Sign in
Sign in
Recover your password.
A password will be e-mailed to you.
ଏମ ଶ୍ରୀଗୀଡା ଗ୍ରାମରେ ବଡ ଧରଣର ଚୋରି
ଧନୁଯାତ୍ରା ଦେଖିବା ସମୟରେ ଘରେ ବଡ଼ ଧରଣର ଚୋରି: ସୁନା, ନଗଦ ଓ ବାଇକ
ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍ ଶ୍ରୀଗିଡା ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ, ଗ୍ରାମର ସୌଭାଗ୍ୟ…
ହାତୀ ଆକ୍ରମଣ ରେ ଯୁବକର ମୃତ୍ୟୁ : ବିପଦରେ ଜନବସତି
ଖୋର୍ଦ୍ଧାରୁ (ସେକଜାଫର): ପୁଣି ଖୋର୍ଦ୍ଧାରେ ହାତୀ ଆକ୍ରମଣ ରେ ଯୁବକର ମୃତ୍ୟୁ। ସୂଚନା ମୁତାବକ ଯୁବକ ଜଣକ ବେଗୁନିଆ ବ୍ଲକ ଅନ୍ତର୍ଗତ ଭୁଆସୁଣୀ ପାଟଣା ଗ୍ରାମର ପ୍ରିୟବ୍ରତ ପରିଡ଼ା । ନୀତିଦିନ ବନ୍ୟଜନ୍ତୁଙ୍କ ଆକ୍ରମଣରେ ବିପଦରେ ଜନବସତି । କେତେ ବେଳେ ବହୁମୂଲ୍ୟ ଜୀବନ ମୃତୁ ଘଟିଲାଣିତ ଆଉ…
ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍ସି ବିଶ୍ୱବିଦ୍ୟାଳୟରୁ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର, ୩ ।୧୨: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଜେଇସିଆର୍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ…
ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ: ସଂଗ୍ରହ ହେଲା ୨୪୭ୟୁନିଟ୍ ରକ୍ତ
ଲାଞ୍ଜିଗଡ଼, 03/01/2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଭବାନୀପାଟଣାର ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ଲାଞ୍ଜିଗଡ଼ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛି। ଏଥିରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ସ୍ଥାନୀୟ ଲୋକମାନେ…
ଓଡ଼ିଆ ନବବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ଉତ୍କଳ ବିଦ୍ବତ୍ ପରିଷଦର ନିବେଦନ
ପୁରୀ,୨/୧ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ଧାର୍ମିକ ସ୍ବେଚ୍ଛାସେବୀ ସଂଗଠନ ଉତ୍କଳ ବିଦ୍ବତ୍ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ନୂଆବର୍ଷ ଉପଲେକ୍ଷ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭିତରେ ଯାଉଥିଲେ ।…
ଭକ୍ତଙ୍କୁ ସରଵତ ପାନୀୟ ସେବା ଯୋଗାଇଲା ହାପିନେସ ଫାଉଣ୍ଡେସନ
ପୁରୀ,୨/୧ (ଅନିମେଶ ପଟ୍ଟନାୟକ ): ଶ୍ରୀକ୍ଷେତ୍ରରେ ନୂଆବର୍ଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତୁ ରୁ ଆସୁଥିବା ଭକ୍ତ ବ୍ଯାରିକେଡ ଭିତରେ ଯାଉଥିଲେ । ଏହି ଭକ୍ତ ମାନଙ୍କୁ ହାପିନେସ ଫାଉଣ୍ଡେସନ ପକ୍ଷରୁ ଭୂଷି,ଲାଣ୍ଡିବଗୁଲି ଓ ମିଶିରି ପଣା…
ହୃଦୟ ବିଦାରକ ଦୁର୍ଘଟଣା; ବଡ଼ଦାଣ୍ଡରେ ୫ଵର୍ଷର ଵାଳକକୁ ଘୋଷାଡି ନେଲା ବୋଲେରୋ
ଉତ୍ଯକ୍ତ ଜନତାଙ୍କ ଟାୟାର ଜାଳି ରାସ୍ତାରୋକ
ପୁରୀ,୨/୧(ଅନିମେଶ ପଟ୍ଟନାୟକ): ନୂଆ ବର୍ଷର ୨ୟ ଦିନରେ ବଡ଼ଦାଣ୍ଡରେ ହୃଦୟ ବିଦାରକ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଳଗଣ୍ଡି ଛକରେ ବୋଲେରୋ ଓ ସ୍କଟି ମଧ୍ୟରେ ଧକ୍କା ହେବାରୁ ଜଣେ…
ବାଲିପଟାରେ ୨୮ତମ ବୁଢାରଜା କପ–୨୦୨୬ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଉଦଯାପିତ
ବିଜେପୁର: ସୋହେଲା ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମରେ ୨୮ତମ ବୁଢାରଜା କପ–୨୦୨୬ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଗ୍ରାମୀଣ କ୍ରୀଡା ପ୍ରତିଭାଙ୍କୁ ଉତ୍ସାହିତ କରିବା ଓ ଯୁବପିଢିଙ୍କ ମଧ୍ୟରେ କ୍ରୀଡା ଚେତନା ବିକାଶ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି…
ପୁନଃ ନୟାଗଡ଼ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ହେଲେ ବଳେଶ୍ବର ପାତ୍ର
ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା କାର୍ଯ୍ୟାଳୟରେ କୋଷାଧ୍ୟକ୍ଷ ଭାବେ ବଳେଶ୍ବର ପାତ୍ର ପୁନଃ ନିଯୁକ୍ତି ପାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବିଜେପି ଦଳ ବଳେଶ୍ବରଙ୍କ ଉପରେ ଆସ୍ଥା ଏବଂ ବିଶ୍ବାସ ରଖି ତାଙ୍କୁ ପୁଣିଥରେ…
ଯୁବଦ୍ୟୋଗୀଙ୍କ ଅକାଳ ବିୟୋଗ,ପନ୍ତିଖାରୀ ଶାସନ ଗାଁରେ ଶୋକର ଲହରୀ
ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଶାସନ ଗାଁର ଜଣେ ଯୁବଦ୍ୟୋଗୀଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବନ୍ଧୁ ବର୍ଗ ଏବଂ ଗ୍ରାମବାସୀଙ୍କ ଧୈର୍ଯ୍ୟହରା ହୋଇପଡିଛନ୍ତି । ମୃତ ଯୁବଦ୍ୟୋଗୀ ଜଣକ ହେଲେ କୃଷି ଉଦ୍ୟାନବିତ ତଥା…