Sign in
Sign in
Recover your password.
A password will be e-mailed to you.
ପୁରୁଷ ବର୍ଗରେ କନ୍ଧମାଳ ଓ ମହିଳା ବର୍ଗରେ ଯାଜପୁର ଚାମ୍ପିୟନ
ଦ୍ୱିତୀୟ ବାର୍ଷିକ ଶ୍ରୀକୃଷ୍ଣ ବିଶ୍ୱାଳ ସ୍ମାରକୀ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ସ୍ଥାନୀୟ ସିଟି କ୍ଲବ ନୟାପଲ୍ଲୀ ଓ ଓଡ଼ିଶା ଫୁଟ୍ ଭଲି ଆସୋସିଏସନ ଆନୁକୂଲ୍ୟରେ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଫୁଟ୍ ଭଲି ଆଜି…
ପୂଜ୍ୟ ପୂଜାକୁ ସମ୍ମାନ : ଜୟ ଓଡ଼ିଶା ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଅଭିଯାନ
ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ୱଚ୍ଛ ସମ୍ମାନ କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ଆରମ୍ଭ କରିଛି ଏହାର ଏକ ନୂତନ ଅଭିଯାନ।ଦୀର୍ଘ ବର୍ଷେ ଧରି ଜୟ ଓଡ଼ିଶା ର ସଦସ୍ୟ ମିଶି ଭୁବନେଶ୍ୱର ର ୧୬ ଟି ମୂର୍ତ୍ତି କୁ ପ୍ରତି ସପ୍ତାହରେ ସଫା କରି…
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ” ଶିଶୁ ମେଳା “
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଉଚ୍ଚ ବିଦ୍ୟାଳୟରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ( OSSTA) ପକ୍ଷରୁ ଶିଶୁ ମାନଙ୍କ ଅନ୍ତର୍ନିହିତ କଳାକୁ ପ୍ରସ୍ଫୁଟିତ କରିବାପାଇଁ " ଶିଶୁ ମେଳା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି…
ବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନର ବାର୍ଷିକୋତ୍ସବ
ପଦ୍ମପୁର-ପଦ୍ମପୁର ପୁରୋହିତ କଲ୍ଯାଣମଣ୍ଡପ ଠାରେ ବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନା ଆୟୋଜିତ ସଭାରେ ଓଡିଶା ଫଟୋଗ୍ରାଫର ଏସୋସିଏସନ ସଂପାଦକ ଶିଶିର କୁମାର ନାୟକ ସଭାପତି,ପଦ୍ମପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ…
ଶ୍ରୀରଘୁନାଥ ଜିଉ ପୁଜକ ପରିଷଦର ନୂତନ କର୍ମକର୍ତା ମନୋନୀତ
ପ୍ରଫୁଲ୍ଲ ମହାପାତ୍ର ସଭାପତି, ଅଶୋକ ନନ୍ଦ ଉପସଭାପତି ଓ ବିଜୟ ଦାଶ ସାଧାରଣ ସମ୍ପାଦକ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପ ସନ୍ନିକଟ ପ୍ରସାଦ ସେବନ ମଣ୍ଡପରେ ରଘୁନାଥ ଜିଉ ପୁଜକ ପରିଷଦର ସାଧାରଣ ସଭା ଅମ୍ୱୁସ୍ଥିତ ହୋଇଥିଲା । ମନୋଜ କୁମାର ନନ୍ଦଙ୍କ…
ଓଡଗାଁ ମହୋତ୍ସବ ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ତାରିଖ ଚୁଡାନ୍ତ
ଜାନୁୟାରୀ ୨ ରୁ ୮ ଫୁଟୁବଲ ଟୁର୍ଣ୍ଣାମେଣ୍ଟ , ୯ ରୁ ୧୨ ମହୋତ୍ସବ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଓଡଗାଁ ମହୋସôବ ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ବିଧାୟକ ତଥା ଓଡ଼ିଶା…
ନୟାଗଡ଼ ବିଧାୟକଙ୍କ ଖୋଲା ଦରବାର : ଜନଶୁଣାଣି ଶିବିରରେ ଶୁଣାଣି ହେଲା ୧୨୦ ଅଭିଯୋଗ
ଷ୍ଟେଟବ୍ୟାଙ୍କ ଜମାଖାତାରୁ ୨.୨୦ ଲକ୍ଷ ଟଙ୍କା ଗାଏବ ନେଇ ଅଭିଯୋଗ
ଏସପିଙ୍କ ନିକଟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇଲେ ମନ୍ତ୍ରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ବିଧାୟକ ତଥା ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ପ୍ରାଣୀ ଓ ମତ୍ସ୍ୟ ବିଭାଗ ଏବଂ ଉଚ୍ଚ…
ଧିକ ଏ ପୁଅ ପଣିଆ….ବୟସ ଗଡିଗଲେ ମା ହୋଇଯାଏ ଅଲୋଡ଼ା !!!!
ପରିବାରର ଅସହଯୋଗ ଯୋଗୁଁ ଆହାର ଗ୍ରହଣ କଲେନାହିଁ ବୃଦ୍ଧା ପାର୍ବତୀ
ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର : ୩ଟି ସନ୍ତାନର ଜନନୀ ୯୦ ବର୍ଷିୟ ଜଣେ ବୃଦ୍ଧାଙ୍କୁ ତାଙ୍କ ପରିବାର ଅବହେଳା କରିବାରୁ ୩ ଦିନହେଲା ସେ ଖାଦ୍ୟ ଗ୍ରହଣ କରୁନଥିବା ନେଇ ପଡୋଶୀ ମାନେ ଉକ୍ତ ବୃଦ୍ଧାଙ୍କୁ ନେଇ ଆଜି ଓଡ଼ଗାଁ ଥାନାର…
ପ୍ରେମ ପାହାଡରୁ ହେଲା ଅଳିଆ ସଫା
ବିଏସଏଫ ର ୬୮ ବାଟାଲିୟନ ସ୍ଥାନୀୟ ପ୍ରେମ ପାହାଡ ପରିସରରେ ପାଳିଲେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ରାୟଗଡା(ସରୋଜ ସାହୁ) – ରାୟଗଡା ସହରସ୍ଥିତ ବିଏସଏଫର ୬୮ ବାଟାଲିୟନ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏ ନେଇ ଆଜି ବିଏସଏଫ ଅଧିକାରୀ ଏବଂ ଜବାନ ମାନେ ସ୍ଥାନୀୟ…
ଲୋକ ମହୋତ୍ସବ ଚଇତି ଉପଲକ୍ଷେ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା
ରାୟଗଡ(ସରୋଜ ସାହୁ) : ରାୟଗଡ ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା ଉପଲକ୍ଷେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ସୁନ୍ଦର ସ୍ୱାସ୍ଥ୍ୟ ଶିଶୁ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହି ପ୍ରତିଯୋଗିତା (୯ ମାସ ଶିଶୁ ଠାରୁ ୨ ବର୍ଷର ଶିଶୁ) ଓ (୨ ବର୍ଷ ଶିଶୁ ଠାରୁ ୩ ବର୍ଷ ବୟସ୍କ ଶିଶୁ) ଏହି…