Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଳା
ନୂଆପଡ଼ା,(ଅମିତ ପୁରୋହିତ): ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଆଶା ଓଡିଶା, ସେଭ ଦି ଚିଲଡ୍ରେନ୍ସ, ମହିଳା ଓ ଶିଶୁ ସହାୟତା କେନ୍ଦ୍ର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ପୁଲିସ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ…
ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା : ସଂରକ୍ଷିତ ରଖିଲେ ଛଅଟି ଲଘୁ ଖଣି
ଏ ସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର ଯିବ ପୂର୍ତ୍ତ ବିଭାଗକୁ
କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ ହେବ ବ୍ୟବହାର
ଭୁବନେଶ୍ୱର (Shasak Prashasak) ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଥିବା ବେଳେ ଏଥିପାଇଁ ଆବଶ୍ୟକ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଆଲୋଚନା ଚକ୍ର
କାର୍ଯ୍ୟକ୍ରମରେ ଯୋଗଦେଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗାଭ୍ୟାସ ଭୋଇ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦୁଇଦିନ ଧରି ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଥିବା…
ବେଆଇନ ମଦ କାରବାର : ଦୁଇ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ବେଆଇନ ମଦ କାରବାର ଅଭିଯୋଗରେ ବଡ଼ବିଲ ପୋଲିସ ଗତକାଲି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦୁଇଜଣ ହେଲେ ବଡ଼ବିଲ ଚଟେଇହଟିଂ ଅଞ୍ଚଳର ମଙ୍ଗୁଳୁ ଗୋପ (୩୮) ଓ ଭୁଶୁଗାଁ ଆଜାଦ ବସ୍ତି ଅଞ୍ଚଳର ଗଉରା ପାତ୍ର (୪୩)। ମଙ୍ଗଳୁ ନିକଟରୁ ୧୦ ଲିଟର ଦେଶୀ ମଦ…
ବଡ଼ବିଲ-ନାଲଦା ରାସ୍ତାର ଦୋହରୀକରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଗ୍ରାମସଭା : ବଡ଼ବିଲବାସୀଙ୍କ ତୀବ୍ର ବିରୋଧ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଟା ଛକ ଠାରୁ କାରା ଖେଣ୍ଡରା ଦେଇ ନାଲଦା ପର୍ଯ୍ୟନ୍ତ ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଆଜି ବଡ଼ବିଲ ବିକାଶମହଲ ସଭାଗୃହରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଗ୍ରାମସଭାରେ ସ୍ଥାନୀୟ…
ବରଗଡ଼ ପୋଲିସକୁ ବିରାଟ ସଫଳତା :୧୧ ଅପହର୍ତ୍ତା ଗିରଫ, ୩ ଅପହୃତ ସହି ସଲାମତ ଉଦ୍ଧାର
କଫ ସିରପ୍ କାରବାର ବିବାଦରୁ ଅପହରଣ ଓ ମୁଣ୍ଡଜାମିନ ମାମଲା
ବରଗଡ଼ (ଶାସକପ୍ରଶାସକ)-ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ କଫ ସିରପ୍ କାରବାରରୁ ଉପୁଜିଥିବା ବିବାଦରୁ ୩ଜଣଙ୍କୁ ଅପହରଣ ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି କରିବା ଅଭିଯୋଗରେ ପୋଲିସ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…
କିପରି ପଥର ମା…ଫିଙ୍ଗିଲା ବେଳକୁ ତା ହାତ ଥରିଲାନି !!!
ଆଜି ବି ସମାଜରେ ଅଲୋଡା କନ୍ୟାରତ୍ନ, ନବଜାତ ଶିଶୁ କନ୍ୟା ଡ୍ରେନରେ
ପଦ୍ମପୁର(ଶାସକ ପ୍ରଶାସକ) : ସତରେ କିଏ ସେହି ପାଷାଣୀ ମା, ଯିଏ ସଦ୍ୟ ଜନ୍ମ ହୋଇଥିବା ନିଷ୍ପାପ ଶିଶୁଟାକୁ ରାସ୍ତାକଡ଼ରେ ଜିଅନ୍ତା ଫିଙ୍ଗିଦେଇ ଅନ୍ଧାରି ଆଉ ପରିଚୟହୀନ ଭବିଷ୍ୟତର ଅଟଳ ଗହ୍ୱର ଭିତରକୁ ଠେଲି ଦେଲା | ନିଜ…
ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ
ବରଗଡ(ଶାସକ ପ୍ରଶାସକ ) :- ଆଜି ବରଗଡ଼ ଜିଲ୍ଲା ବରପାଲି ର ଜଗନ୍ନାଥ ନଗର ମାଷ୍ଟର କଲୋନୀରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକର ବୟସ ପ୍ରାୟ ବାଇଶି ପାଖାପାଖି ଅନୁମାନ କରାଯାଉଛି । ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ବରପାଲି ପୋଲିସ ଘଟଣା…
ସୁଶାନ୍ତଙ୍କ ଉପରେ ଡବଲ ଆସ୍ଥା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିଟି ପରୀକ୍ଷାରେ ଅବଲ ନମ୍ବର ଆସୁଥିବା, ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟର କଷଟି ପଥରରେ ଖରା ସୋନା ବୋଲି ପ୍ରମାଣିତ ହୋଇଥିବା ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଯୁବନେତା ସୁଶାନ୍ତ ସିଂଙ୍କ…
ଯେତେ ପଢିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ
ଚିକିତ୍ସା ଅବହେଳାରୁ ମାଆ ଗର୍ଭରେ ଶିଶୁର ମୃତ ଅଭିଯୋଗ ।
ମୋ ସରକାର ବୁଲି ତାଗିଦ କଲା ପରେ ବି ବଦଳିନି ଚରିତ୍ର
ପାଣ୍ଡିଆନଙ୍କ ତୋଫାନି ଯାତ୍ରା ତୋଫାନ ଭଳି ନୁହେଁ ତ
ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି କାର୍ଯ୍ୟକ୍ରମ ଉପରେ ଉଠିଲା ପ୍ରଶ୍ନ
ଚାରିମାସ ହେଲା ସ୍ତ୍ରୀଙ୍କ ଏଚଆଇଭି ପଜିଟିଭ,…