ସନ୍ଦେହର କୁହେଳି ଭିତରେ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିର ହତ୍ୟା ରହସ୍ୟ 

ଲୋକଲୋଚନକୁ ଆଣିବା ପାଇଁ ଆଦିବାସୀ ମହାସଙ୍ଘ ତରଫରୁ  ରଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀ ପତ୍ର   ରାୟଗଡା(ସରୋଜ ସାହୁ)– ଦୀର୍ଘ ୯ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ  ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିର ହତ୍ୟା ରହସ୍ୟ ଲୋକଲୋଚନକୁ ଆସିପାରି ନାହିଁ । ଏ ନେଇ ଆଜି ରାୟଗଡ ଜିଲ୍ଲା ଆଦିବାସୀ…

ରାୟଗଡ ଲୋକ ମହୋତ୍ସବ “ଚଇତି” ପାଇଁ ରଙ୍ଗୋଲି ପ୍ରତିଯୋଗିତା

ରାୟଗଡ(ସରୋଜ ସାହୁ) ଚଳିତ ମାସ ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାୟଗଡ ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା – ୨୦୧୯, ୫ ଦିନ ଧରି ସ୍ଥାନୀୟ ଜିସିଡି ହାଇସ୍କୁଲର ପଡିଆ ଠାରେ ଆୟୋଜନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗତ କାଲି ତା. ୧୪.୧୨.୨୦୧୯ ରିଖ ଶନିବାର  ଦିନ ସ୍ଥାନୀୟ…

୨୩ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଓଡ଼ିଆ ଭାଷାପ୍ରାଣ ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ସ୍ମୃତିଚାରଣ ଓ ରକ୍ତଦାନ ଶିବିର ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂଜ୍ୟପୂଜା  ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଶିଷ୍ଟ ସମାଜସେବୀ, ଓଡ଼ିଆଭାଷାପ୍ରାଣ, ବିଜୁ ପଟ୍ଟନାୟକ କମ୍ପୁଟର ଓ ଗଣମାଧ୍ୟମ ଅନୁଷ୍ଠାନର ପ୍ରତିଷ୍ଠାତା …

ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ  ଶିକ୍ଷାନୁଷ୍ଠାନ…

 ଦେଶର ଉର୍ଜା କ୍ଷମତା ପାଇଁ ମାନବ ସମ୍ବଳ ପ୍ରଦାନ କରିବ ଏହି ଶିକ୍ଷାନୁଷ୍ଠାନ     କେବଳ ସ୍ଥିତାବସ୍ଥା ନୁହେଁ ଦ୍ରୁତ ବିକାଶର ବାର୍ତାବହ ହେବେ ବିଶ୍ୱବିଦ୍ୟାଳୟ    ଦେଶରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ  ତିଆରି କରିବା ପାଇଁ ପରାମର୍ଶ ନୂଆଦିଲ୍ଲୀ/ଭୁବନେଶ୍ୱର, -…

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ବିନ୍ଧାଣୀ 

 ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନ ର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ଵର  ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈସିଣୀ  ପତ୍ରିକାରେ ତତ୍କାଳୀନ…

ବାହାଡ଼ାଝୋଲା ବାଳିକା ହାଇସ୍କୁଲର କ୍ରୀଡା ଓ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ନୁଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ର ଓ ଶନିବାର ଦୁଇ ଦିନ ବ୍ୟାପୀ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ମୋ ସ୍କୁଲ ସଭାନେତ୍ରୀ ପୁଷ୍ପଲତା ସାହୁଙ୍କ ଅଧ୍ୟକ୍ଷତାରେ …

 ବିଶ୍ୱ ଶକ୍ତି ସଂରକ୍ଷଣ ଦିବସରେ ସଚେତନତା ଶୋଭାଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଆଜି ବିଶ୍ୱ ଶକ୍ତ ସଂରକ୍ଷଣ ଦିବସରେ ରଘୁନାଥ ବିଦ୍ୟାପିଠ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଓଡ଼ଗାଁର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ମିଳିତ ଭାବେ ଶକ୍ତି ସଂରକ୍ଷଣ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଓଡ଼ଗାଁ ଏନଏସି ପରିକ୍ରମା କରିଥିଲା । ପ୍ଳାକାର୍ଡ…

ଜାଡରେ ଥୁରୁ ଥୁରୁ ଘୁ.ଉଦୟଗିରି:ସହର ମଧ୍ୟରେ ନାହିଁ ଶୀତକାଳୀନ ରାତ୍ରି ଆଶ୍ରୟସ୍ଥଳୀ

ଘୁ.ଉଦୟଗିରି(ଗଗନ ପ୍ରଧାନ) : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ I ଘୁ.ଉଦୟଗିରିର ପାଣିପାଗ ମଧ୍ୟ ବେଶ ମନୋରମ I ଯାହାପାଇଁ ବ୍ରିଟିଶ ମିଶନାରି ଘୁ.ଉଦୟଗିରିର ଗୁଡ୍ରିପଡି ଠାରେ ବସତି ସ୍ଥାପନ କରି ଥିଲେ I ଘୁ. ଉଦୟଗିରିର ପରିବେଶ ଏବଂ ପାଣିପାଗ ବେଶ ମନରମ…

ସ୍ଵେଚ୍ଛାସେବୀ ସଂଗଠନ “ସହଯୋଗ ” ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ।

ବୀରମହାରାଜପୁର -( ବିନୋଦ ପାଣ୍ଡେ ) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ସ୍ଵେଚ୍ଛାସେବୀ ସଂଗଠନ "ସହଯୋଗ " ପକ୍ଷରୁ ସମସ୍ତ ରୋଗୀ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । "ସହଯୋଗ " ସଂଗଠନ ର ସମସ୍ତ  ସଭ୍ୟମାନେ ଡାକ୍ତର…