Sign in
Sign in
Recover your password.
A password will be e-mailed to you.
ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ – ଧର୍ମେନ୍ଦ୍ର ପ୍ରଧାନ
ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ
ମୋଦି ସରକାର ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନ ନାଁରେ ଓଡିଆ ବୀରତ୍ୱକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତି
କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି
ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ…
ଗରିବ ଓଡିଆ ପିଲାର ବୁଦ୍ଧିର ପ୍ରୟୋଗଶାଳା ହେଉ ଉତ୍କଳ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହ
ବିଶ୍ୱର ଜଟିଳ ସମସ୍ୟାର ସରଳ ସମାଧାନ ବାହାର କରିପାରିବ ଉତ୍କଳ ବିଶ୍ୱବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ସହ ଆଗାମୀ ୨୫ ବର୍ଷ ମଧ୍ୟରେ ଜ୍ଞାନକେନ୍ଦ୍ର କରିବାକୁ ଆହ୍ୱାନ
ଅଶୋକ ଓଡିଆଙ୍କୁ ନୁହେଁ…
ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର - ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମର୍ନ୍ତୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମରଶରୀର ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ କଂଗ୍ରେସ ଭବନ ପରିସରରେ ପଂହଚିବା ପରେ ଶୋକାକୁଳ ପରିବେଶରେ ପିସିିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି…
ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର,(ଶାସକ ପ୍ରଶାସକ) – କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ "ବରିଷ୍ଠ ରାଜନେତା ଭାଗବତ…
ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ପରିବେଶ ବିଭାଗ,ସେଣ୍ଟରଫର ଏନ୍ ଭାରନ୍ ମେଣ୍ଟାଲ ଷ୍ଟଡି ଓ ରାଜ୍ୟ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ୭…
ମାତୃନିକେତନ ଓ ବୃଦ୍ଧାଶ୍ରମ ରେ ଶୀତ ବସ୍ତ୍ର ବଣ୍ଟନ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ଓ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ରେ ଆଜି ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 1988 (କଲା) ବର୍ଷ ର ବନ୍ଧୁ ମାନଙ୍କର ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ପାଇକମାଲ ଗୋଷ୍ଠୀ ଉନ୍ନୟନ…
ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା ।
ବରଗଡ :- ପାଇକମାଲ ଥାନା ଅଧିକାରୀ ଶ୍ରୀ ଶ୍ରୀ ବିଶ୍ୱଜିତ ମନବୋଧ ଯାନବାହନ ତନଖି କରୁଥିବା ସମୟରେ ରାଜକୁମାର ଗିଧିଲି ନାମକ ଜଣେ ଯୁବକ ପ୍ରଚୁର ମାତ୍ରାରେ ମଦ୍ୟପାନ କରି ଗୋଟେ ସ୍କୁଟି ଚଳାଇ ଆସୁଥିବା ଥାନା ଅଧିକାରୀ ଦେଖିଥିଲେ । ମଦ୍ୟପ ଯୁବକ କୁ ଅଟକାଇ ଥାନା ଅଧିକାରୀ ତାର ଡାକ୍ତରୀ ମୁଆଇନା…
ଗପ କହୁଛନ୍ତି ନ ସତ , କେବଳ କହିପାରିବେ ସେଇ ଦୁଇ ଝିଅ
ବାରିପଦା ସୁଧାରଗୃହରୁ ଦୁଇ ଅନ୍ତେବାସୀ ନିଖୋଜ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ସୁନାମୁହିଁସ୍ଥିତ ସୁଧାର ଗୃହରେ ରହିଥିବା ବାରିପଦା ସହରର କାଳିକାପୁର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ଜନୈକ ୧୮ ବର୍ଷୀୟା ଯୁବତୀ ଗତ ନଭେମ୍ବର ୩୦ ରାତିରୁ…
ସଭିଙ୍କୁ ଘାରିଛି ଚିନ୍ତା, ସବୁଠି ଜାରି ସଚେତନତା
ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ପାଇଁ ଜନ ସଚେତନତା ଅଭିଯାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଲିଭା ମହିଳା ପଞ୍ଚାୟତ ମହାସଂଘ(ରା:ଉଦୟଗିରି) ଏବଂ ମହିଳା ବିକାଶ ପ୍ରତିଷ୍ଠାନ(ଗଜପତି) ର ମିଳିତ ସହଯୋଗରେ ଗଜପତି ଜିଲ୍ଲାର ରାୟଗଡ ଏବଂ ଆର୍:ଉଦୟଗିରି ବ୍ଲକର ବିଭିନ୍ନ…
ଆଉ କଣ କତରା ଲଗା ହେଲେ ବାର୍ଦ୍ଧ୍ୟକ ଭତ୍ତା ଦେବେ ମୋ ସରକାର
ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ୫ –ଟି ବାଟବଣା
୮୦ ବର୍ଷର ବୃଦ୍ଧକୁ ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା
ବାରିପଦା(ଦିଲ୍ଲୀପ ମହାନ୍ତି)- ନବୀନ ପଟ୍ଟନାୟକ କ୍ରମାଗତ ଭାବେ ୫ମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଓଡ଼ିଶାରେ ବିକାଶର ଗତିଶୀଳତାକୁ ଆଗକୁ ଆଗେଇ ନେବା ନିମନ୍ତେ ଦଳଗତ…