ଭୁବନେଶ୍ୱର(ଶାସକ ପ୍ରଶାସକ) ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟପାଳଙ୍କ ସଚିବ ଥିବା ଶ୍ରୀ ମଧୁସୁଦନ ପାଢୀଙ୍କର ଶେଷରେ ଲେଉଟାଣି ହୋଇଛି | ତାଙ୍କୁ ସରକାର ରାଜ୍ୟପାଳଙ୍କ ସେବାରୁ ଫେରାଇ ଆଣି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି | ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିକଟରେ ନିଯୁକ୍ତ ହୋଇଥିବା ଡ଼ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସେବାରେ ନିୟୋଜିତ କରାଯାଇଛି | ତାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post