ସରକାରରେ ଲୋକ ଆଗ, ସେମାନଙ୍କ ସେବା ଆମ କର୍ତ୍ତବ୍ୟ : ପ୍ରତାପ

“ ମୋ ସରକାର” କାର୍ଯ୍ୟକାରୀ ନିମନ୍ତେ ତାଲିମ୍‍ ଶିବିର  "ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ" ଭୁବନେଶ୍ୱର,(ଶାସକ ପ୍ରଶାସକ):ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ ।…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରୁଣେଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

 ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ବୁଝିଲେ  ପାଇକ ବିଦ୍ରୋହ ସ୍ମାରକୀ ଆଗାମୀ ଶତାବ୍ଦୀର ଓଡିଆ ଜାତିର ବଳିଦାନର କୀର୍ତ୍ତିଗାଥାର ପ୍ରତୀକ ହେବ  ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  ସ୍ମାରକୀ ନିର୍ମାଣ…

ସଂଗଠିତ ଏବଂ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ହିଁ ସରକାରଙ୍କ ପ୍ରାଥମିକତା : ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ୱର,(ଶାସକ ପ୍ରଶାସକ) ପେନ୍ସନ୍ ସପ୍ତାହ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୨ଟି ପେନ୍ସନ୍ ଯୋଜନା ଯଥା-"ପ୍ରଧାନମନ୍ତ୍ରୀ ଶ୍ରମଯୋଗୀମାନଧନ ଯୋଜନା' ଓ "ଜାତୀୟ ପେନ୍ସନ୍ ଯୋଜନା'ର ଏକ ରାଜ୍ୟସ୍ତରୀୟ ସଚେତନତା…

ମହିଳା ହିଂସା ବିରୋଧି ସଚେତନତାର ଜିଲ୍ଲାସ୍ତରୀୟ ସମାବେଶ । 

ହରଭଙ୍ଗା/ପ୍ରତାପ ମେହେର: ଲୋକ କଳା ବିକାଶ କେନ୍ଦ୍ର , ସରସରା , ଟିଏଚ୍ପି ଇଣ୍ଡିଆ ଓ ଅଲିଭା ମହାସଂଘ ତରଫରୁ ମହିଳା ହିଂସା ବିରୋଧି ସଚେତନତାର  ଜିଲ୍ଲା ସ୍ତରୀୟ ସମାବେଶ ଏଲକେବିକେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର , ଜିଲ୍ଲା…

ବୌଦ୍ଧିକତାର ମୂଲ୍ୟାୟନ ପାଇଁ ପୁସ୍ତକ ମେଳା ଏକ ମାପକାଠି 

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଯାପିତ: ପଦ୍ମପୁର(ଶାସକ ପ୍ରଶାସକ) -  ଗତ ନଭେମ୍ବର ୩୦ ରୁ ପଦ୍ମପୁର ରିକ୍ରିଏସନ ସେଣ୍ଟର ଠାରେ  ଚାଲିଥିବା ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସ ର ସନ୍ଧ୍ୟାରେ ଶିକ୍ଷକ ଏକାଦଶ ତରଫରୁ କୁଇଜ୍ ପ୍ରତିଯୋଗିତା…

 ବିଜେପି ବିଧାୟକ ସେନେଗାରଙ୍କ କାମନା ଓ ପ୍ରତିପତ୍ତି ନିଆଁରେ ଜଳିଗଲେ ଉନାଓ ପିଡିତା

ଲୋକଙ୍କ ପ୍ରଶ୍ନ :  ସେନେଗାର ଓ ଅନ୍ୟ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିବ କି ପୋଲିସ !!! ଭୁବନେଶ୍ୱର:- କିଛିଦିନ ତଳେ ଉତ୍ତର ପ୍ରଦେଶ ର ଉନାଓ ସହରରେ ଘଟିଥିବା ଘଟଣା କୁ ନେଇ ସଡକ ରୁ ସାଂସଦ ଯାଏ ଖୁବ ଚର୍ଚ୍ଚା ଚାଲିଥିଲା । ପିଡିତା ଙ୍କୁ ଜାମିନ ରେ ଆସିଥିବା ଅପରାଧି ମାନେ ପ୍ରମାଣ ନଷ୍ଟ…