Sign in
Sign in
Recover your password.
A password will be e-mailed to you.
ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକୀ ମହୋତ୍ସବ-୨୦୧୯ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀକରଣ ସାହି ସ୍ଥିତ ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…
ସ୍ୱାଭିମାନ ଅଂଚଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ଉନ୍ନୟନ କମିଶନର
ଶିକ୍ଷକ ଆବାସିକ ଭବନ ଓ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର(ଶାସକ ପ୍ରଶାସକ):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଓ…
୫- ଟି ଖଣ୍ଡା ବୁଲିଲା : ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଚାକିରୀ ଗଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଆଉ ଜଣଙ୍କ ଉପରେ ୫ଟି ଖଣ୍ଡା ବୁଲିଛି |୫ ଟି ମାପଦଣ୍ଡରେ ଚାକିରୀ ଯାଇଛି ଜଣେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ | ବହିସ୍କୃତ ହୋଇଥିବା ପିଇଓ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ପଞ୍ଚାୟତ ଦ୍ୱୈତ ଦାୟିତ୍ୱରେ ଥିବା…
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଜଳ ପ୍ରକଳ୍ପ ଲୋକାର୍ପିତ
ଘୁ.ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଂଗିଆ ଗ୍ରାମପଞ୍ଚାୟତରେ 75.71ଲକ୍ଷ ଏବଂ ମାଲିକାପରି ଗ୍ରାମପଞ୍ଚାୟତରେ 87.30ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ…
“ଶାସକ ପ୍ରଶାସକ”ର ବଡ ପ୍ରଭାବ :ନିଷ୍ପତ୍ତି ବଦଳେଇଲା ଜ଼ିଲ୍ଲା ଶିକ୍ଷା ପ୍ରଶାସନ
ବଡ଼ଦିନ ଛୁଟି ବାତିଲ ନିଷ୍ପତ୍ତିକୁ ପ୍ରତ୍ୟହାର କଲେ ଜ଼ିଲ୍ଲା ଶିକ୍ଷାଧିକାରୀ
ଘୁ.ଉଦୟଗିରି :ଶେଷରେ ନିଷ୍ପତି ବଦଳେଇଲେ ଜ଼ିଲ୍ଲା ପ୍ରଶାସନ I ଶେଷରେ ଜନସାଧାରଣଙ୍କ ବିରୋଧ ପରେ ବଡ଼ଦିନ ଛୁଟି ବାତିଲକୁ ନେଇ ପ୍ରକାଶ ପାଇଥିବା ଚିଠି ସଂଖ୍ୟା 9850/17-12-2019 କୁ ପ୍ରତ୍ୟହାର କରାଯାଇଥିବା…
ହୋପ ଫୋର ଇଣ୍ଡିଆ ମଣ୍ଡଳୀରେ ପ୍ରାକ ବଡ଼ଦିନ ଉତ୍ସବ
ଘୁ.ଉଦୟଗିରି :କନ୍ଧମାଳ ରାଇକିଆ ବ୍ଲକ ପେଟାପାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡ଼ାମ୍ବା ହୋପ ଫୋର ଇଣ୍ଡିଆ ମଣ୍ଡଳୀରେ ଆନନ୍ଦ ଉଲ୍ଲାସର ସହ ପ୍ରାକ ବଡ଼ଦିନ ଉତ୍ସବ ପାଳିତ ହୋଇଛି I ଏହି ଉତ୍ସବରେ ଦୀପେଶ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ରାଇକିଆ ଉପାଧକ୍ଷା ସୁରେଶ ଚନ୍ଦ୍ର…
ଏନଏଆରସିକୁ ନବୀନଙ୍କ “ନାଁ”
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସଂସଦରେ ସମର୍ଥନ ଦେଇଥିବା ବିଜୁ ଜନତା ଦଳ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସିକୁ ସମର୍ଥନ କରୁନାହିଁ ବୋଲି ଓଡ଼ିଶାର ମୁକଜ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି …
“ମୋ ଜୀବନ ନରକ କରି ଦେଇଥିଲା, ଦେଲି ହାଣି କଟୁରିରେ”
ସ୍ୱାମୀକୁ କଟୁରୀରେ ହାଣି ଥାନାରେ ମହିଳାଙ୍କ ଆତ୍ମସମର୍ପଣ।
ବାରିପଦା/ଦିଲ୍ଲୀପ ମହାନ୍ତି : ମତେ ବାରମ୍ବାର ରଖୁଥିଲା ଆଉ ଛାଡି ଦେଉଥିଲା | ମୋତେ ହଇରାଣ ବି କରୁଥିଲା | ଗତ କିଛି ଦିନ ହେବ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା | ମୋ ଜୀବନ ନରକ କରି ଦେଇଥିଲା | ଆଉ ମୁ ଭାବିଲି ମୋ ଜିବନ ତା…
ରାସ୍ତା ମଝିରେ ତେନ୍ତୁଳି ବାହି , ପ୍ରଶାସନର ନଜର ନାହିଁ , ଲୋକେ ହନ୍ତ ସନ୍ତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଏନଏସି ର ୨ନଂ ଓ୍ୱାଡ ଶୁଣ୍ଢିମୁଣ୍ଡା ଠାରେ ଦିର୍ଘ ୫ ଘଣ୍ଟା ହେଲାଣ ଏକ ତେନ୍ତୁଳି ଗଛର କିଛି ଅଶଂ ବାହିପାଖୁଡା ଧସି ପଡିବାରୁ ଜାତାୟତ ଠପ୍ ହେଇପଡିଛି I ଫଳରେ ଯାନବାହନ ଜାତାୟତରେ ଅସୁବିଧା…