ହାତୀ ଭାଙ୍ଗି ଦେଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ।

ବୀରମହାରାଜପୁର ରୁ ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପଞମହଲା ପଞ୍ଚାୟତର ବଡ଼ମାଳ ଗ୍ରାମର କୁସଲେ ରାଜହଂସଙ୍କ  ପରିବାର ଲୋକେ ରାତିରେ ଶୋଇଥିବା ସମୟରେ ଅଚାନକ ହାତି ପୋଲ ଆସି ଭାଙ୍ଗି ଦେଲେ ।ତେବେ ପରିବାର ଲୋକେ ଘର ଭଙ୍ଗା ଶଦ୍ଦ ଶୁଣି ବାହାରକୁ ପଲାଇ ଯାଇଥିଲେ । ହାତୀ…

ହାତୀ ନାମରେ ବିଦ୍ୟୁତ କାଟ୍, ଜନଜୀବନ ଅସ୍ତବ୍ୟସ୍ତ

ବୀରମହାରାଜପୁରରୁ ବିନୋଦ ପାଣ୍ଡେ  : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ସ୍ଥିତ ବିଦ୍ୟୁତ ଗ୍ରୀଡରେ ହାତୀ ପାଇଁ ପ୍ରତ୍ୟେକ ଦିନ ସଂଧ୍ୟା ରୁ ସକାଳ ପଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଏଠାକୁ ହାତୀ ନଆସିଲେବି ଭୁଲ୍ ମେସେଜ୍ ବନ ବିଭାଗ ର…

ଗ୍ରୀଭସ ରିଟେଲର ଓଡ଼ିଶାରେ ଖୋଲିଲା EV  ଡ଼ିଲରସିପ 

ଭୁବନେଶ୍ୱରରେ ଏମ୍ପିୟର ପରିବାର ସହିତ ଯୋଡି ହୋଇଛି ମେସର୍ସ  ତୃପ୍ତି ଓ୍ବାନ  ଶସ୍ତା ଓ ସ୍ୱଚ୍ଛ ଲାଷ୍ଟ-ମାଲ ଇ-ମୋବିଲିଟି ସମାଧାନର ବଳିଷ୍ଠ ପ୍ରତିଶ୍ରୁତି  ଭୁବନେଶ୍ୱର (ଶାସକ ପ୍ରଶାସକ) : ଗ୍ରୀଭତ୍ସ ଏମ୍ପିୟର E 2  ହୁଇଲର ଡିଲରସିପ୍ ଭୁବନେଶ୍ୱରରେ ନୂଆ ଆଉଟଲେଟ  “ତୃପ୍ତି-…

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ :  ବଡ଼ବିଲରେ କ୍ୟାଣ୍ଡେଲ ମାର୍ଚ୍ଚ, ଅଭିଯୁକ୍ତଙ୍କୁ ଫାଶୀ ଦାବି

ବଡ଼ବିଲ (ଶାସକ ପ୍ରଶାସକ) : ହାଇଦ୍ରାବାଦରେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ ଏବଂ  ହତ୍ୟା ଘଟଣାର ପ୍ରତିବାଦରେ ଆଜି ବଡ଼ବିଲରେ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଉତ୍କଳ ମହିଳା ସମିତି ଓ ଏଆଇଏସଏଫ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ…

କାଳିଆ-କିଷାନ କନଭରଜେନ୍ସ ହେବ,  କାଳିଆ ଯୋଜନା ଚାଲୁ ରହିବ : ଡ଼ ଅରୁଣ ସାହୁ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କାଳିଆ ଯୋଜନାର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା | ପିଏମ କିସାନ ସହ କାଳିଆ ମିଶିଯିବ ଓ କାଳିଆ ହଜିଯିବ ବୋଲି ଲୋକଂକ ମନରେ ଧାରଣା ସୃଷ୍ଟି ହୋଇଛି | ଏଭଳି ଆଶଙ୍କା ପରିପ୍ରେକ୍ଷୀରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ…

 ରାଜବୋଡାସମ୍ବର ବ୍କକ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିୟ ବୟୋଜ୍ୟେଷ୍ଠ ଦିବସ

ବୟୋଜ୍ୟେଷ୍ଠଙ୍କ ସଭାକୁ କମ ବୟସ୍କ ଵିଧବାଙ୍କୁ ଡାକିଥିଲା କିଏ !!  ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍କକ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିୟ ବୟୋଜ୍ୟେଷ୍ଠ ଦିବସ ସମାରୋହ ପାଳିତ ହୋଇଥିଲା।  ଏହି ସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ…

ଚୋରା ଲୁହାପଥର ବୋଝେଇ ୬ ଡ଼ମ୍ପର ଜବତ ମାମଲା : ଦୁଇ ଗିରଫ

ଲେକିନ ଦାଲ ମେ କୁଛ କାଲା ଜରୁର ହେ  ବଡ଼ବିଲ (ଶାସକ ପ୍ରଶାସକ) ଗତ ନଭେମ୍ବର ମାସ ୨୬ ତାରିଖରେ ବଡ଼ବିଲ ପୋଲିସ ୬ଟି ଡ଼ମ୍ପରକୁ ଝାଡଖଣ୍ଡ ରାଜ୍ୟ ସୀମାନ୍ତ ନାଲଦା ଅଞ୍ଚଳରୁ ଜବତ କରିବାରେ ସଫଳ ହୋଇଥିଲା। ଆଜି ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ପଣସଗଡ଼ା…

“ଅଣ୍ଟିରେ ନଥାଇ ଧନ ପୁଅ ବାହା କରି ମନ”

 ୧୬ ତାରିଖରେ ନବୀନଙ୍କ ବିରୋଧରେ ହେବ  ଗଣ ଏତଲା , ରୁଜୁ ହେବ ମକଦ୍ଦମା  ଭୁବନେଶ୍ୱର(ଶାସକ ପ୍ରଶାସକ) : କିଶାନ କାଳିଆ ମିଶ୍ରଣ ଚାଷୀଙ୍କ ପାଇଁ ଶତାବ୍ଦୀର ସବୁଠାରୁ ବଡ଼ ବିଶ୍ୱାସଘାତକତା । ନବୀନ ପଟ୍ଟନାୟକ କାଳିଆ ଯୋଜନା ବନ୍ଦ କରିବା କୃଷକ ସମାଜ ପାଇଁ ସବୁଠାରୁ ବେଇମାନି । ଆଜି ସାମ୍ବାଦିକ…

ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏ ସଂସ୍କାର ଓ ଆଧ୍ୟାତ୍ମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଦାବୀ 

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିଏଚପି ନେତା  ରାଉରକେଲା- ଦେଶରେ ଦିନକୁଦିନ ମାତୃଜାତି ପ୍ରତି ବୃଦ୍ଧି ପାଉଥିବା ଅମାନୁଷିକ ଅତ୍ୟାଚାର ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଶାନ୍ତନୁ କୁସୁମ | କେବଳ ସମବେଦନା…

ଅପହଞ୍ଚ ସ୍ୱାସ୍ଥ୍ୟସେବା, ପ୍ରଶାସନ ଉଦାସୀନ : ସଚେତନତା ଅଭାବରୁ ଚାଲିଛି “ଚେଙ୍କ”…ଲଟୁଛି ନିରୀହ…

  ବରଗଡ :- ପ୍ରଶାସନ ଉଦାସୀନ ରହିବା, ସରକାରୀ କର୍ମଚାରୀ ମାନେ ନିଜ ଦାୟିତ୍ୱ ପ୍ରତି ଅବହେଳା କରିବା ସର୍ବୋପରି ଲୋକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରାନଯିବା କାରଣରୁ ଆଜି ବି ଚେଙ୍କ ଭଳି ଖରାପ ବ୍ୟବସ୍ଥା ଆଜି ବି ଚାଲିଛି | ଅନେକ ନିରୀହ ଶିଶୁଙ୍କ ଜୀବନ ଚାଲିଯାଉଛି |  ବରଗଡ଼ ଜିଲ୍ଲା…