Sign in
Sign in
Recover your password.
A password will be e-mailed to you.
NRTS ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରର ଛାତ୍ରଙ୍କ ସଫଳତା
ବିଜେପୁର :- ଶିକ୍ଷା କ୍ଷେତ୍ରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଜେପୁର ପୁଣିଥରେ ନିଜର ଗୌରବମୟ ପରମ୍ପରାକୁ ଅଟୁଟ ରଖିଛି। ସମ୍ପ୍ରତି ପ୍ରକାଶିତ NRTS (ନ୍ୟାସନାଲ୍ ରୁରାଲ୍ ଟାଲେଣ୍ଟ ସର୍ଚ୍ଚ) ପରୀକ୍ଷା ଫଳାଫଳରେ ଏହି ବିଦ୍ୟାଳୟର ତିନିଜଣ ମେଧାବୀ ଛାତ୍ର ଉତ୍କୃଷ୍ଟ ସ୍ଥାନ ଅଧିକାର କରି…
ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପାରଳା ବିଧାୟକ ରଖିଲେ ବିଭିନ୍ନ ଦାବୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗନ୍ନାଥ ଧାମ ପୁରୀ ଠାରେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଡ଼ଃ ସି . ଏମ୍. ରମେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଷ୍ଟାଣ୍ଡିଂ କମିଟି ବୈଠକରେ ପାରଳାଖେମୁଣ୍ଡି ବିଧାୟକ…
ଯୁବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ତରଫରୁ ଏକ ପ୍ରସ୍ତୁତି ବୈଠକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କରି ବାସଗୃହରେ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ…
ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା: ଖଣି ସମ୍ପଦର ସଦୁପଯୋଗ କରି ପ୍ରଥମ ହେବାକୁ ଲକ୍ଷ୍ୟ
କେନ୍ଦୁଝର,ତା୩/୧- ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ପୌରାଞ୍ଚଳ ଗୁଡ଼ିକର ଆର୍ଥିକ ସ୍ଥିତି ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ…
ଖପ୍ରାଖୋଲରେ ଅଣଓଡ଼ିଆଙ୍କ ଦ୍ୱାରା ଚାଲିଛି ନକଲି ମଦର କଳା ସାମ୍ରାଜ୍ୟ
ଅବୈଧ ମଦ ସାମ୍ରାଜ୍ୟ ପଛରେ କିଛି କୁଜି ନେତା, ଠିକାଧାରୀ ଅଣସାମ୍ବାଦିକ ଓ କିଛି ନିର୍ବୋଧ ପ୍ରଶାସନିକ ଅଧିକାରୀ ଙ୍କର ଖୋଲା ଆଶୀର୍ବାଦ ଅଭିଯୋଗ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):-ସମଗ୍ର ବଲାଙ୍ଗିର ଜିଲ୍ଲାରେ ପ୍ରତିଦିନ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ନକଲି ଓ ଅବୈଧ ମଦ ଜବତ…
ଆଜିଠାରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଶୁଭାରମ୍ଭ; ୭୦୦ରୁ ଅଧିକ ଚାଷୀଙ୍କ ଯୋଗ
ରାୟଗଡ଼ା: (ସରୋଜ କୁମାର ସାହୁ) ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇ ଗୋ-ପୂଜନ ସହିତ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଚାଷୀଙ୍କୁ ୫,୦୦୦ ଟଙ୍କାର ଚେକ ସହ…
ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୭ ତମ ଅଙ୍ଗ ଆଳତୀ
ପଦମପୁର - ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ପୌଷ ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଅଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ଦିବ୍ୟଜ୍ୟୋତି…
ପର୍ଯ୍ୟଟନସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବନ ବିଭାଗର ପ୍ରୟାସ।
କେନ୍ଦୁଝର,ତା୩/୧- ଚଳିତ ବର୍ଷ କେନ୍ଦୁଝରେ ଅବସ୍ଥିତ ଥିବା ସମସ୍ତ ପର୍ଯ୍ୟଟନସ୍ଥଳି ଗୁଡିକରେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ କେନ୍ଦୁଝର ବନଖଣ୍ଡ ତରଫରୁ ଏକ ସୁନ୍ଦର ବାର୍ତ୍ତା ବା କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅଞ୍ଜର ନୟାକୋଟ ବିଟ ଅନ୍ତର୍ଗତ…
ବେଲଗୁଣ୍ଠା ବ୍ଳକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ…
ରାଜ୍ୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୫-୨୬ରେ କେନ୍ଦୁଝରର ଅଭୟ ଜେନା ଉପବିଜେତା।
କେନ୍ଦୁଝର,ତା୩/୧- ନିକଟରେ ଡିସେମ୍ବର ୨୮ରୁ ୩୦ ତାରିଖ ଯାଏ ଓଡିଶା ଷ୍ଟେଟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିୟାନସିପ ୨୦୨୫ - ୨୬ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅନେକ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଏଥିରେ ଭାଗ ନେଇଥିଲେ। ତେବେ କେନ୍ଦୁଝରର ଅଭୟ କୁମାର ଜେନା ଡବ୍ଲ୍ୟୁଏଚ ୧…