ସମ୍ବଲପୁର ଜ଼ିଲ୍ଲା ବାରିକ ସମାଜ ର ବାର୍ଷିକ ଉତ୍ସବ 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):ସମ୍ବଲପୁର ଜ଼ିଲ୍ଲା ବାରିକ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ବିନୋଦ ପଶାୟତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ,ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ହିରାଲାଲ ବେହେରା, ପଶ୍ଚିମ ଓଡିଶା ବାରିକ ସମାଜ ମହାସଂଘ ସଭାପତି କଙ୍ଗlଲୁ ବାରିକ,  ବରଗଡ ଜ଼ିଲ୍ଲା ସମ୍ପାଦକ ଘନ ଶ୍ୟାମ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l 

          ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ ବାରିକ ସଂଯୋଜନା କରିଥିବା ବେଳେ, ସମୀର ବାରିକ ସ୍ୱାଗତ ଭାଷଣ ଓ ଚିତ୍ତ ରଞ୍ଜନ ପଶାୟତ ବାର୍ଷିକ ବିବରଣୀ ପଠନ କରିଥିଲେ l ଏହିଅବସରରେ ଅର୍ଣ୍ଣପୂର୍ଣା ବାରିକ, ଭୀମ ବାରିକ, ଅଶୋକ ପଶାୟତ, ବିଦେଶୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.