Sign in
Sign in
Recover your password.
A password will be e-mailed to you.
କାମରେ ଲାଗୁନି ଜଟେସିଂହା ଶବଦାହ ଗୃହ, ଦୁଇ ଲକ୍ଷ ଟଙ୍କା ବରବାଦ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଜଟେସିଂହା ହରିହୋର ଜୋର ଠାରେ ନିର୍ମାଣ ହୋଇଥିବା ଶବଦାହ ଗୃହ ଏବେ କାମରେ ଲାଗିପାରୁନାହି । ଅଭିଯୋଗ ମତେ, ଏହି ଶବଦାହ ଗୃହ ୨୦୧୬-୧୭ ବର୍ଷ ୨୫୦,୦୦୦ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଏହା ଅତ୍ୟନ୍ତ…
କୁନି ପିଲାଙ୍କ ଜୀବନ ସହ ଖେଳୁଛି ଶିକ୍ଷା ବିଭାଗ
ବେଲପଡା/ବନମାଳୀ ନାଏକ : ପଡ଼ିବେ ନା ବଞ୍ଚିବେ ଚିନ୍ତା ରେ ଛାତ୍ରଛାତ୍ରୀ |ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ଅନ୍ତର୍ଗତ କଲଛିକଛାର ଗ୍ରାମର ସ୍କୁଲ ଏବେ ବିପଦ ସଙ୍କୁଲ ଅବସ୍ଥାରେ | ନିଜ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ | ସ୍କୁଲ ର ଛାତ ଫାଟି ଆଁ କଲାଣି | ପଢୁଥିବା ସମୟରେ…
ଚୋରା ଦେଶୀ ମଦ ତିଆରି କାରଖାନା ଉପରେ ଚଢ଼ାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୋରା ନିଶା କାରବାରର ପ୍ରସାର ରୋକିବା ଉଦ୍ଧେଶ୍ୟରେ ରାଇରଙ୍ଗପୁର ଅବକାରୀ ବିଭାଗ ଓ ଗ୍ରାମାଂଚଳ ଥାନା ପୋଲିସର ମିଳିତ ଚଢ଼ାଉ ! ଏହି ସମୟରେ ବିଜାତଳା ବ୍ଲକ ପିଠାକୁଟଣି ଗାଁ ଡ଼ୁଙ୍ଗୁରୀ ନିକଟରୁ ବିପୁଳ ଦେଶୀ ମଦ ରନ୍ଧା ସରଞ୍ଜାମ ସହିତ ୩000 ଲିଟର ମହୁଲ…
ଗରିବ ମଳିମୁଣ୍ଡିଆଙ୍କ ପାଇଁ ବୋଧେ ନାହିଁ “ମୋ ସରକାର”
ଛାତ୍ର ମୃତ୍ୟୁ ଘଟଣା , ଶୁଣିଲେନି ଥାନାଧିକାରୀ
ନ୍ୟାୟ ପାଇଁ ଏସପିଙ୍କ ଦୁଆରେ ଅସହାୟ ମା ବାପା
ପୁଅ ମୃତ୍ୟୁର ଯନ୍ତ୍ରଣା ଠୁ ବଳାଇ ଯାଇଛି ପୋଲିସର ଅସହଯୋଗ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଶିକ୍ଷକଙ୍କ ମାତ୍ରାଧିକ ଶାରୀରିକ ଦଣ୍ଡବିଧାନ ଯୋଗୁଁ ମୃତ୍ୟୁବରଣ କରିଛି…
ଅବକାରୀ ଚଢ଼ାଉ , ଏକ ହଜାର କେଜିରୁ ଉର୍ଧ୍ବ ପୋଚ ନଷ୍ଟ
ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଜବତ
ପାଇକମାଲ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲାପାଳ ଜିଲ୍ଲାପାଳ ଙ୍କର କଡା ନୁର୍ଦେଶରେ ପଦ୍ମପୁର ଉପାଖଣ୍ଡର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ଅବକାରୀ ଧରପକଡ଼ ତୀବ୍ର ହେଇଛି । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ର ଟେମରି ଗ୍ରାମରେ ଅବକାରୀ ଅଧିକ୍ଷକ ଶ୍ରୀ…
ମୋ ସରକାର, ୫-ଟି ଏବଂ ଜିରୋ-ଟଲରାନ୍ସକୁ “ଫୁ”
ଦୁଇଟି ଠକେଇ ମାମଲାରେ ଶିକ୍ଷକ ଦୁଇ ଦୁଇ ଥର ଗିରଫ !
ଜେଲରେ ଥିବା ନିଲମ୍ବିତ ଶିକ୍ଷକଙ୍କୁ ଶିକ୍ଷା ବିଭାଗର ଅନୁକମ୍ପା କାହିଁକି ?
ଆନନ୍ଦପୁର (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା, ଘଷିପୁରା ବ୍ଲକର ମଛାଳୋ ପଞ୍ଚାୟତ ଅନ୍ତର୍ଗତ ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ…
ଛାତ୍ରଆକ୍ରମଣ ପ୍ରତିବାଦରେ ରାସ୍ତା ରୋକ
ବାରିପଦା(Dillip Mohanty)-ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟରେ ଜଣେ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ ହଷ୍ଟେଲ ରହି ଅଧ୍ୟୟନ କରୁଥିବା ଶତାଧିକ ଛାତ୍ର ପ୍ରତିବାଦରେ ବାରିପଦା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…
ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର
ପଦ୍ମପୁର/ଶାସକ ପ୍ରଶାସକ - ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ଜୁନିୟର ରେଡକ୍ରସ କାଉନସେଲର ଭାବେ ଶ୍ରୀ ଦ୍ଵାଦଶ…
ସାଇକେଲ ଶୋଭାଯାତ୍ରା ‘ଟୁର ଦି କଳିଙ୍ଗ’
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଇକୋ ଟୁରିଜିମ୍, ତମ୍ବାଖୁ ବର୍ଜନ, ପ୍ରଦୂଷଣମୁକ୍ତ ପରିବେଶ ଏବଂ ଦୁର୍ନିତୀ ମୁକ୍ତ ଭାରତ ଗଠନ ଆଦି ବାର୍ତ୍ତା ନେଇ ଡିସେମ୍ବର ମାସର ୮ ତାରିଖରୁ ଭୁବନେଶ୍ବର ଠାରୁ କୋରାପୁଟ ଅଭିମୁଖେ ଆରମ୍ଭ ହୋଇଥିବା ସାଇକେଲ ଶୋଭାଯାତ୍ରା ‘ଟୁର୍ ଦି କଳିଙ୍ଗ '…
ବବି ଆରମ୍ଭ କଲେ ଖେଳ : ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଙ୍ଗଠନ ହେଲା ଦି ଫାଳ
ବିଜେଡ଼ିର ସାଙ୍ଗଠନିକ ସମୀକ୍ଷା ବୈଠକ ଶେଷ
ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ
ମୁରବି ବିହୀନ ବାରିପଦା ନିର୍ବାଚନ ମଣ୍ଡଳୀରେ କର୍ମୀମାନେ ଅଣଦେଖା ହେଉଥିବାର ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ…