ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ପଞ୍ଚମ ଲକି ଡ୍ର’ ଉଠାଣ 

0

ହନୁମାନ ପଡ଼ାର ଆଶିଷ ନାଥ ବିଜେତା : ପାଇଲେ ୫୦,୦୦୦ ଟଙ୍କାର କୁପନ ଉପହାର 

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ପଞ୍ଚମ ଲକି ଡ୍ର ଉଠାଣ ହୋଇଯାଇଛି । ପଞ୍ଚମ ଲକି ଡ୍ର’ର ବିଜେତା ହେଉଛନ୍ତି ପଦ୍ମପୁର ହନୁମାନ ପଡ଼ାର ଆଶିଷ କୁମାର ନାଥ । ବିଜେତାଙ୍କୁ ରୋହିତ କୁମାର ପଟ୍ଟନାୟକ ୫୦,୦୦୦ ଟଙ୍କାର କୁପନ ଉପହାର ପ୍ରଦାନ କରିଥିଲେ। ଏହି ଉଠାଣ କାର୍ଯ୍ୟକ୍ରମରେ ବିଦେଶୀ ବାଗ, ଏମ.ଡି. ଇକବାଲ, ମକରଧ୍ୱଜ ପଟେଲ, ଭୋଜରାଜ ଭୋଇ, ସଂଜୟ ସେଠୀ, ଅବନୀ ମୋହନ ବହିଦାର, ସୁନୀଳ କୁମାର ନାଥ, ଆଶିଷ କୁମାର ନାଥ, ସାୱନ ପ୍ରସାଦ ସାହୁ, ପ୍ରବୀର ମଲ୍ଲିକ, ହରିହର ନିଆଲ, ସନ୍ତୋଷ ସାହୁ, ସନ୍ଦୀପ ବାରିକ, ସଂଜୀବ ଭୋଇ, ଦିନେଶ କୁମାର ଜେନା, ବାଦଲ ସରାଫ ଓ ଯୋଜନାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.